ଗାଧୋଇ ସରିବା ପରେ – କରନ୍ତୁ ନାହିଁ ଏହି 10ଟି ଭୁଲ୍(ଭୟଙ୍କର କଥା)

bathe

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗାଧୋଇ ସରିବା ପରେ କରନ୍ତୁ ନାହିଁ ଏହି ସବୁ ଭୁଲ ସବୁ ଦିନ ଆମେ ମାନେ ଗାଧୋଇ ସରିବା ପରେ ଖାଦ୍ୟ ଖାଇ ତର ତର ହୋଇ କାମ ରେ ବାହାରି ଜାଇ ଥାଏ ସେମିତି ରେ ପୁରୁଷ ହେଉନ୍ତୁ କି ମହିଳା କେବେ ବି ଗାଧୋଇ ସାରିବା ପରେ ଏହି ସବୁ ଭୁଲ କରନ୍ତୁ ନାହିଁ ଏହି ଛୋଟ ଛୋଟ ଭୁଲ ପାଇଁ ଆମ ଜିବନ ରେ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଦିଏ ତେବେ ଆସନ୍ତୁ ଜାଣି ନେବା ସେହି ଭୁଲ ବିଷୟ ରେ ପୁରୁଷ ହେଉ କିମ୍ବା ମହିଳା ସେମାନେ ଗାଧୋଇ ସାରିବା ପରେ ଏହି ସବୁ କାର୍ୟ୍ୟ କରିବା ସେମାନଙ୍କ ପାଇଁ ବହୁତ ବଡ ଭୁଲ ଅଟେ । ଏହି ଛୋଟ ଭୁଲ ଦ୍ୱାରା ଆମର ଜିବନ ରେ ସ୍ୱାସ୍ଥ୍ୟ ଗତ ସମସ୍ୟା ଆପଣ ମାନଙ୍କୁ ଦେଖିବା ପାଇଁ ମିଳେ ତେବେ ଆସନ୍ତୁ ସେହି ଭୁଲ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଶାସ୍ତ୍ର ଅନୁସାରେ ପ୍ରତ୍ୟେକ କର୍ମ ର ସଠିକ୍ ନିୟମ ରହିଛି ।bathe

ଏହି ନିୟମ କୁ ମାନି ଚଳିଲେ ଆପଣ ମାନଙ୍କ ଘର ଏବଂ ପରିବାର ଖୁସି ହୋଇ ଥାନ୍ତି, ପ୍ରଥମେ ରହିଛି ଆପଣ ମାନେ କେବେ ବି ଦକ୍ଷିଣ ଦିଗ କୁ ମୁହଁ କରି ସ୍ନାନ କରିବା ଉଚିତ୍ ନୁହେଁ । କାରଣ ଏହି ଦିଗ କୁ ଯମ ରାଜା ଙ୍କୁ ସମର୍ପଣ କରା ଜାଇଛି । ସ୍ନାନ କରିବା ପରେ ଆପଣ ମାନଙ୍କୁ କହିବୁ କି ସୂର୍ଯ୍ୟ ଦେବ ଙ୍କୁ ସ୍ମରଣ କରନ୍ତୁ ଏବଂ ଆପଣ ମାନେ ବାଲ୍ଟି ରେ ଗାଧୋଇ ଥିବା ପାଣି କୁ କେବେ ବି ଧରି ରଖନ୍ତିୁ ନାହିଁ ,ଏହା ଆପଣଙ୍କ ଧନ ଉପରେ ସମସ୍ୟା ଦେଇ ପାରେ । ବହୁତ ଲୋକ ମାନେ ଗାଧୋଇ ସାରିବା ପରେ ନିଜର ଓଦା ଲୋଗା କୁ ସେମିତି ହିଁ ପକାଇ ରଖି ଥାନ୍ତି ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କ ଘରେ ଏହା ଦ୍ୱାରା ନାକାରାତ୍ମକ ଉର୍ଜା ର ବୃଦ୍ଦି ହୋଇ ଥାଏ । luga

ସେହି ପରି ଭାବେ ଗାଧୋଇବା ସମୟ ରେ ଚପଲ ର ବ୍ୟବହାର କରିବା ଅଶୁଭ ମନା ଯାଏ ,ଏହା ଦ୍ୱାରା ଧନ ହାନୀ ହୋଇ ଥାଏ । ସେହି ପରି ଭାବେ ଗାଧୋଇବା ସମୟ ରେ ପ୍ରଥମ ପାଣି କୁ ନିଜର ପାଦ ରେ ପକେଇବା ଶୁଭ ମନା ଯାଏ କେବେ ସ୍ନାନ କରିବା ସମୟ ରେ ନିରବ ହୋଇ ସ୍ନାନ କରିବା କଥା ନୁହେଁ ତେବେ ଜାଣିଲେ ତ ବନ୍ଧୁଗଣ ଗାଧୋଇ ସରିବା ପରେ କେଉଁ ସବୁ ଭୁଲ କରିବା କଥା ନୁହେଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *