ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଥର ଧନତେରସ୍ ବହୁତ ଖାସ୍ ହେବାକୁ ଜାଉ ଥିବା ବେଳେ 499 ବର୍ଷ ପରେ ଦୀପାବଳୀ ର ଠିକ୍ ଗୋଟିଏ ବର୍ଷ ପୂର୍ବ ରୁ ପଢୁଚି ଏମିତି ଶୁଭ ଯୋଗ ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ଧନତେରସ୍ କେଉଁ ସବୁ କାର୍ଯ୍ୟ କରିବା ଦ୍ୱାରା ଆପଣ ମାନଙ୍କୁ ଆପଣ ମାନଙ୍କୁ ଶୁଭ ଫଳ ମିଳିବା ସହିତ ଧନ ର ବର୍ଷା ହୋଇ ଥାଏ , ତେବେ ବନ୍ଧୁଗଣ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ବନ୍ଧୁଗଣ ଦୀପାବଳି ର ଦୁଇ ଦିନ ପୂର୍ବ ରୁ ଧନତେରସ୍ ପର୍ବ ଏହି ବର୍ଷ ଦୀପାବଳି ର ଗୋଟିଏ ଦିନ ପୂର୍ବ ରୁ ପଢୁଛି ,
ତ୍ରୋୟାଦଶୀ ରେ ଉଦୟା ତିଥି ଏବଂ ପ୍ରୋଦଶ କାଳ ଥିବା କାରଣ ରୁ ଦିର୍ଘ 499 ବର୍ଷ ପରେ ଧନତେରସ୍ ଏମିତି ଯୋଗ ରହିଛି ଏହା ପୂର୍ବ ରୁ ଏହା ପୂର୍ବ ରୁ ଏମିତି ଯୋଗ 1521 ମସିହା ରେ ପଡି ଥିଲା ଚଳିତ ବର୍ଷ ନଭେମ୍ବର ରେ ଧନତେରସ୍ ସହିତ ସଂନ୍ଧ୍ୟା ରେ ନର୍କ ଚୋତୁର୍ଦୋସୀ ରେ ବି ପୂଜା ହେବ 14 ତାରିଖ ସ୍ୱାତୀ ନକ୍ଷେତ୍ର ରେ ପୂଜା ହେବ ତେବେ 12 ନଭେମ୍ବର ରାତି 9.30 ରେ ତ୍ରୋୟଦଶୀ ଆରମ୍ଭ ହେବ ଏବଂ 13 ନଭେମ୍ବର ସଂନ୍ଧ୍ୟା 5.59 ମିନିଟ୍ ଯାଏ ରହିବ । ଏହା ତ୍ରୋୟଦୋଶୀ ପ୍ରୋଦଶ ତିଥି ଏବଂ ଉଦଆ କାଳ ରେ ପଡୁଛି , ଏବଂ ଏମିତି ଯୋଗୁଁ ଏହି ବର୍ଷ ରେ ଧନତେରସ୍ ଦୀପାବଳି ର ଗୋଟିଏ ଦିନ ପୂର୍ବ ରୁ ପଡୁଛି , ଏହି ଦିନ ରେ 5.59 ମିନିଟ୍ ରୁ ଚତୁର୍ଦୋଶୀ ଲାଗିବ 14 ତାରିଖ ଦୁଇ ପହର 2.18 ମିନିଟ୍ ଯାଏ ରହିବ ଏବଂ ଯେଉଁ ମାନେ ମାସିକ ଶିବ ରାତ୍ରୀ ବ୍ରତ୍ତ କରୁଛନ୍ତି ,
ସେମାନେ 13 ନଭେମ୍ବର ଯାଏ ବ୍ରତ୍ତ କରିବା ଉଚିତ୍ ଜ୍ୟୋତିଷ ମାନଙ୍କ ମତ ରେ କାର୍ତିକ ମାସ ରେ ସ୍ୱାତୀ ନକ୍ଷେତ୍ର ରାତି 8.20 ମିନିଟ୍ ଯାଏ ରହିବ । ଏବଂ ଏମିତି ରେ ଲକ୍ଷ୍ମୀ ପୂଜାର ଶୁଭ ମୂହର୍ତ୍ତ ସଂନ୍ଧ୍ୟା 5.22 ମନିଟ୍ ଯାଏ ରହିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।