କ୍ୟପ୍ ଟେନ୍ ପଦ ପାଇଁ ରୋହିତ କୋହଲି ଭିତରେ ବିବାଦ!! ଏବେ ଭାଗ ହେବ କ୍ୟପ୍ ଟେନ୍ ପଦ ।

rohhi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ଯେପରି କି ଆପଣ ମାନେ ଜାଣି ଥିବେ ଏଥର IPL 5 ମ ଥର ପାଇଁ ଜିକି ଜାଇଛି ମୁମ୍ୱାଇ ଇଣ୍ଡିଆନ । ତେବେ ଏହି ଆଇ ପି ଏଲ ଜିତିବାରେ ସବୁଠୁ ଅଧିକ ଶ୍ରେୟ ଯଦି କାହାକୁ ଜାଉଛି ତେବେ ସେ ହେଉଛନ୍ତି ରୋହିତ ଶର୍ମା ।ଏହି ଆଇ ପି ଏଲ ଖେଳ ମଝିରେ ରୋହିତ୍ ଏବଂ କୋହଲି ଙ୍କ ମଧ୍ୟ ରେ ବିଭିନ୍ନ ପ୍ରକାରର ବିବାଦ ଦେଖିବା ପାଇଁ ମିଳିଥିଲା । ଜାହା ଫଳ ରେ ରୋହିତ୍ ଓ କୋହଲି ଉଭୟ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ । ଆଉ ବର୍ତମାନ ସମୟରେ ଦୁଇ ଜଣଙ୍କ ମଧ୍ୟରେ କ୍ୟପଟେନ୍ ପଦବୀ ପାଇଁ ବିବାଦ ଦେଖିବା ପାଇଁ ଲାଗିଛି । ତେବେ ଏହି ଖବର ଟି ବର୍ତମାନ ସମୟ ରେ ଭାରତୀୟ କ୍ରିକେଟ ବୋର୍ଡ ପାଖରେ ପହଁଚିଛି । ତେବେ ଏହି ଖବର ଟି BCCI ପାଖରେ ପହଁଚିବା ପରେ କଣ ନିଶ୍ପତି ନିଆ ଗଲା ଆସନ୍ତୁ ଜାଣି ନେବା । ଏବଂ ଆଗାମୀ ଅଧିନାୟକ ଭାବେ କିଏ ଏମାନଙ୍କ ମଧ୍ୟ ରୁ ସ୍ଥାନ ଗ୍ରହଣ କରିବେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

rohit-shar

ଯେପରିକି ଆପଣ ମାନେ ଜାଣି ଥିବା ଆଗାମୀ ସମୟରେ ଇଣ୍ଡିଆ ଟିମ ଅଶ୍ଟ୍ରେଲିଆରେ t-20 , one day  ଓ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଜାଉଛି , ଯେଉଁଥିରେ କ୍ୟାପଟେନ ପଦ ସମ୍ଭାଳିବେ ସ୍ୱୟଂ ବିରାଟ କୋହଲି । ହେଲେ ଏହି ଟିମରୁ ବାଦ ପଡିଛନ୍ତି ରୋହିତ ଶର୍ମା । BCCI ର କହିବା କଥା କି ରୋହିତ ଶର୍ମା ଙ୍କ ଗୋଡ ଭଲ ନଥିବାରୁ ସେ ଏହି ମ୍ୟାଚ ଖେଳି ପାରିବେନି । ତେବେ ଯଦି ଆମେ IPL ଦେଖିବା ତେବେ IPL ରେ ସମ୍ପୁର୍ଣ୍ଣ ରୁପେ ଶୁସ୍ତ ଏବଂ ଭଲ ଥିବାର ଆମେ ରୋହିତ ଶର୍ମାଙ୍କୁ ଦେଖି ପାରିବା । BCCI ରୋହିତ ଶର୍ମାଙ୍କୁ ଏମିତି ଅଣଦେଖା କରିବା ବିରୁଦ୍ଧରେ ଏବେ ବାହାରିଛନ୍ତି ରୋହିତ ସପୋର୍ଟର । ସେମାନେ ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କୁ ନ ଖେଳା ଯିବାର କାରଣ ପଚାରିବା ସହିତ ଏହା ବିରୁଦ୍ଧରେ ଅନେକ ଗୁଡିଏ ପୋଷ୍ଟ ମଧ୍ୟ କରିଛନ୍ତି ।

Virat-Han

ଅପର ପକ୍ଷରେ ରୋହିତଙ୍କୁ ନ ଖେଳା ଯିବା କଥାକୁ ନେଇ କ୍ରିକେଟର ବଡ ବଡ ହସ୍ତି ନିଜର କଥା ରଖିଛନ୍ତି । ଗୌତମ ଗମ୍ଭୀର କହିଛନ୍ତି କି ରୋହିତଙ୍କୁ ଦଳରେ ନ ଖେଳେଇବା ଭାରତୀୟ ଦଳ ପାଇଁ ଖରାପ , ଏହା ରୋହିତଙ୍କ ପାଇଁ କିଛି ଖରାପ ନୁହେଁ , ସେହି ଭଳି ଆକାଶ ଚୋପ୍ରା ମଧ୍ୟ ରୋହିତିଙ୍କୁ ନ ଖେଳାଇବା ପଛରେ BCCI ଓ ବିରାଟ କୋହଲିଙ୍କ ହାତ ଅଛି ବୋଲି ପରୋକ୍ଷରେ ମନ୍ତବ୍ୟ ଦେଇଛନ୍ତି ।

ତେବେ ଶେଷ ଦୁଇଟି ଟ୍ୟାଷ୍ଟ ମ୍ୟାଚରେ ବାରାଟ ଅନୁପସ୍ତିତ ରହିବା କାରଣରୁ ରୋହିତଙ୍କୁ ଦଳରେ ସାମିଲ କରା ଜାଇଛି । ତେବେ ଦେଖା ଯାଉ ଆଗାମୀ ସମୟ ରେ କଣ ସବୁ ମୋଡ ନେଉଛି ଏହି ଏହି ସବୁ କୁ ଦେଖିବାର ରହିଛି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *