(ଧଳା ମନ୍ଦାର ଫୁଲ) କେଉଁ କାମରେ ଲାଗେ-ଜାଣନ୍ତୁ |

mandhar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଆଖ ପାଖରେ ଏବଂ ନିଜର ବାଡି ରେ ବହୁତ ପ୍ରକାରର ମନ୍ଧାର ଫୁଲ ଆପଣ ମାନେ ଦେଖିବା ପାଇଁ ପାଇ ଥାନ୍ତି ଏବଂ ଏହି ମନ୍ଧାର ଫୁଲ ବହୁତ ପ୍ରକାରର ହୋଇ ଥାଏ ଯେମିତି ରକ୍ତ ମନ୍ଦାର ଏବଂ ଧଳା ମନ୍ଧାର ଫୁଲ , ଧୋପ ମନ୍ଦାର ବା ଅନ୍ୟ ବହୁତ ପ୍ରକାରର ମନ୍ଧାର ଫୁଲ ରହିଛି ଜାହା ଆମେ ମାନେ ଦେଖିବା ପାଇଁ ପାଆନ୍ତି ଏବଂ ମନ୍ଧାର ଫୁଲ ମାଆ ଙ୍କର ଅତି ପ୍ରିୟ ଅଟେ ଏବଂ ରକ୍ତ ମନ୍ଧାର ଫୁଲ ମାଆ କାଳୀ ଙ୍କୁ ଅର୍ପଣ କରିଲେ ମାନଶୀକ ପୂରଣ ହୋଇ ଥାଏ ବୋଲି ଏହା ମାନ୍ୟତା ରହିଛି । ସେହି ପରି ଆମେ ମାନେ ଧଳା ମନ୍ଧାର ଫୁଲ ବିଷୟ ରେ କହିବା ତେବେ ଏହା ମାଆ ଙ୍କ ଅତି ପ୍ରିୟ ହୋଇ ଥିବା ବେଳେ ଭଗବାନ ଶିବ ଙ୍କର ଅତି ପ୍ରିୟ ଅଟେ ଏବଂ କଣ ଆପଣ ମାନେ ଜାଣନ୍ତି କି ଏହି ଧଳା ମନ୍ଧାର ଫୁଲ ର ଉପୋଯୋଗୀ କେମିତି କରା ଜାଇ ଥାଏ ଏବଂ ଏହା କେଉଁ କାମ ରେ ଲାଗେ ସେହି ବିଷୟ ରେ ଆପଣ ମାନଙ୍କ ସହିତ କଥା ହେବା ,mfcg

ତେବେ ଆମେ ଯେଉଁ ମନ୍ଧାର ଫୁଲ ବିଷୟ ରେ କହୁଛୁ ତାହା ସଂମ୍ପର୍ଣ୍ଣ ଧଳା ହେବା ସହିତ ସେହି ଥିରେ କୈଣସି ଦାଗ ରହି ନ ଥିବା ଦରକାର ଏବଂ ଏହା ଶିବ ଙ୍କର ଅତି ପ୍ରିୟ ଅଟେ ଏବଂ ଏହା ତାନ୍ତ୍ରିକ ଶକ୍ତି ରେ ପ୍ରୟୋଗ ହୋଇ ଥାଏ ଯଦି କେବେ କୈଣସି ସ୍ୱାମୀ ସ୍ତ୍ରୀ ଙ୍କ ମନ ଅମେଳ ହୋଇ ଥାଏ ତେବେ ସେମାନଙ୍କ ପାଇଁ ଏହି ଉପଚାର ଉଚିତ୍ ଅଟେ ବହୁତ ସମୟରେ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମନ ମଧ୍ୟରେ ଅମେଳ ହୋଇ ଥାଏ ଏବଂ ସେମାନଙ୍କ ସଂମ୍ପର୍କ ଭାଙ୍ଗିବା ପାଇଁ ଯାଉଛି ତେବେ ଆପଣ ମାନେ ଏହି ଧଳା ମନ୍ଦାର ଦ୍ୱାରା କିଛି ଉପାୟ କରି ପାରନ୍ତିwhate

ତେବେ ଆପଣ ମାନଙ୍କୁ କହି ଦେବୁ କି ଚନ୍ଦ୍ର ଗ୍ରହଣ ସମୟ ରେ ଆପଣ ମାନେ ଧଳା ମନ୍ଦାର ଚେର କୁ ଆପଣ ମାନେ ଟିକିଏ କାଟି ନେଇ ଆସନ୍ତୁ ଏବଂ ଏହାକୁ ଭଲ ଭାବେ ଅଭିମନ୍ତିତ କରି ସ୍ୱାମୀ ସ୍ତ୍ରୀ ଙ୍କ ହାତ ରେ ବାନ୍ଧି ଦେବେ ତେବେ ଆପଣ ମାନଙ୍କ ସଂମ୍ପର୍କ ମଜବୁତ୍ ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *