ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହିଳା ମାନଙ୍କୁ ରାତିରେ ଶୋଇବା ପୂର୍ବ ରୁ ଏହି କାମ କରିବା ଅନୁଚିତ ଅଟେ ଏହି କାର୍ଯ୍ୟ କରି ସେମାନେ ନିଜର ଅଲକ୍ଷ୍ୟଣୀ ର ଆକ୍ଷ୍ୟା ଦେଇ ଥାନ୍ତି , ସେମାନ କେବେ ବି ଜାଣି ପାରନ୍ତି ନାହିଁ କି ଏହି କାମ କରିବା ଦ୍ୱାରା ସେମାନଙ୍କ ସ୍ୱାମୀ ପରିବାର ଏବଂ ପିଲା ଛୁଆ ଙ୍କର କେତେ ବଡ କ୍ଷେତି କରିବା ପାଇଁ ଯାଉଛନ୍ତି , ଧନ ର ଅଭାବ ଏବଂ କାଙ୍ଗାଳତା ଦେଖିବା ପାଇଁ ମିଳେ ତେବେ ଆମେ ବନ୍ଧୁଗଣ ଆମେ ସେମିତି କିଛି କାର୍ଯ୍ୟ ବିଷୟ ରେ କହିବୁ ଜାହାକୁ ମହିଳା ମାନଙ୍କୁ ରାତି ରେ ଶୋଇବା ପୂର୍ବରୁ କରନ୍ତୁ ନାହିଁ , ସେମିତି ରେ ମହିଳା ମାନଙ୍କ ପ୍ରତ୍ୟୋକ କାମ ରେ ଶୁଭ ଅଶୁଭ ମାନେ ରଖି ଥାଏ । ତେବେ ସେହିଥି ପାଇଁ ସଠିକ୍ ସମୟରେ କାର୍ଯ୍ୟ କରିବା ପାଇଁ କୁହା ଯାଏ ଏହା ନ ହେଲେ ଅଶୁଭ ହୋଇ ଥାଏ ଏବଂ ସେହି କାର୍ଯ୍ୟ ର ପରିଣାମ ଘର ଏବଂ ପରିବାର ଲୋକ ଙ୍କ ଉପରେ ପଡେ ଆମେ ଆଜି ଆପଣ ମାନଙ୍କୁ ମହିଳା ମାନଙ୍କର ଶୋଇବା ପୂର୍ବ ରୁ କରୁ ଥିବା କେତୋଟି ଭୁଲ ବିଷୟ ରେ କହିବୁ ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ଜାହାକି ସେମାନଙ୍କ ସ୍ୱାମୀ ଙ୍କୁ ଦରିଦ୍ର କରି ଦିଏ ପ୍ରଥମେ ହେଲା କେବେ ବି ରାତ୍ରୀ ସମୟ ରେ ମହିଳା ମାନଙ୍କୁ କ୍ଷୀର ଦହୀ ଖାଇବା କଥା ନୁହେଁ । ଏବଂ ଅନ୍ୟ ଘର ପରିବାର କୁ ବି ଖାଇବା ପାଇଁ ଦେବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ରେ ଏହି ସବୁ କୁ ସେବନ ବର୍ଜିତ କରା ଜାଇଛି ଏମିତି କରିଲେ ଘର ଉପରେ ନାକାରାତ୍ମକ ପ୍ରଭାବ ପଡି ଥାଏ । ଦୁଇ ରେ ଭୁଲ ରେ ମଧ୍ୟ ଆପଣ ମାନେ ନିଜ ଘରେ ରାତ୍ରୀ ସମୟ ରେ ଅଇଣ୍ଠା ବାସନ କୁସନ ଙ୍କୁ କେବେ ପକାଇ ରଖନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କ ଘରେ ଲକ୍ଷ୍ମୀ ଛାଡି ଜାଇ ପାରନ୍ତି ସେହି ପରି ଭାବେ ଆପଣ ମାନେ ଘରେ ଯଦି ଦୁଇ ଦିନ ର ପୁରୁଣା ତୈଲିଆ ର ବ୍ୟବହାର କରି ଥାନ୍ତି ତେବେ ଆପଣ ମାନଙ୍କୁ ଘରେ ନାକାରାତ୍ମକ ପ୍ରଭାବ ପଡିବାର ସଂମ୍ପର୍ଣ୍ଣ ଭାବେ ସମ୍ଭାବନା ରହିଛି ଆପଣ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନେ ଯଦି ଘରେ କୈଣସି ଭ୍ରମଣ ରେ ବାହାର କୁ ଜାଆନ୍ତି ।
ତେବେ ସେହି ସମୟ ରେ ଆପଣ ମାନେ କେବେ ବି ଘରୁ ଏକା ସଂଙ୍ଗେ ବାହାରନ୍ତୁ ନାହିଁ ଘରୁ ଆପଣ ମାନେ ଆଗ ପଛ ହୋଇ ବାହାରି ପାରିବେ ,ରାତ୍ରୀ ସମୟ ରେ ଆପଣ ମାନେ କେବେ ବି ଘରକୁ ପରିବା କିମ୍ଭା ରାତ୍ରୀ ରେ ଲୁଗା ପଟା ର ସଫା କରନ୍ତୁ ନାହିଁ ସେହି ପରି ଆପଣ ମାନେ ଯଦି ରାତି ରେ ଛାତ ଉପରେ ଲୁଗା ସୁଖାଉ ଛନ୍ତି ତେବେ ଏହା ମଧ୍ୟ ଆପଣ ମାନଙ୍କ ପାଇଁ ଭଲ ଖବର ହୋଇ ନ ପାରେ ତେବେ ଏହାକୁ ବର୍ତମାନ ସମୟ ରେ ହିଁ ବଦଳାଇ ଦିଅନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।