ଦୁଇ ନାଇକାଙ୍କ ସହ ପୁଣି ରୋମାନ୍ସ କରିବେ ବାବୁସାନ ।

babushan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନ ରେ ବିଦ୍ୟାରଣ ଫିଲ୍ମ ର ସୁଟିଂ ସରିବା ପରେ ଆଉ ଏକ ଫିଲ୍ମ ର ସୁଟିଂ କରିବା ପାଇଁ ବାହାରି ପଡିଛନ୍ତି ଅଭିନେତା ବାବୁସାନ ମହାନ୍ତି , ସେମିତି ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ବାବୁସାନ ମହାନ୍ତି ଏହି ଦିନ ଆଉ ଏକ ନୂଆ ଓଡିଆ ଫିଲ୍ମ ରେ ନଜର ଆସିବା ପାଇଁ ଜାଉଛନ୍ତି ଏବଂ ବାବୁସାନ ମହାନ୍ତି ଏହି ନୂଆ ଓଡ଼ିଆ ଫିଲ୍ମ ରେ ଦୁଇ ଜଣ ନବାଗତ ଅଭିନେତ୍ରୀ ମାନେ କାମ କରିବା ପାଇଁ ଯାଉଛନ୍ତି ତେବେ ସେମାନଙ୍କ ବିଷୟ ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଜଣେ ହେଲେ ସ୍ଥିତି ପ୍ରଜ୍ଞ୍ୟା ଏବଂ ଆଉ ଜଣେ ହେଲେ ସ୍ୱପ୍ନା ଏହି ଦୁଇ ଜଣ ନାୟୀକା ପ୍ରଥମ ଥର ପାଇଁ ବାବୁ ସାନ ଙ୍କ ସହିତ ଲଭ୍ ରୋମାନ୍, କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ।babushan

ଏବଂ ଏହି ନୂଆ ଓଡିଆ ଫିଲ୍ମ ରେ ଆପଣ ମାନେ ତ୍ରୀକୋଣୀୟ ଲଭ୍ ସିନ୍ ଦେଖିବା ପାଇଁ ପାଉ ଥିବା ବେଳେ ଜବର୍ଦୋସ୍ତ କମେଡି ଏବଂ ଆକ୍ସନ୍ ଦେଖିବା ପାଇଁ ପାଇବେ ସେହି ପରି ବେଳେ ଏହି ନୂୂଆ ଓଡିଆ ଫିଲ୍ମ ରେ ଅପରାଜିତା ମିହୀର ଦାସ୍ ଗୁଡୁ ଏବଂ ପପୁପମ୍ ପମ୍ ଭଳି ଖଳାକାର ମାନଙ୍କୁ ଦେଖିବା ପାଇଁ ମିଳିବେ ସେହି ପରି ବନ୍ଧୁଗଣ ବାବୁସାନ ମହାନ୍ତି ଙ୍କ ଏହି ନୂଆ ଓଡିଆ ଫିଲ୍ମ ର ସଂଙ୍ଗୀତ ନିର୍ଦ୍ଧେଶନା ଗୈରବାନନ୍ଦ ଦେଇ ଥିବା ବେଳେ ଏହାକୁ ନିଦ୍ଧେଶନା ସୁସାନ୍ତ ମଣୀ ବି ଦେଇଛନ୍ତି ।babushan m

ଏହି ଦିନ ରେ ବାବୁସାନ ମହାନ୍ତି ଏହି ଓଡିଆ ଫିଲ୍ମ ର ଶୁଭ ମହୁରତ୍ କରା ଯିବା ସହିତ ଏହି ଫିଲ୍ମ ର ଟାଇଟେଲ୍ ବି ଘୋଷଣା କରା ଯିବ ଆସନ୍ତା ବର୍ଷ ଗଣେଷ ପୂଜା କୁ ବାବୁସାନ ମହାନ୍ତି ଙ୍କ ଏହି ଓଡ଼ିଆ ଫିଲ୍ମ ରିଲିଜ୍ ହେବାକୁ ଜାଉ ଥିବା ବେଳେ ଏହି ଫିଲ୍ମ କୁ ସାରା ଓଡିଶା ର ସିନେମା ହଲ୍ ରେ ରିଲିଜ୍ କରା ଯିବ ବୋଲି ଏହି ଫିଲ୍ମ ର ପ୍ରୋଜଜକ ରମେଶ୍ ବାରିକ୍ କହିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *