କଣ ବାହା ହୋଇଗଲେ ଏଲିନା – କହିଲେ ଶାସୁଘରେ କେମିତି କଟିଲା ତାଙ୍କ ପ୍ରଥମ ରାତି

alina

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ପୁପୁଲାର ହିରୋଇନ୍ ଏଲିନା ସାମନ୍ତ ରାୟ ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ଏଲିନା ସାମନ୍ତ ରାୟ ଅନେକ ଚଳଚିତ୍ର ରେ କାମ କରିଛନ୍ତି ତେବେ ଏହି ଦିନ ରେ ବିବାହ ପରେ ପ୍ରଥମ ଦିନ ର ଅନୁଭୂତି କେମିତି ଶାଶୁ ଘରେ ରହିଲା ତାହା ବଖାଣୀ ଛନ୍ତି କଥା ଟି ଆପଣ ମାନଙ୍କୁ ନିଶ୍ଚିତ ଭାବେ ହଟ୍କେ ଲାଗି ପାରେ ହେଲେ କଥା ଟି ଆପଣ ମାନେ ନିଶ୍ଚିତ ଭାବେ ଭାବୁ ଥିବେ ଏଲିନା ସାମନ୍ତ ରାୟ କେତେ ବେଳେ ବିବାହ କରିଲେ ଏବଂ ବିବାହ କରି ସେ କେତେ ବେଳେ ଶାଶୁ ଘର କୁ ଗଲେ ଆମେ ଜାଣି ପାରିଲେ ନାହିଁ । ହେଲେ ଆପଣ ମାନଙ୍କୁ କହି ଦେବୁ କି ଏହି ଦିନ ରେ ସୁଟିଂ ର ଅପେକ୍ଷା ରେ ରହିଛି ଫିଲ୍ମ ଅରୁନ୍ଧତି ତେବେ ଏହି ଚଳଚିତ୍ ରେ ଏଲିନା ସାମନ୍ତ ରାୟ ବିବାହ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ,alina

ଏବଂ ଏହାକୁ ଯେତେ ବେଳେ ସେ ସୋସିଆଲ ମିଡିଆ ରେ ପୋଷ୍ଟ କରି ଥିଲେ ତେବେ ଏହାକୁ ଦେଖିବା ହଇଚଇ ସୃଷ୍ଟି ହୋଇଛି , ଏବଂ ଏଠାରେ ଏଲିନା ଙ୍କ ବିପକ୍ଷ୍ୟ ରେ ଏକ ନବାଗତ ନାୟକ ଙ୍କୁ ନିଆ ଜାଇଛି । ଯେଉଁ ଥିରେ ଏଲିନା ସାମନ୍ତ ରାୟ ଏକ ବିବାହିତ ମହିଳା ଭାବେ ନଜର ଆସୁଛନ୍ତି , ଜାହାକି ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି , ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଅରୁନ୍ଧତି ଚଳଚିତ୍ର ଟି ଖୁବ୍ ଶୀଘ୍ର ପ୍ରଖାଳୟ ରେ ରିଲିଜ୍ ହେବ ବୋଲି ଜଣା ପଡିଛି ହେଲେ ବର୍ତମାନ ସମୟ ରେ ଲକଡାଉନ ଏବଂ କୋରନା ପାଇଁ ସୁଟିଂ ଏହାର ସେଷ ହୋଇ ପାରି ନ ଥିବା ବେଳେ ଏହି ଦିନ ରେ ଏହାର ସେଷ ସୁଟିଂ କରାଜାଇ ଥିବାର ଦେଖିବା ପାଇଁ ମିଳିଛି ,alinaa

ସେମିତି ରେ ଏହାର ରିଲିଜ୍ ଡେଟ୍ ବର୍ତମାନ ସମୟ ରେ ଜଣା ପଡି ନ ଥିବା ବେଳେ ଏହା ବହୁତ ଜଲ୍ଦି ରିଲିଜ୍ ହେବ ଏବଂ ଲୋକ ମାନଙ୍କ ପାଖରେ କୈଣସି ନା କୈଣସି ଟିଭି ଚେନ୍ନାଲ ମାଧ୍ୟମ ରେ ବି ପହଁଚା ଜାଇ ପାରେ ବୋଲି ସୂଚନା ରହିଛି । ତେବେ ଆପଣ ମାନେ ଏହି ଚଳଚିତ୍ର ର କିଛି ଝଲ୍ଲକ୍ ନିଶ୍ଚିତ ଭାବେ ଦେଖି ପାରିବେ ତେଳେ ଏମିତି ରେ ଆପଣ ମାନେ କେତେ ପରିମାଣ ରେ ଏଲିନା ସାମନ୍ତ ରାୟ ଙ୍କ ଅଭିନୟ କୁ ଭଲ ପାଆନ୍ତି ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *