(ମାସିକ ଧର୍ମ) ସମୟରେ (ସେ-କ୍ସ) କରିବା (ଠିକ୍ ନା ଭୁଲ) |

girls

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପିରିଅଡ୍ ସମୟ ରେ ମହିଳା ମାନଙ୍କ ଠାରେ ପେଟ କାଟିବା ବାନନ୍ତି ଲାଗିବା ଭଳି ବିଭିନ୍ନ ସମସ୍ୟା ଦେଖିବା ପାଇଁ ମିଳେ , ସେହି ପରି ଭାବେ ବନ୍ଧୁଗଣ ସେହି କଥା ରେ ଏମିତି ଭାବନ୍ତି କି ଏହି ସମୟ ରେ ଶାରୀରିକ ସଂମ୍ପର୍କ ରଖିବା ବହୁତ ସୁରକ୍ଷିତ ବୋଲି କିଛି ଝିଅ ମାନେ କହି ଥାନ୍ତି । ହେଲେ ଗୋଟିଏ ରିସର୍ଚ୍ଚ ରୁ ଜଣା ପଡିଛି କି ସେହି ସମୟ ରେ ଶାରୀରିକ ସଂମ୍ପର୍କ ରଖିବା ସଂମ୍ପର୍ଣ୍ଣ ଭାବେ କ୍ଷେତି କାରକ ଅଟେ ,ସେମିତି ରେ ପିରିଅଡ୍ ସମୟ ରେ ସେକ୍ସ କରିଲେ ଗର୍ଭ ଧାରଣ ର ସମ୍ଭାବନା ରେହ ନାହିଁ ବୋଲି ବହୁତ ମହିଳା ମାନେ ଭାବନ୍ତି , ହେଲେ ଏହା ସଠିକ୍ ନୁହେଁଁ ,ବରଂ ଏହି ସମୟ ରେ ଗର୍ଭାଶୟ ଖୋଲା ରହି ଥିବାରୁ ଏହି ସମୟ ରେ ଗର୍ଭବତୀ ହେବାର ବହୁତ ସମ୍ଭାବନା ରହି ଥାଏ ।p

ଏବଂ ପିରିଅଡ୍ ସମୟ ରେ ମହିଳା ମାନଙ୍କୁ ସେକ୍ସ କରିବା ପାଇଁ ଅଧିକ ଇଚ୍ଛା ହୋଇ ଥାଏ ,ସେହିଥି ପାଇଁ ସେମାନଙ୍କୁ ବିଷେଶ ସାବଧାନତା ଦରକାର , ଯଦି ଆପଣ ମାନେ ଏହି ସମୟ ରେ ସେକ୍ସ କରୁ ଥାନ୍ତି । ତେବେ ଆପଣ ମାନଙ୍କୁ ବହୁତ ଗୁଡିଏ ପ୍ରିକ୍ୟୁୟସନ୍ ଜରୁରୀ ହୋଇ ଥାଏ ,ପିରିଅଡ ସମୟ ରେ ସେକ୍ସ ଦ୍ୱାରା ମହିଳା ମାନଙ୍କ ମାନଙ୍କ ପ୍ରଭାବ ପଡେ ।rumans

ଏହି ସମୟ ରେ ଆପଣ ମାନେ ସେକ୍ସ କରିଲେ ପେଟ କାଟିବା ଏବଂ ବାନ୍ତି ଲାଗିବା ଭଳି ସମସ୍ୟା ଅଧଧିକ ସମୟ ଯାଏ ଦେଖିବା ପାଇଁ ମିଳେ ,ତେବେ ବନ୍ଧୁଗଣ ଜାଣି ପାରିଲେ କି ପିରିଅଡ ସମୟ ରେ ସେକ୍ସ କରିଲେ କଣ ଅସୁବିଧା ହୋଇ ଥାଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *