ମାଡ଼ି ଆସୁଛି ଆଉ ଏକ ନୂଆ ବାତ୍ୟା ଅର୍ଣ୍ଣବ | କଣ ରହିବ ଏହାର ଓଡିଶା ଉପରେ ପ୍ରଭାବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଦେଖି ପାରୁ ଥିବେ ଏବେ ଏବେ କିଛି ନୂଆ ରିପୋର୍ଟ ପୋଷ୍ଟ ହୋଇଛି କି ମାଡି ଆସୁଛି କି ଆଉ ଏକ ବାତ୍ୟା ଅର୍ଣ୍ଣବ୍ ସେମିତି ରେ ଆପଣ ମାନେ ଜାଣି ଥିବେ ଏହି କିଛି ଦିନ ମଧ୍ୟରେ ଗୋଟିଏ ବାତ୍ୟା ବୁରେଭୀ ଏବଂ ଆଉ ଗୋଟିଏ ବାତ୍ୟା ନିଭାର ଜାଇ ସାରିଛି ଏବଂ ଜାହାର ପ୍ରଭାବ ରେ ବହୁତ ସାରା କ୍ଷେୟ କ୍ଷେତି ଘଟିଛି ହେଲେ ଏହାରି ମଧ୍ୟରେ ଆସୁଛି ଆଉ ଏକ ବାତ୍ୟା ଅର୍ଣ୍ଣବ୍ ତେବେ ଏହି ବାତ୍ୟା ଅର୍ଣ୍ଣବ୍ କେଉଁ ଜିଲ୍ଲା ମାନଙ୍ରୁ ରହିବ କେବେ ଠାରୁ ରହିବ ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ବିବରଣୀ ନେଇ ନେବା । ରିପୋର୍ଟ ଅନୁସାରେ ବୁରେଭି’ ଓ ‘ନିଭାର’ ପରେ ତାମିଲନାଡୁରେ ଆଉ ଏକ ସାମୁଦ୍ରିକ ବାତ୍ୟାର ପ୍ରକୋପ ଅନୁଭୂତ ହେବ ବୋଲି ସୂଚନା ମିଳିଛି। ଏହାର ନାମ ‘ଅବ ବୋଲି ଜଣାଯାଇଛି ।storm

ଏହାଦ୍ବାରା ତାମିଲନାଡୁ ବିଶେଷ ପ୍ରଭାବିତ ହୋଇପାରେ। ‘ଅ’ ମିଆଁମାର, ଇରାନ, ଓମାନ, ପାକିସ୍ତାନ, କତାର ଏବଂ ସାଉଦି ଆରବ ଭଳି 169 ଟି ଦେଶ ଦ୍ବାରା ପରାମର୍ଶ ଦିଆଯାଇଥିବା ଏକ ନାମର ଏକ ଅଂଶ ବୋଲି କୁହାଯାଉଛି । ବଙ୍ଗୋପସାଗର ଏବଂ ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟା ଭାରତ ବାଙ୍ଗ୍ଲାଦେଶ , ମାଲଦ୍ୱପୀ , ମିଆଁ ମାର , ଓମାନ,ପାକିସ୍ତାନ , ଶ୍ରୀ ଲଙ୍କା ଏବଂ ଏମିତି 13 ଟି ଦେଶ ର ମିଳିତ ଭାବେ ନାମ କରଣ କରା ଜାଇ ଥିବା ବେଳେ ଜଣା ପଡିଛି , ତେବେ ଏହି ସାମୁଦ୍ରିକ ଝଡ କେବେ ତାମିଲ ନାଡୁ ଉପକୂଳରେ ପ୍ରଭାବ ଦେଖେଇବ ଏହା ଅନ୍ୟ କେଉଁ ରାଜ୍ୟ ମାନଙ୍କରେ ପ୍ରଭାବିତ କରିବ ସେହି ନେଇ ବର୍ତମାନ ସମୟରେ କିଛି ସ୍ପଷ୍ଟତା ସୂଚନା ମିଳି ନାହିଁ ।batya

ସେମିତି ରେ ଆପଣ ମାନେ ଜାଣି ଥିବେ ଏହି କିଛି ଦିନ ମଧ୍ୟରେ ଗୋଟିଏ ବାତ୍ୟା ବୁରେଭୀ ଏବଂ ଆଉ ଗୋଟିଏ ବାତ୍ୟା ନିଭାର ଜାଇ ସାରିଛି ଏବଂ ଜାହାର ପ୍ରଭାବ ରେ ବହୁତ ସାରା କ୍ଷେୟ କ୍ଷେତି ଘଟିଛି ଏବଂ ଏହାର ପ୍ରଭାବ ରେ ଦକ୍ଷିଣ ତାମିଲ ନାଡୁ ଏବଂ ଦକ୍ଷିଣ କେରଳ ରେ କେତେଙ୍କ ଅଞ୍ଚଳ ରେ ପ୍ରବଳ ବୃଷ୍ଟିପାତ ହୋଇ ଥିଲା ଏବଂ ସେହି ସମୟ ରେ ଘଣ୍ଟା ପ୍ରତି 50 ରୁ 65 କିଲୋମିଟର ପବନ ବହି ଥିବା ବେଳେ ବର୍ତମାନ ସମୟ ରେ ଆସୁ ଥିବା ବାତ୍ୟା ଅର୍ଣ୍ଣବ୍ କିଛି ସେମିତି ହିଁ ପ୍ରଭାବ ଦେଖେଇବ ବୋଲି ସୂଚନା ରହିଛି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *