ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ନୂଆ ବର୍ଷରୁ ଖୁଲିବ ସ୍କୁଲ ଏବଂ କଲେଜ ତା ସହ ଘୁଞିଵ ୟୁଜି ଆଉ ପିଜି ସେମିଷ୍ଟାର ରାଜ୍ୟର ସ୍କୁଲ ଏବଂ କଲେଜ ନେଇ ଆସିଛି ବଡ଼ ଖବର ଏ ନେଇ ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ତବେ ରାଜ୍ୟରେ। କେବେ ଖୁଲିବ ସ୍କୁଲ ଏବଂ କଲେଜ ଏ ନେଇ କଣ ଆସିଛି ଆପଡେଟ ତେବେ ଜାନୁଆରୀ ମାସରେ ଖୁଳିବ ସ୍କୁଲ ଏବଂ କଲେଜ ନୂଆ ବର୍ଷ ରୁ ପିଲାମାନେ ସ୍କୁଲ ଏବଂ କଲେଜ ଫେରିବେ ସହିତ ପାଠ ପଢ଼ି ପରୀକ୍ଷା ଦେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମ୍ୟା ରଞ୍ଜନ ଦାସଙ୍କ କହିବା ମୁତାବକ ଜାନୁଆରୀ ମାସରେ ଦଶମ ରୁ ଦ୍ଵାଦଶ ସ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ପ୍ରୁସ୍ତୁତି ହଇଛି । ପିଲା ମନେ ଖୁବ ଶୀଘ୍ର ସ୍କୁଲ ଫେରିବେ ସ୍କୁଲ ରେ 100 ଦିନ ପାଠ ପଢିଲା ପରେ ପାଠ ପଢା ହବ କେବଲ ପୂଜା ପର୍ବାଣୀ କୁ ଛାଡି ଶନିବାର ଏବଂ ରବିବାର ଛୁଟି ଦିନ ରେ ବି କ୍ଲାସ ହବ ବଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ କିଛିଦିନ ମଧ୍ୟରେ ଛାତ୍ର ଛାତ୍ରୀ ଙ୍କ ଚାପ କମେଇବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଜରିଆରେ ପାଠ୍ୟଉପକ୍ରମ ଉଧଘାଟନ କରିଦିଆଯିବ ।
ଏଥି ସହିତ ଦଶମ ଓ ଦ୍ୱାଦଶ ଖୋଲିବାକୁ ପ୍ରାଥମିକତା ଦେଆଯିବ 100 ଦିନ ର ପାଠ ପଢ଼ା ପରେ ପରୀକ୍ଷା କରାଯିବ ତେବେ ବିଶେସ ସୁତ୍ର ଅନୁସାରେ ଜାନୁଆରୀ 2 ରୁ ଖୁଲି ପରେ ସ୍କୁଲ ବୋଲି କୁହାଯାଇଛି ଆଉ ସେପଟେ ନୂଆ ବର୍ଷରେ ସ୍କୁଲ ଏବଂ କଲେଜ ଖୁଳିବାରେ ଯଥେଷ୍ଟ ସମ୍ବାବନା ଦେଖାଦେଇଛି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର କଲେଜ ଖୁଳିବା ନେଇ ସୂଚନ ଦେଇ କହିଛନ୍ତି 9 ବର୍ଷା ରେ ଛାତ୍ର ଛାତ୍ରୀ କଲେଜ ରେ କ୍ଲାସ କରିବେ ତବେ ଏ ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ତେବେ ୟୁଜି ଏବଂ ପିଜି ସେମିଷ୍ଟର ଘୁଂଚିବ ବୋଲି ସେ କହିଛନ୍ତି ,ଏଥିସହିତ ସେ ଆହୁରି କହିଛନ୍ତି ସତୁରି ରୁ ଅସି ଦିନ କ୍ଲାସ କୋଲା ପରେ ପରୀକ୍ଷା କରାଯିବ , କଲେଜ ଖିଲିବା ରେ ଯୋଦି ଅଧିକ ବିଳମ୍ବ ହବ ତେବେ ସିଲାବସ କମେଇବା କଥା ଚିନ୍ତା କରାଯାଇ ପାରେ ହେଲେ ଅନଲାଇନ ପାଠ ପଢ଼ା କୁ ନେଇ ପରୀକ୍ଷା କଲେ ଫେଲ ପ୍ରତିଶତ ଅଧିକ ବଢିବ ବୋଲି ସେ କହିଛନ୍ତି ତେବେ ।
ଅନଲାଇନ ପାଠ ପଢା ଅଫଲାଇନ୍ ପରୀକ୍ଷା ହବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ଅଫଳାଇନ ହବବୋଲି ସରକାର ସ୍ପଷ୍ଟ କହିଛନ୍ତି , ସରକାର ଙ୍କ ଏଭଳି ଘୋଷଣା ପରେ ଚିନ୍ତାରେ ଅଛନ୍ତି ଛାତ୍ର ଛାତ୍ରୀ କାରଣ କୋଭିଡ ପାଇଁ ନଅ ମାସ ହେଲା ସ୍କୁଲ ମାଟି ମାଡି ନାହାନ୍ତି । ଛାତ୍ର ଛାତ୍ରୀ ଏଥର ତିରିଶି ପ୍ରତିଶତ ସିଲବସ କାଣ୍ଡ ସାଣ୍ଡ କରାଯାଇଥିଲେ ବି ସ୍କୁଲ ଖାଳିବାରୁ ପାଠ ପଢା ପ୍ରଭାବ ହାନି ରହିଛି ଏ ଦୁଷ୍ଟିରୁ ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା କରିବା ସମ୍ଭବ ନୁହେଁ , ତେଣୁ ପରୀକ୍ଷା ମଧ୍ୟ ବିଳମ୍ବ ହୋଇପରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।