ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ WWE ର ସୁପର ଷ୍ଟାର ଗ୍ରେଟ୍ ଖଲ୍ଲୀ ଙ୍କୁ କିଏ ବା ନଜାଣେ ଏବଂ ଏମିତି ବେଳେ ଯେଉଁ ମାନେ WWE ଦେଖନ୍ତି ବି ନାହିଁ ସେମାନେ ବି ଗ୍ରେଟ୍ ଖଲ୍ଲୀ ଙ୍କୁ ବହୁତ ଭଲ ଭାବେ ଜାଣନ୍ତି ,WWE ବହୁତ ଖେଳାଳି ମାନଙ୍କୁ ଧୂଳି ଚଟେଇଥିବା ଗ୍ରେଟ୍ ଖଲ୍ଲୀ ଭାରତ ର ସାନ୍ ଅଟନ୍ତି ହିମାଞ୍ଚଳ ପ୍ରଦେଶ ରେ 22 ଅଗଷ୍ଟ 1972 ରୁ ଜନ୍ମ ଗ୍ରହଣ କରି ଥିବା ଗ୍ରେଟ ଖଲ୍ଲୀ ଙ୍କ ଅସଲ ନାମ ହେଲା ଦିଲ୍ଲୀପ କୁମାର ରାଣା । ତାଙ୍କର ଜନ୍ମ ଆମ ଭାରତ ର ହିମାଞ୍ଚଳ ପ୍ରଦେଶ ରେ ଗ୍ରେଟ ଖଲ୍ଲୀ ବହୁତବଡ ଗରିବ ପରିବାର ରେ ଜନ୍ମ ଗ୍ରହଣ କରି ଥିଲେ । ତାଙ୍କର 7 ଗୋଟି ଭାଇ ଭଉଣୀ ଥିଲେ ଏବଂ ଖାଇବା ପାଇଁ ବି ତାଙ୍କ ପାଖେ ଟଙ୍କା ନ ଥିଲା,ଏବଂ ସେ ଛୋଟ ବେଳେ ମାତ୍ର 4 ହଜାର ଟଙ୍କା ରେ ସିକୁରିଟି ଗାର୍ଡ ଚାକିରୀ କରୁ ଥିଲେ ।
ଏବଂ ସେହି ସମୟ ରେ ତାଙ୍କର ଦେଖା ପଞାବ ଏକ ପୋଲିସ ଅଫିସର ଙ୍କ ସହିତ ହୋଇ ଥିଲା । ଏବଂ ସେ ତାଙ୍କର ବୃହତ କାୟ ବର୍ଡି ଦେଖି ତାଙ୍କୁ ଇଣ୍ଟରନେସନାଲ କେରିଅରକୁ ନେବାକୁ ଚାହଁ ଥିଲେ । ଏବଂ ପରେ ସେ ପଞାବ ପୋଲିସ ରେ ଚାକିରୀ କରି ଥିଲେ ଏବଂ ଲୋକାଲ ଜିମ୍ ରେ ଟ୍ରେନିଂ ନେଇ ସେ ଗୋଟିଏ ରେସଲର ହୋଇ ଥିଲେ । ଗ୍ରେଟ ଖଲ୍ଲୀ ଙ୍କ ଓଜନ ହେଲା 160 କେଜି । ଏବଂ ତାଙ୍କର ଉଚ୍ଛତା 7 ଫୁଟ ଏକ ଇଞ୍ଚ, ବନ୍ଧୁଗଣ ସେ କେବଳ ଭାରତ ରେ ନୁହେଁ ବରଂ ସେ ସାରା ବିଶ୍ୱ ରେ ପ୍ରଶିଦ୍ଧ , ତେବେ ଗ୍ରେଟ୍ ଖଲ୍ଲୀ ଙ୍କ ପତ୍ନୀ ଙ୍କ ବିଷୟରେ କହିବା ତେବେ ତାଙ୍କର ନାମ ହରମିନ୍ଦର କର 2002 ହରମିନ୍ଦର ଙ୍କୁ ବିବାହ କରି ଥିଲେ
ଯିଏ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ଏବଂ ତାଙ୍କର ଜନ୍ମ 12 ଜାନୁଆରୀ 1971 କୁ ହୋଇ ଥିଲା ଏବଂ ସେ ଦିଲ୍ଲୀ ରେ ଜନ୍ମ ଗ୍ରହଣ କରି ଥିଲେ ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି ଗ୍ରେଟ୍ ଖଲ୍ଲୀ ଙ୍କ ପତ୍ନୀ ହରମିନ୍ଦର କର ଜଣେ ଅଭିନେତ୍ରୀ ଅଟନ୍ତି ସେ ଗୁଜୁରାଟୀ ରେ ବହୁତ ଗୁଡିଏ ଫିଲ୍ମ କରିଛନ୍ତି । ହେଲେ ସେ ସବୁ ସମୟ ରେ ସୋସିଆଲ ମିଡିଆ ରୁ ଦୂର ରେ ରହୁ ଥିବା ବେଳେ ବହୁତ ସମୟ ରେ ସେ ଲାଇମ୍ ଲାଇଟ୍ ର ଶିକାର ହୋଇଛନ୍ତି , ଏବଂ ଏହା କେବଳ ତାଙ୍କର ପତି ଗ୍ରେଟ୍ ଖଲ୍ଲୀ ଙ୍କ ପାଇଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।