ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ କିଛି ନୂଆ ୍ପଡେଟ୍ ରହିଛି ମେଟ୍ରୀକ୍ ଏବଂ +2 ପରିକ୍ଷା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଯେମିତି କି ଆପଣ ମାନେ ଜାଣିଛନ୍ତି ରାଜ୍ୟ ରେ ସମସ୍ତ ସ୍କୁଲ କଲେଜ୍ ବନ୍ଦ ରହିଛି କୋରନା ମହାମାରୀ ପାଇଁ ଏହା ସହିତ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ଡିସେମ୍ବର ମାସ ଆରମ୍ଭ ହୋଇ ସାରିଛି ଯେମିତି କି ଆପଣ ମାନେ ଜାଣନ୍ତି ଫେବୃଆରୀ ଏବଂ ମାର୍ଚ୍ଚ ମଧ୍ୟ ରେ ପରିକ୍ଷା ହୋଇ ଥାଏ ବୋଲି ହେଲେ ଏହି ବର୍ଷ ମୂଳରୁ ସ୍କୁଲ ଖୋଲି ନାହିଁ କି ପାଠ ପଢା ହୋଇ ନାହିଁ ତେବେ ଏହି ବର୍ଷ ମେଟ୍ରୀକ୍ ଏବଂ+2 ପରିକ୍ଷା ହେବ ସେହି ବିଷୟରେ କିଛି ନୂଆ ଅପଡେଟ୍ ଜାଣି ନେବା , ତେବେ ରିପୋର୍ଟ ଅନୁସାରେ ଅଫ୍ ଲାଇନ ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଯେତେବେଳେ ବି ପରୀକ୍ଷା ହେବ, ତାହା ଅଫଲାଇନରେ ହିଁ ହେବବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ ଏହା କହିଛନ୍ତି। ଅଫଲାଇ ପରୀକ୍ଷା ପାଇଁ CBSE ନିଷ୍ପତ୍ତି ନେଇଛି ।
ତେଣୁ ସେହି ଆଧାରରେ ରାଜ୍ୟରେ ବି ଅଫଲାଇ ପରୀକ୍ଷା ହେବ । ପରୀକ୍ଷା ନିହାତି ବିଳମ୍ବରେ ହେବ, କିନ୍ତୁ ତା ପୂର୍ବରୁ ପାଠପଢ଼ା ହେବ ବୋଲି ମନ୍ତ୍ରୀ କହିଛନ୍ତି ଏହି ଦିନ ରେ ଗଣ ଶିକ୍ଷା ମନ୍ତ୍ରୀ ଏହି କଥା କହିଛନ୍ତି ଏହାକୁ କେବଳ ଦଶମ ଏବଂ +2 ପିଲା ମାନଙ୍କ ପାଇଁ କରା ଜାଇ ଥିବା ବେଳେ ଯଦି ଭାରତୀୟ ସ୍ଥର ରେ ପରିକ୍ଷା ବନ୍ଧ ନିସ୍ପତି ହୁଏ ତେବେ ପରିକ୍ଷା ମଧ୍ୟ ବନ୍ଧ ହୋଇ ପାରେ
ଏବଂ ଗଣ ଶିକ୍ଷା ମନ୍ତ୍ରୀ ଏହାବି କହିଛନ୍ତି କି ରାଜ୍ୟ ସରକାର ନିଜ ଆଡୁ ପରିକ୍ଷା କରିବେ ନାହିଁ ହେଲେ ଯଦି ପରିକ୍ଷା ବନ୍ଦ ହେବ ତେବେ ଛାତ୍ର ଛାତ୍ରୀ ମାନେ ଗୋଟିଏ ବର୍ଷ ପଛୁଆ ହୋଇ ଯିବେ । ଆସନ୍ତା ଡିସେମ୍ବର 31 ଯାଏ ରାଜ୍ୟ ରେ ସମସ୍ତ ସ୍କୁଲ ବନ୍ଦ ରହି ଥିବା ବେଳେ ଆଗାମୀ ସମୟରେ ଏହା ବସ୍ତବି କରଣ କରା ଯିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।