ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜି ସାର୍ଥକ ରେ ପ୍ରୋଜଜିତ ହେଉ ଥିବା ମହାଦେବୀ ଧାରାବାହୀକ ନିଶ୍ଚିତ ଭାବେ ଦେଖୁ ଥିବେ , ଏବଂ ଏହି ଧାରାବାହୀକ ଟି ଏବେ ନୂଆ ଟେଲିକାଷ୍ଟ ହେଉଛି ଜି ସାର୍ଥକ୍ ରେ ଯେଉଁଟା କି ଲୋକ ମାନଙ୍କ ହୃଦୟ କୁ ବେସ୍ ଛୁଇଁଛି , ଏହି ଥିରେ ଅଭିନୟ କରୁ ଥିବା ଶ୍ରୀ ଭୂମିକା ରେ ମୂଖ୍ୟ ନାୟୀକା ଶ୍ରୀ ଙ୍କ ପ୍ରକୃତ ନାମ ଜାଣିଛନ୍ତି କି ତାଙ୍କର ନାମ ହେଲା ତୃପ୍ତି । ଏବଂ ବନ୍ଧୁଗଣ ତାଙ୍କ ପରିବାର ରେ କିଏ କିଏ ରହିଛନ୍ତି ସେହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଜାଣି ପାରିବେ । ଆପଣ ମାନେ ଜି ସାର୍ଥକ ରେ ପ୍ରୋଜଜିତ ହେଉ ଥିବା ମହାଦେବୀ ଧାରାବାହୀକ ରେ ଶ୍ରୀ ଙ୍କୁ ପ୍ରଥମ ଥର ପାଇଁ ମୂଖ୍ୟ ନାୟୀକା ଭାବେ ଦେଖିବା ପାଇଁ ପାଇବେ , ସେ ପ୍ରଥମ ଥର ପାଇଁ ସିରିଏଲ ଜଗତ କୁ ଏଣ୍ଟ୍ରୀ ମାରିଲେ ଏହି ଧାରିବାହୀକ ଜରିଆରେ , ତୃପ୍ତି ବର୍ତମାନ ସମୟ ରେ ନିଜର ପାଠ ପଢା ସହିତ ଭୁବନେଶ୍ୱର କୁ ସେ ସୁଟିଂ ପାଇ ଆସି ଥାନ୍ତି ।
ତେବେ ସେ ଛୋଟ ବେଳୁ ନିଜର ଓଡ଼ିଶୀ ପ୍ରତି ଦୂର୍ବଳତା ରହି ଥିବା ବେଳେ ତାଙ୍କୁ ଡ୍ରୋଇଁ କରିବା ପାଇଁ ବହୁତ ଭଲ ଲାଗି ଥାଏ , ତେବେ ତୃପ୍ତି ଏବେ ସୋସୁଆଲ ମିଡିଆ ରେ ଏକ୍ଟିଭ୍ ରହୁ ଥିବା ବେଳେ ସେ ନିଜର କେରିଅର ଆଗକୁ ଏହି ଅଭିନୟ କ୍ଷେତ୍ର ରେ ଗଢିବେ ବୋଲି କହିଛନ୍ତି । ପ୍ରଥମ ଥର ପାଇଁ ଜି ସାର୍ଥକ ରେ ପ୍ରୋଜଜିତ ହେଉ ଥିବା ମହାଦେବୀ ଧାରାବାହୀକ ରେ ଏଣ୍ଟ୍ରୀ ମାରି ଥିଲେ ଏବଂ ରାତା ରାତି ଷ୍ଟାର ବନି ଜାଇ ଥିଲେ ସେ ଏବଂ ବହୁତ କମ୍ ସମୟ ମଧ୍ୟ ରେ ବହୁକ ଲୋକ ମାନେ ଏହି ସିରିଏଲ କୁ ପସନ୍ଦ କରି ଥିବା ବେଳେ, ଏହି ଧାରାବାହୀକ କୁ ଭଲ ପାଇବା ଦେଇ ଥିବା ହେତୁ ପ୍ରଡ୍କୋସନ ସଂସ୍ଥା ଏବେ ଚିନ୍ତା ମୁକ୍ତ ହୋଇ ସାରିଛି ।
ଏବଂ ଲୋକ ମାନେ ଶ୍ରୀ ଙ୍କ କେରେକ୍ଟର କୁ ବହୁତ ପରିମାଣ ରେ ପସନ୍ଦ କରୁ ଥିବା ବେଳେ ଲୋକ ମାନେ ଅନ୍ୟ କଳାକାର ମାନଙ୍କ ଅଭିନୟ କୁ ବି ପସନ୍ଦ କରୁଛନ୍ତି ତେବେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଶ୍ରୀ ମାନେ ତୃପ୍ତି ଙ୍କ ଅଭିନୟ କେମିତି ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।