ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଙ୍ଗଳସୂତ୍ରକୁ ନେଇ ଏହି ସବୁ ବିଶେଷ କଥା ଜାଣି ନଥିଲେ ଆପଣ ଜାଣନ୍ତୁ ଆପଣ ଯତି ଜଣେ ନାରୀ ନିଶ୍ଚୟ ଜାଣି ରଖିବା ଉଚିତ୍ । ଆଜିକାଲି ନୁହେ କେଉଁ ଯୋଗରୁ ଅନେକ ପ୍ରକାର ପରମ୍ପରା ଆମେ ମାନେ ମାନି ଆସୁଛୁ ଏହି ମଧ୍ୟରୁ ହେଉଛି ମଙ୍ଗଳସୂତ୍ର , ହିନ୍ଦୁ ଶାସ୍ତ୍ରରେ ମଙ୍ଗଳସୂତ୍ରକୁ ବହୁତ ଗରୁତ୍ୱ ଦିଆଯାଇଛି ବାବାହିତା ମହିଳା ମାନଙ୍କୁ ସଧବାର ପରିଚୟ ଦେଇଥାଏ ଏହି ମଙ୍ଗଳସୂତ୍ର , ଏହି ମଙ୍ଗଳସୂତ୍ରର ଅନେକ ପ୍ରରକାର ମହତ୍ୱ ମଧ୍ୟ ରହିଛି କିନ୍ତୁ ଆମ ଓଡିଶାରେ ଅନେକ ଜିଲ୍ଲାରେ ମଙ୍ଗଳସୂତ୍ରର ବ୍ୟବହାର କରାଯାଏ ନାହିଁ କାରଣ ଏହି ଜିଲ୍ଲା ମାନଙ୍କରେ ଅନେକ ପ୍ରକାର କଥା ମାନ ରହିଛି ଯେଉଁ କାରଣରୁ ଏହି ଜଲ୍ଲା ମାନଙ୍କର ମଙ୍ଗଳସୂତ୍ରର ବ୍ୟବହାର କରାଯାଏ ନାହିଁ , କିନ୍ତୁ ସେହି ଜିଲ୍ଲା ମାନଙ୍କରେ ଆଜିକାଲି ମଙ୍ଗଳସୂତ୍ରର ବ୍ୟବହାର ମଧ୍ୟ ଦେଖା ଗଲାନି ।
ହିନ୍ଦୁ ଶାସ୍ତ୍ର ଅନୁସାରେ ସମସ୍ତ ବିବାହିତା ନାରୀ ମାନେ ମଙ୍ଗଳସୂତ୍ର ବ୍ୟବହାର କରିବା ଉଚିତ୍ ତେବେ ଚାଲନ୍ତୁ ଜାଣିବା କୈଣସି ବିବାହିତା ନାରୀ କାହାରି ମଙ୍ଗଳସୂତ୍ର ମାଗିଆଣି ପିନ୍ଧିବା ଅନେକ ଅଶୁଭ ହୋଇଥାଏ , ନିଜର ମଙ୍ଗଳସୂତ୍ର ମଧ୍ୟ କାହାକୁ ଖଲିକି ଦେବା ଭଲ ନୁହେ ସେ ଯେତେ ଚିହ୍ନା ପରିଚୟ ହୋଇଥାନ୍ତୁ ନା କାହିକି ଏମିତି କରିବା ଦ୍ୱାରା ସ୍ୱାମୀର ଆୟୁସ କମିଥାଏ । ଏକ ବିବାହିତା ମହିଳା ପାଇଁ ସଙ୍ଖା ,ସିନ୍ଦୁର ,ପାଉଜି ,ଝୁଣ୍ଟିଆ ଇତ୍ୟଦି ଯେତିକି ମୋହତ ପୂର୍ଣ୍ଣ ହୋଇଥାଏ ତାଠାରୁ ଅଧ୍ୟକ ମୋହତ ପୂର୍ଣ୍ଣ ମଙ୍ଗଳସୂତ୍ର ହୋଇଥାଏ ଏହା ସ୍ୱାମୀର ଅସ୍ତ୍ୟତ ପରିଚୟକୁ ବୁଝାଏ , ନିଜର ସ୍ୱାମୀର ଲମ୍ବା ଆୟୁସ ପାଇଁ ସଧବା ମାନେ ମଙ୍ଗଳସୂତ୍ର ଗଳାରେ ଧାରଣ କରିବା ଅତ୍ୟନ୍ତ ଜରୁରି ।
ଗଳାରେ ମଙ୍ଗଳସୂତ୍ର ପିନ୍ଧିବା ଦ୍ୱାରା ଆପଣଙ୍କ ଯୋଡିକୁ କାହାର ନଜର ଲାଗିବ ନାହିଁ , ମଙ୍ଗଳସୂତ୍ର ନଜର ଦୋଶକୁ ଦୁର କରିଥାଏ ଏବଂ ସ୍ୱାମୀଙ୍କ ପ୍ରେମ ଆପଣଙ୍କ ପାଇଁ ବଢିଥାଏ । ବିବାହ ସମୟରେ ସ୍ୱାମୀ ଯେଉଁ ମଙ୍ଗଳସୂତ୍ର ପିନ୍ଧାଇ ଥାଏ ତାକୁ କୈଣସି ପରିସ୍ଥିତିରେ ଖୋଲିବା ବର୍ଜିତ ଅଟେ ଏମିତି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୁରତା ବଢିଥାଏ , ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ନାରେ ମଙ୍ଗଳସୂତ୍ର ପିନ୍ଧିଥାନ୍ତି ସେହି ଦମ୍ପତି ଜୀବନରେ ସବୁବେଳେ ପ୍ରେମ ଭରି ରହିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।