ଧନବାନ ଓ ବୁଦ୍ଧିମାନ ହୋଇଥାନ୍ତି କାର୍ତ୍ତିକ ପୂର୍ଣ୍ଣମୀଦିନ ଏହି ଦଶଟିକାମ କଲେ

kjm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ପୂର୍ଣିମା ର କିଛି ନା କିଛି ମହତ୍ୱ ରହିଥାଏ ଏବଂ ସେହି ଅନୁସାରେ କର୍ମ କଲେ ଫଳ ପ୍ରାପ୍ତି ହୋଇ ଥାଏ ତେବେ ଆପଣ ମାନେ ବି ଏହି ଦିନ ରେ କିଛି କାର୍ଯ୍ୟ କରି ମହା ପୂର୍ଣ୍ଣ୍ୟ ଅର୍ଜନ କରି ପାରିବେ ତେବେ ଆସନ୍ତିୁ ଜାଣି ନେବା ସେହି କାର୍ଯ୍ୟ ଗୁଡିକ କଣ କଣ ବନ୍ଧୁଗଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ନିଜର ଦୁଆର ମୁହଁ ରେ ଆମ୍ଭ କିମ୍ବା ଦେବ ଦାରୁ ପତ୍ର ଦ୍ୱାରା ସଜେଇ ଦିଅନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଘର ପ୍ରତି କୃପା ଦୃଷ୍ଟି କରି ଥାନ୍ତି । ସେହି ପରି ଏହି ଦିନ ରେ ଦରିଦ୍ର ଲୋକ ମାନଙ୍କୁ ଅଖଣ୍ଡିତ ଚାଉଳ ଦାନ କରିଲେ ବହୁତ ପୂର୍ଣ୍ଣ୍ୟ ମିଳେ ଏହି ଥିରେ ମାତା ଲକ୍ଷ୍ମୀ ପ୍ରଶନ୍ନ ହୋଇ ଥାନ୍ତି ଏହି ଦିନ ରେ ଶ୍ରୀ ୟନ୍ତ୍ର ଏବଂ ଶଙ୍ଖ ରଖି ପୂଜା କରିଲେ ଅଖଣ୍ଡ ଶ୍ୱଭାବ ପ୍ରାପ୍ତି ହୋଇ ଥାଏ ଏହି ଦିନ ରେ ଆପଣ ମାନେ ମାଳା ଦ୍ୱାରା ମାତା ଲକ୍ଷ୍ମୀ ଙ୍କର କୈଣସି ବି ମନ୍ତ୍ର କୁ ଯପ କରନ୍ତୁ କାର୍ତ୍ତିକ ପୂର୍ଣ୍ଣିଂମା ଦିନ ନିଜର ଦ୍ୱାର ଆଗରେ ଦୀପ ନିଶ୍ଚିତ ଜାଳନ୍ତୁ ।laxmi

ଏହି କାର୍ତିକ ପୂର୍ଣିମା ଦିନ ସୂର୍ଯ୍ୟ ଦୟ ପୂର୍ବ ରୁ ସ୍ନାନ କରି ମନ୍ଦିର ଜାଇ ଦାନ କରିଲେ ମାତା ଲକ୍ଷ୍ମୀ ଙ୍କର ଅପାର କୃପା ପ୍ରାପ୍ତି ହୋଇ ଥାଏ , ସେହି ପରି ଏହି ଦିନ ରେ ଘର ସାମ୍ନା ରେ ଝୁଟି ନିଶ୍ଚିତ ପାକାନ୍ତୁ ଏହା ଦ୍ୱାରା ଆପଣ ମାନଙ୍କୁ ବିଶେଷ ସମୃଦ୍ଧି ମିଳେ ଏବଂ ନବଗ୍ରହ ବି ଆପଣ ମାନଙ୍କ ଉପରେ ଶାନ୍ତ ହୋଇ ଥାନ୍ତି , ଏହି ଦିନ ରେ ଆପଣ ମାନେ କ୍ଷୀରି ମିଶ୍ରୀ ଏବଂ ଗଙ୍ଗା ଜଳ ମିଶେଇ ମାତା ଲକ୍ଷ୍ମୀ ଙ୍କ ଭୋଗ ଲଗେଇଲେ ଏହା ଦ୍ୱାରା ମାତା ଆପଣ ମାନଙ୍କ ଉପରେ ସବୁ ସମୟ ରେ ପ୍ରଶନ୍ନ ରହିବେ ,juti

ଏହି ଦିନରେ ଶ୍ରାଦ୍ଧା ର ସହିତ ବ୍ରତ୍ତ କରନ୍ତୁ କାହାରି ପ୍ରିତି ରାଗ ଏବଂ ଅହଂକାର ରଖନ୍ତୁ ନାହିଁ ତେବେ ଆପଣ ମାନଙ୍କ ପ୍ରତି ମାତା ଙ୍କ ଆଶ୍ରୀବାଦ ନିଶ୍ଚିତ ଭାବେ ମିଳି ପାରିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *