ଏହି ରାଶିର ପିଲା (ଶାରୀରିକ ସମ୍ପର୍କ) ରଖିବା ପାଇଁ (ପାଗଳ) |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସବୁ ରାଶି ଗୁଡିକ ଆମର ଜିବନ ଉପରେ ବହୁତ ପ୍ରଭାବ ପକେଇ ଥାନ୍ତି ଏବଂ ଏହି ଅନୁସାରେ ଆମ ଜିବନ ର ରୂପ ରେଖା ସଠିକ୍ ହୋଇ ଥାଏ ସେହିଟା ଭଲ ପାଇବା ହେଉ ବା ସମ୍ଭୋନ୍ଧ ରଖିବା ହେଉ ଏହି ସବୁ କ୍ରିଆ ରାଶି ମାୈନଙ୍କ ଗ୍ରହ ଚକ୍ର ଉପରେ ନିର୍ଭର କରେ ଆମେ ଆଜି ଆପଣ ମାନଙ୍କୁ ସେହି ରାଶି ର ଗ୍ରହ ମାନଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ମାନେ ସବୁ ସମୟ ରେ ଉତ୍ତେଜିତ ରହି ଥାନ୍ତି । ସେମାନଙ୍କ ପ୍ରେମ ଏବଂ ସେମାନଙଅକ ପାର୍ଟନର ଙ୍କ ସହିତ ସଂମ୍ପର୍କ ବନେଇବା ପାଇଁ ଅଧିକ ଇଚ୍ଛା ରହି ଥାଏ ତେବେ ଆସନ୍ତୁ ଜାଣି ନେବା ସେହି ରାଶି ମାନଙ୍କ ବିଷୟ ରେ ପ୍ରଥମେ ହେଲା ମିଥୁନ ରାଶି । ଏହି ରାଶି ର ପ୍ରଭାବ ଯୋଗୁଁ ଏମାନଙ୍କୁ ସବୁ ବେଳେ ଉତ୍ତେଜିତ କରିବା ପାଇଁ ଇଚ୍ଛା ହୋଇ ଥାଏ। ଏମାନଙ୍କ ଜିବନ ରେ ଗ୍ରହ ମାନେ ଏତେ ପରିମାଣ ରେ ମଜବୁତ ହୋଇ ଥାନ୍ତି କି ,ସେମାନଙ୍କୁ ସମନ୍ଧ ରଖିବା ପାଇଁ ଭାବିବା ପାଇଁ ବାଧ୍ୟ କରି ଥାନ୍ତି ।love

ସେହି ପରି ଦ୍ୱତୀୟ ସ୍ଥାନ ରେ ରହିଛି ସିହଂ ରାଶି ।ଯେଉଁ ମାନେ ସମନ୍ଧ ରଖିବା ପାଇଁ ସେମାନଙ୍କ ଶାରୀରିକ ଗଠନ ମହିଳା ମାନଙ୍କୁ ବି ବହୁତ ପସନ୍ଦ ଆସେ, ସେମାନେ ସବୁ ବେଳେ ନିଜ ପାର୍ଟନର ଙ୍କୁ ସନ୍ତୁଷ୍ଟ ରଖି ଥାନ୍ତି । ତୃତୀୟ ରାଶି ହେଲା ତୁଳା ରାଶି ଏହି ରାଶି ର ମଙ୍ଗଳ ଗ୍ରହ ବହୁତ ମଜବୁତ ହୋଇ ଥାନ୍ତି । ଏହା ସହିତ ଏମାନଙ୍କ ଗ୍ରହ ଚକ୍ର ଏମାନଙ୍କୁ ରୋମାଣ୍ଟିକ୍ କରି ଦେଇ ଥାଏ ଏହି ରାଶି ର ଲୋକ ମାନେ ନିଜ ପ୍ରେମୀ ପାର୍ଟନର ସହିତ ସଂମ୍ପର୍କ ରଖିବା ପାଇଁ ବହୁତ ଉତ୍ତେଜିତ ହୋଇ ଥାନ୍ତି ସେହି ପରି ଚାରି ନମ୍ବର ରେ କୁମ୍ଭ ରାଶି, ଏହି ରାଶି ର ଲୋକ ମାନେ ସବୁ ବେଳେ ଭଲ ପାଇବା ର ମୂଲ୍ୟ କୁ ବୁଝନ୍ତି ।loves

ଏବଂ ତାଙ୍କୁ ହୃଦୟ ରୁ ପାଳନ ମଧ୍ୟ କରନ୍ତି, କିନ୍ତୁ ତାଙ୍କ ଜିବନ ର ଗ୍ରହ ଚକ୍ର ହିଁ ତାଙ୍କୁ ସମନ୍ଧ ବନେଇବା ପାଇଁ ବାଧ୍ୟ କରି ଦେଇ ଥାଏ ଜାହା ପାଇଁ ସେମାନେ ଏମିତି କାମ କରି ଥାନ୍ତି ।ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କେଉଁ ରାଶି ର ଲୋକ ମାନେ ସମନ୍ଧ ପାଇଁ ଅଧିକ ଉତ୍ତେଜିତ ରହି ଥାନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *