ତୁଳସୀ ସିରିଏଲ ବନ୍ଦ ହେଲା ପରେ ଏବେ କଣ କରୁଛନ୍ତି କେଟି । ଏବେ ହିଁ ଦେଖନ୍ତୁ

kati

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତୁଳସୀ ସିରିଏଲ ର କେଟି ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ସେମିତି ରେ ବନ୍ଧୁଗଣ ବର୍ତମାନ ସମୟ ରେ ତୁଳସୀ ସିରିଏଲ ବନ୍ଧ ହୋଇ ଗଲା ପରେ କେଟି ମାନେ ମନିଷା ପାଲ କଣ କରୁଛନ୍ତି ଆପଣ ମାନେ କଣ ଏହି ବିଷୟ ରେ କିଛି ଜାଣି ଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଏହି ପୋଷ୍ଟ କୁ ଆପଣ ମାନେ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ ସେମିତି ରେ ବନ୍ଧୁଗଣ ଆପଣ ମାନେ ତୋ ଅଗଣା ର ତୁଳସୀ ମୁଁ ସିରିଏଲ କୁ ନିଶ୍ଚିତ ଭାବେ ଦେଖୁ ଥିବେ ତେବେ ଏହି ସିରିଏଲ ରେ ଲିଡ୍ ନାୟୀକା ଭାବେ କେଟି ଙ୍କୁ ନିଶ୍ଚିତ ଭାବେ ଦେଖିବା ପାଇଁ ପାଉ ଥିବେ ତାଙ୍କର ପ୍ରକୃତ ନାମ ହେଲା ମନିଷା ପାଲ ଏବଂ ବର୍ତମାନ ସମୟ ରେ ତାଙ୍କୁ 21 ବର୍ଷ ହୋଇଛି ଏବଂ ସେ 18 ବର୍ଷ ବୟସ ରେ ଓଲିଉଡ ରେ ପାଦ ଦେଇ ଥିଲେ ମନିଷା ପାଲ ଏବେ କୈଣସି ବି ଧାରାବାହୀକ ରେ କାମ କରୁ ନାହାଁନ୍ତି ,kati

ଅବସ୍ୟ ରେ କିଛି ମ୍ୟୁଜିକ୍ ଭିଡ଼ିଓ କରି ଥିଲେ ହେଲେ ବର୍ତମାନ ସମୟ ରେ ସେ ନିଜର ପାଠ ପଢା କୁ କୋଣ୍ଟିନ୍ୟୁ କରିଛନ୍ତି ଏବଂ ସେ ଭୁବନେଶ୍ୱର ରେ ରହୁଛନ୍ତି । ଏବଂ ଆଗକୁ ମଧ୍ୟ ସେ ଅଭିନୟ କ୍ଷେତ୍ର ରେ କିଛି କରି ଦଖେଇବେ ଅଭିନୟ ରେ ସେ ନିଜର ପାରଦର୍ଶିତ ଦେଖେଇବେ ବୋଲି ଏକ ଇଣ୍ଟର୍ଭ୍ୟୁ ମାଧ୍ୟମ ରେ କହିଛନ୍ତି , ଏବଂ ଆଗକୁ ମଧ୍ୟ ରେ ଏମିତି ଗୋଟିଏ ଧାରାବାହୀକ ଜି ସାର୍ଥକ୍ ରେ ଆସିବା ପାଇଁ ଯାଉଛି , ଏବଂ ଏହି ଧାରାବାହୀକ ରେ କେଟି ଙ୍କୁ ଆପଣ ମାନେ ଲିଡ୍ ନାୟୀକା ଭାବେ ଦେଖିବା ପାଇଁ ପାଇବେ ,kate

ଏବଂ ଏହି ଥିରେ ସେ ନିଜର ଖୁବ୍ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ କୁ ଜିତିଛନ୍ତି ସେ ଜି ସାର୍ଥକ ରେ ପ୍ରଶାରିତ ହେଉ ଥିବା କେଟି ଭୂମିକା ରେ ନଜର ଆସି ସେ ଲୋକ ମାନଙ୍କ ହୃଦୟ କୁ ଜିତି ଥିବା ବେଳେ ଏବେ ଦ୍ୱତୀୟ ଥର ପାଇଁ ପୁଣି ଥରେ ସେ ଜି ସାର୍ଥକ ରେ ଆଉ ଏକ ଲିଡ୍ ଭୂମିକା ରେ ନଜର ଆସିବେ , ସେମିତି ରେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମନିଷା ପାଲ ଙ୍କ ଅଭିନୟ କେମିତି କେମିତି ଲାଗି ଥିଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *