ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ର ଫେମସ୍ ଅଭିନେତ୍ରୀ କଟ୍ରୀନା କୈଫ ଆଜିର ଦିନ ରେ ବହୁତ ଫେମସ୍ ଏବଂ ଚର୍ଚ୍ଚା ର ବିଷୟ ହୋଇ ରହିଛନ୍ତି , ସେମିତି ସେ ବିଗତ ଦିନ ମାନଙ୍କ ରେ ସୋସିଆଲ ମିଡିଆ ରେ ନିଜର ଫୋଟ କୁ ସେୟାର କରି ଚର୍ଚ୍ଚା ରେ ରହିଛନ୍ତି ସେମିତି ରେ ତାଙ୍କୁ ବର୍ତମାନ ସମୟ ରେ ଇନଷ୍ଟା ରେ 45 ମିଲିୟନ୍ ରୁ ଅଧିକ ଲୋକ ଫୋଲ କରୁ ଥିବା ବେଳେ ଏହି ଦିନ ରେ ତାଙ୍କର ବ୍ୟଟି ପ୍ରୋଡକ୍ଟ ସବୁ ବହୁତ ଅଧିକ ପରିମାଣ ରେ ଚାଲୁଛି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ କହିବୁ କି ଏହି ଦିନ ରେ କଟ୍ରୀନା କୈଫ ଭାଇରଲ ହେଉ ଥିବା ଏମିତି କିଛି ଭିଡ଼ିଓ ବିଷୟ ରେ ଯେଇଁଥି ପାଇଁ ସେ ବର୍ତମାନ ସମୟ ରେ ଚର୍ଚ୍ଚା ରେ ରହିଛନ୍ତି ,
ଏମିତି ରେ ଆମ ପାଖରେ ପ୍ରଥମ ଭିଡ଼ିଓ ଯେଉଁଟି ରହିଛି ସେହି ଥିରେ କଟ୍ରିନା କୈଫ୍ ଲାଲ ରଙ୍ଗ ର ଅଫ କଟ୍ ଡ୍ରେସ୍ ପିନ୍ଧି ଆସି ଥିଲେ ଏବଂ ଯେଉଁ ଠାରେ ଟ୍ରୋଲ ହେବାର ଦେଖିବା ପାଇଁ ମିଳି ଥିଲେ ସଂମ୍ପର୍ଣ୍ଣ ଇଭେଣ୍ଟ ସେଷ ହେବା ଯାଏ ସେ ନିଜର ଡ୍ରେସ୍ କୁ ସମ୍ବାଳିବାରେ ଲାଗି ଥିଲେ , ଏବଂ ସେଷ ରେ ନିଜର ବାଳ କୁ ବି ଆଗକୁ କରିବା ପାଇଁ ପଡି ଥିଲା ଯେଉଁ ଥିରେ କ୍ୟମେରା ମ୍ୟନ୍ କୁ କ୍ଲିଭେଜ୍ ନ ଦେଖା ଜାଉ ଯେମିତି । ସେମିତି ରେ ସେହି ଠାରେ କଟ୍ରିନା କୈଫ୍ ବହୁତ ସୁନ୍ଦର ଦେଖା ଜାଉ ଥିବା ବେଳେ ଏହି ନିକଟ ରେ କଟ୍ରିନା କୈଫ୍ ଙ୍କ ଭିଡ଼ିଓ ଏବଂ ଫୋଟ ବି ଭାଇରଲ ହେବାରେ ଲାଗିଛି ,
ଏବଂ ନିକଟ ଦିନ ମାନଙ୍କ ରେ କଟ୍ରିନା କୈଫ୍ କିଛି ନା କିଛି କାରଣ ପାଇଁ ସେ ଚର୍ଚ୍ଚା ରହୁ ଥିବାର ଦେଖିବା ପାଇଁ ମିଳନ୍ତି , ଏବଂ ସେହି ପରି ବେଳେ ଏହି ଦିନ ତଳେ କଟ୍ରିନା କୈଫ୍ ମାଲଦୀପ ପହଁଚି ଥିଲେ ଏବଂ ସେଠାରେ ସେ ବହୁତ ସାରା ଫୋଟ ସୁଟ ବି କରି ଥିାର ଦେଖିବା ପାଇଁ ମିଳି ଥିଲେ କଟ୍ରିନା କୈଫ୍ ଏହି ଲୁକ୍ସ ଏବଂ ତାଙ୍କର ଅଭିନୟ କେମିତି ଲାଗେ କମେଣ୍ଟ କରିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।