କପୁର ପରିବାରର ଏମିତି କାଳା କାରନାମ ବିଷୟରେ ଜାଣିଲେ ଆପଣ ଚମକି ପଡିବେ ।

Kapoor

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରଣବୀର କୋପୁର କୋପୁର ଖାନଦାନ୍ ଙ୍କର ଏକ ବଡ ନାମ ଅଟେ ସେମିତି ରେ ଆପଣ ମାନଙ୍କୁ ଆମେ ଆଜି ଏହି କୋପୁର ଖାନଦାନ୍ ଙ୍କର କିଛି ଡାର୍କ୍ ସିକ୍ରେଟ୍ ବିଷୟ ରେ କହିବା ପାଇଁ ଚାହିଁବୁ ସେମିତି ରେ ଆପଣ ମାନେ ଜାଣି ଥିବେ କୋପୁର ଖାନଦାନ୍ ଗୋଟିଏ ବହୁତ ପପୁଲାର ପରିବାର ଅଟେ ଏମାନଙ୍କର ଏକ ବହୁତ ବଡ ସିନେମା ଜିବନୀ ରହିଛି , କୋପୁର ଖାନଦାନ୍ ଏମିତି ଚାରୋଟି ପିଢି ରୁ ଏଣ୍ଟରଟେନ୍ ମ୍ୟଣ୍ଟ ଇଣ୍ଡଷ୍ଚ୍ରୀ ରେ ରହିଛି , ତେବେ ଆପଣ ମାନଙ୍କୁ ଏଠାରେ କୋପୁର ଖାନଦାନ୍ ଙ୍କ ଏକ୍ସଟ୍ରା ମେରେଜ୍ ଆଫାୟା ବିଷୟ ରେ କହିବା ଏମିତି ରେ ଏହି କୋପୁର ଖାନଦାନ୍ ଏମିତି ବହୁତ ଲୋକ ରହିଛନ୍ତି ଯେଉଁ ମାନଙ୍କର ଏକ୍ସଟ୍ରା ମେରେଜାଲ ଆଫାୟର ରହିଛି , କୋପୁର ଖାନଦାନ୍ ସବୁ ପୁରୁଷ ମାନେ ସବୁ ସମୟ ରେ ନିଜର ବିବାଦ ପାଇଁ ହିଁ ଜଣା ଜାଇ ଥାନ୍ତି ।rishi

ଯଦି ଆମେ କୋପୁର ଖାନଦାନ୍ ଙ୍କ ରିଷି କୋପୁର ଙ୍କ ପିତା ରାଜ୍ କୋପୁର ଙ୍କ ବିଷୟ ରେ କହିବା ତେବେ ସେ ଅଗତି ଝିଅ ମାନଙ୍କ ସହିତ ସଂମ୍ପର୍କ ରଖୁ ଥିଲେ, ସେମିତି ରେ ପରେ ପରେ ସମନ୍ନୀ କୋପୁର ଙ୍କ କଥା କହିବା ତେବେ ତାଙ୍କର ବି ବହୁତ ଏମିତି ଅଭିନେତ୍ରୀ ମାନଙ୍କ ସହିତ ଆଫାୟର କୁ ନେଇ ବହୁତ ସମୟ ରେ ଚର୍ଚ୍ଚା ରେ ସେ ରହି ଥାନ୍ତି , ଏବଂ ଆମେ ଯଦି କଥା ଏଠାରେ ରିଷି କୋପୁର ଙ୍କ କଥା କହିବା ତେବେ ତାଙ୍କ ସମୟ ରେ ସେ ଡିମ୍ପଲ କବାଡିଆ , ଜୁହୀ ଚାୱଲା , ଏବଂ ଦିବ୍ୟା ଭାରତୀ ପରି ଅଭିନେତ୍ରୀ ମାନଙ୍କ ସହିତ ସଂମ୍ପର୍କ ରଖି ଥିଲେ ପରେ ପରେ ସେ ବହୁତ ଚର୍ଚ୍ଚା ରେ ବି ଆସି ଥିବାର ଦେଖିବା ପାଇଁ ମିଳି ଥିଲେ ।ranbir

ତେବେ ସେହି ପରି କ୍ଷେତ୍ର ରେ ଆମେ ମାନେ ଯଦି ଏଠାରେ ରଣବୀର କୋପୁର ନଙ୍କ କଥା କହିବା ତେବେ ସେ ବର୍ତମାନ ସମୟ ରେ ନିଜର ଏହି କାମ ରେ କୈଣସି କମି ରଖି ନାହାଁନ୍ତି ଏବେ ଫିଲହାଲି୍ ସେ ଆଲ୍ଲିଆ ଙ୍କ ସହିତ ଲିଭିଙ୍ଗ୍ ରେ ରହୁ ଥିବାର ଦେଖିବା ପାଇଁ ମିଳନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *