ବେଡ ରୁମରେ ଏମିତି ଖରାପ କାମ କରୁଥିବା ବେଳେ ବର୍ଷା ଅନୁଭବଙ୍କ ଭିଡିଓ ହେଲା ଭାଇରାଲ । ଦେଖନ୍ତୁ ଭିଡିଓ

aaaa

ଅନୁଭବ-ବର୍ଷା ପାରିବାରିକ ବିବାଦ ଥମିବାର ନାଁ ନେଉନାହିଁ । ଯେଉଁଦିନ ବର୍ଷା ଅସୁରକ୍ଷିତ ମନେକରି ପୋଲିସକୁ ଫୋନ କରି ସୁରକ୍ଷା ମାଗିଥିଲେ, ସେଦିନ ପରେ ଆଉ ଏକ ଭିଡିଏ ଏବେ ସାମ୍ନାକୁ ଆସିଛି । ବିବାଦ ଭିତରେ ଚଳିତମାସ ୭ ତାରିଖରେ ପୁଲିସକୁ ସୁରକ୍ଷା ମାଗିଥିଲେ ବର୍ଷା ପ୍ରିୟଦର୍ଶିନୀ । ଅଭିଯୋଗ ଅନୁସାରେ ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ, ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଏହାକୁ ନେଇ ପୁଲିସର ସହାୟତା ଲୋଡିଥିଲେ ବର୍ଷା । ବର୍ଷା ପ୍ରିୟଦର୍ଶିନୀ ସୁରକ୍ଷା ମାଗିବା ପରେ ଅନୁଭବ ମହାନ୍ତିଙ୍କ ଘରେ ପହଂଚିଥିଲା ପୁଲିସ । ବର୍ଷା ଖାଇବା ସମୟର ୨ ଜଣ ଯୁବକ ଅନୁଭବଙ୍କ କଥାରେ ଭିଡିଓ ସୁଟ କରୁଥିଲେ । ଏନେଇ ବର୍ଷା ଶହେକୁ ଡାଏଲ କରି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ ।

anubhav

ହେଲେ ପୁଣି ଗତକାଲି ବର୍ଷା ଓ ଅନୁଭବଙ୍କର କଥା ବାର୍ତ୍ତାର ଆଉ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ନିଜ ବେଡ ରୁମରେ ଉଭୟ ଅନୁଭବ ଓ ବର୍ଷା ଝଗଡା କରୁଥିବାର ଦେଖିବାକୁ ମିଳିଛନ୍ତି । ଅନୁଭବ ବର୍ଷାଙ୍କୁ କିଛି କଥା କହୁଛନ୍ତି ଓ ବର୍ଷା ପ୍ରତିବଦଳରେ ଅନୁଭବଙ୍କୁ ଉତ୍ତର ଦେଉଥିବାର ଦେଖିବାକୁ ମିଳିଛି । ବେଡରୁମ ଭିତର କଳି ଏବେ ସୋସିଆଲ ମିଡିଆର ଚର୍ଚାର ବିଷୟ ପାଲଟିଲାଣି । ତେବେ ଦେଖିବା ବାକି ରହିଲା ଏମାନଙ୍କର ସମ୍ପର୍କର ସୁତା ଖିଅ ପୁଣି ଯୋଡି ହେଉଛି ନା ଅଧାରୁ ଛିଡି ଜାଉଛି ।

ଅପର ପକ୍ଷରେ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ସୋସିଆଲ ମିଡିଆରେ ଅନୁଭବଙ୍କୁ ଟ୍ରଲ କରିଥିବାର ଦେଖିବାକୁ ମିଳିଛନ୍ତି । ଲୋକଙ୍କ କହିବା କଥା କି ଅନୁଭବ ନିଜକୁ ଭଲ ଦେଖେଇ ହେବା ପାଇଁ , ଏମିତି କରି ଭିଡିଓ ଛାଡିଛନ୍ତି । ସେହି ପରି ଅପର ପକ୍ଷରେ କିଛି ଅନୁଭବଙ୍କ ସମର୍ଥକ ଅନୁଭବଙ୍କୁ ପ୍ରଶଂସା କରିବାକୁ ପଛଉ ନାହାଁନ୍ତି ।

ଉପରେ ଆପଣ ଭିଡିଓ ଦେଖି ପାରୁଥିବେ । ଏ ସମ୍ପର୍କରେ ଆପଣଙ୍କର ମତା ମତ କଣ ଆମକୁ ନିଶ୍ଚୟ ଜଣାଇବା ସହିତ । ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *