ପୁଣି ଆଜି ବଢ଼ିଲା ଗ୍ୟାସ ଦର ନୂଆ ରେଟ ଦେଖନ୍ତୁ |

gas

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଗ୍ୟାସ୍ ଭରିବା ପାଇଁ ଜାଉଛନ୍ତି ତେବେ ଆପଣ ମାନଙ୍କ ପାଇଁ ନୂଆ ରେଟ୍ ଆସି ସାରିଛି , ଜାହାକି ପୂର୍ବ ରୁ ରେଟ୍ ଥିଲା ସେହି ରେଟ୍ କିଛି ପରିବର୍ତନ ଦେଖିବା ପାଇଁ ମିଳିଛି , ତେବେ କେତେ ଟଙ୍କା ବଢିଛି ଏବଂ ନୂଆ ଦର କେତେ ରହିଛି ସେହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ତେବେ ଆପଣ ମାନେ ପୋଷ୍ଟ କୁ ସେଷ ଯାେ ପଢନ୍ତୁ । ପୁଣି ସାଧାରଣ ଜନତା ଙ୍କ ଉପରେ ମହଙ୍ଗା ମାଡ ପନି ପରିବା ଡାଲି ଚିନି ଖାଇବା ତେଲ ଆଦି ପରେ ସିଲିଣ଼୍ଡର ଦାମ୍ ଏବେ ବୃଦ୍ଧି ପାଇଛି , ତୈଳ କମ୍ପାନୀ ଗୁଡିକ LPG ର ଦାମ୍ ବୃଦ୍ଧି କରିଛନ୍ତି ,gas

14.2 କିଲୋ ସିଲିଣ୍ଡର ର ଦାମ୍ 50 ଟଙ୍କା ବୃଦ୍ଧି ପାଇଛି , ଠିକ୍ ସେହି ପରି ଭାବେ 5 କିଲୋ ସିଲିଣ୍ଡର ଦାମ୍ 18 ଟଙ୍କା ବୃଦ୍ଧି ପାଇଛି , ଏବଂ ସେହି ପରି ବର୍ତେ 19 କିଲୋ ସିଲିଣ୍ଡର ଦାମ୍ 36.50 ପଇସା ବୃଦ୍ଧି ପାଇଛି , ଦେଶ ର ସବୁଠାରୁ ବଡ ତୈଳ କମ୍ପାନୀ ଅନୁସାରେ ଦିଲ୍ଲା ରେ ବିନା ସବସିଟ୍ ରେ 14.2 କିଲୋ ସିଲିଣ୍ଡର ବର୍ତମାନ ସମୟରେ 644 ଟଙ୍କା ରହିଛି ,କଲିକତା ରେ 670 ଟଙ୍କା ଏବଂ ମୁମ୍ବାଇ ରେ 644 ଟଙ୍କା ରହିଛି , ଏବଂ ଚେନ୍ନାଇ ରେ 660 ଟଙ୍କା ରହିଛି ଏବଂ ଏହା ପୂର୍ବ ରୁ ଡିସେମ୍ବର 1ତାରିଖ ରେ ଘୋରଇ ଗ୍ୟାସ୍ ର ଦର ବୃଦ୍ଧି ପାଇ ଥିଲା ସେହି ପରି 19 କିଲୋ ର କମର୍ସିଆଲ ସିଲିଣ୍ଡର ର ଦାମ୍ 55 ଟଙ୍କା ବୃଦ୍ଧି ପାଇ ଥିଲା ଏହି ଦିନ ରେ HPCL , BPCL ,gas

ଓ IUC ଙ୍କ ଗ୍ୟାସ୍ ସିଲିଣ୍ଡର ଦାମ୍ ରେ କୈଣସି ବି ପରିବର୍ତନ ହୋଇ ନ ଥିଲା ସାଧାରଣ ଭାବେ ତୈଳ କମ୍ପାନୀ ମାସ ର ପ୍ରଥମ ତାରିଖ ରେ ରୋଷେଇ ଗ୍ୟାସ୍ ସଂସଧୋନ କରି ଥାଏ । ହେଲେ ଏହି ଥର ସେମିତି ନ କରି 14.2 କିଲୋ ଗ୍ୟାସ୍ ର ଦାମ୍ ବୃଦ୍ଧି ହୋଇ ନ ଥିଲା ଏବଂ ମାସ ର ଆଧା ରେ ହିଁ ଏହାର ପରିବର୍ତନ କରି ଥିବାର ଦେଖିବା ପାଇଁ ମିଳିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *