ନୂଆ ବୋହୁ ଛାଡିଲା ପରେ ଏବେ କଣ କରୁଛନ୍ତି ସତ୍ଵିକ ଙ୍କ ଭଉଣୀ ସୁମୀ ଅପା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନୂଆ ବୋହୁ ସିରିଏଲ ରେ ସୁମୀ ଅପା ଙ୍କର ଅଭିନୟ କୁ ନିଶ୍ଚିତ ଭାବେ ଦେଖି ଥିବେ ଏବଂ ବର୍ତମାନ ସମୟ ରେ ସୁମୀ ଅପା ଆଉ ନୂଆ ବୋହୁ ସିରିଏଲ ରେ କାମ କରୁ ଥିବାର ନଜର ଆସୁ ନାହାଁନ୍ତି , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ .ଚାହିଁବୁ କି ସୁମୀ ଅପା ଏହି ଦିନ ରେ ନୂ୍ଆ ବୋହୁ ସିରିଏଲ ରେ କାମ ଛାଡିବା ପରେ ବର୍ତମାନ ସମୟ ରେ କଣ କରୁଛନ୍ତି , ତେବେ ବନ୍ଧୁଗଣ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ।nua

ତେବେ ଆପଣ ମାନେ ବନ୍ଧୁଗଣ ଏହି ନୂଆ ବୋହୁ ସିରିଏଲ ରେ ସୁମୀ ଅପା ଙ୍କର ଅଭିନୟ କୁ ଦେଖି ଥିବେ ଆପଣ ମାନଙ୍କୁ ଜଣେଇ ଦେବୁ କି ସୁମୀ ଅପା ଜୟ ଜଗନ୍ନାଥ ସିରିଏଲ ମାଧ୍ୟମ ରେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ପ୍ରେବଶ କରି ଥିଲେ ତ ସେହି ସମୟ ରେ ତାଙ୍କୁ କେବଳ 15 ବର୍ଷ ହୋଇ ଥିଲା ତ ସେ ସେହି ସମୟରେ ପାଠ ପଢିବା ସହିତ ଓଲିଉଡ ରେ କାମ କରିବା ଆରମ୍ଭ କରି ଥିଲେ ଏବଂ ପରେ ଦିର୍ଘ 12 ବର୍ଷ ର ଓଲିଉଡ ର କେରିଅର ମଧ୍ୟରେ ସେ ବହୁତ ସାରା ସିରିଏଲ ରେ ଅଭିନୟ କରିଛନ୍ତି , ଯେମିତି କି ଜୟ ମାଆ ଲକ୍ଷ୍ମୀ , ମାନୀନୀ ସହିତ ବହୁତ ସାରା ଆଲବମ୍ ରେ ବି ସେ ଅଭିନୟ କରିଛନ୍ତି ।bahu

ଏବଂ ଆପଣ ମାନେ ଏହି ଦିନ ରେ ନୂଆ ବୋହୁ ସିରିଏଲ ରେ ସୁମୀ ଅପା ଙ୍କ କେରେକ୍ଟର ରେ ମନାଲିସା ମହାପାତ୍ର ଙ୍କୁ ଦେଖିବା ପାଇଁ ପାଉ ଥିବେ ଏବଂ ଆପଣ ମାନଙ୍କୁ କେହି ଦେବୁ ସେ ନିଜର କିଛି ପର୍ସିନାଲ କାରଣ ପାଇଁ ଏହି ସିରିଏଲ କୁ ଛାଡିବା ପାଇଁ ବାଧ୍ୟ ହୋଇ ଥିଲେ ଏବଂ ବର୍ତମାନ ସମୟ ରେ ସେ ମୋଡେଲିଂ ଜଗତ ରେ ପାଦ ଦେଇଛନ୍ତି ଏବଂ ଆଗାମୀ ଦିନ ମାନଙ୍କ ରେ ଅଭିନୟ ଛାଡି ସେ ଜଣେ ସମାଜ ସେବୀ ଏବଂ ସାମ୍ବାଦିକା ହେବା ଇଚ୍ଛା ରଖିଛନ୍ତି , ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୁମୀ ଅପା ବା ମନାଲିସା ମହାପାତ୍ର ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *