ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ଗୋଟିଏ ବିବାହିତ ସ୍ତ୍ରୀ ରାତ୍ରୀ ସମୟ ରେ ତାର ସ୍ୱାମୀ ର କେଉଁ ଅଙ୍ଗ କୁ ଛୁଇଁବା ନିହାତି ଆବଶ୍ୟକ ଅଟେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ , ବନ୍ଧୁଗଣ ଗୋଟିଏ ସ୍ତ୍ରୀ ତାର ସ୍ୱାମୀ ଙ୍କୁ ଭଗବାନ ବୋଲି ମାନି ଥାଏ ଏବଂ ନିଶ୍ୱାର୍ଥ ପର ଭାବେ ସେମାନଙ୍କ ସେବା କରି ଥାଏ ଏହା ସହିତ ନାରୀ ମାନଙ୍କୁ ଆମର ହିନ୍ଧୁ ଧର୍ମ ରେ ଦେବୀ ଙ୍କର ଆକ୍ଷା ଦିଆ ଜାଇଛି ଶାସ୍ତ୍ର ପୁରାଣ ରେ ଏହି କଥା ର ବର୍ଣ୍ଣନା ରହିଛି କି ନାରୀ ମାନଙ୍କ ସମ୍ମାନ ଇଶ୍ୱର ଙ୍କ ସମ୍ମାନ ସହିତ ସମାନ ଏବଂ ତାହା ସହିତ ଏହି କଥା ବି ସତ ଅଟେ କି ଯଦି ଜଣେ ବିବାହିତା ନାରୀ ନିଜର ସ୍ୱାମୀ ଙ୍କର ଏହ ଅଙ୍ଗ କୁ ଛୁଇଁ ଥାଏ ତେବେ ତାହାର ଶ୍ୱଭାଗ୍ୟ ବଢେ ଏବଂ ସେମାନଙ୍କୁ ବହୁତ ଗୁଡାଏ ଫାଇଦା ମଧ୍ୟ ମିଳେ ତେବେ ବନ୍ଧୁଗଣ ସେହି ଅଙ୍ଗ ଆଉ କିଛି ନୁହେଁ ବରଂ ସେହି ଅଙ୍ଗ ସ୍ୱାମୀ ଙ୍କର ଚରଣ ଜାହାକୁ ଛୁଇଁବା ପରେ ଘର କୁ ସୁଖ ଶାନ୍ତି ଆସି ଥାଏ ।
ଏହା ପଛରେ କାରଣ ରହିଛି ଶାସ୍ତ୍ର ଅନୁସାରେ ଆପଣ ମାନେ ଜାଣି ଥିବେ ବି ନିଶ୍ଚିତ କି ମାତା ଲକ୍ଷ୍ମୀ ସାଗର ମଧ୍ୟ ରେ ଭଗବାନ ବିଷ୍ଣୁ ଙ୍କ ପାଖରେ ସେଷ ନାମ ଙ୍କ ଉପରେ ବିରାଜ ମାନ କରନ୍ତି ଏବଂ ଏହା ସହିତ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁ ଙ୍କର ଚରଣ କୁ ସ୍ପର୍ଶ କରିଛନ୍ତି । ଏବଂ ସେହିଥି ପାଇଁ ନାରୀ ମାନଙ୍କୁ ଧନଦ ଦେବୀ ଙ୍କ ସ୍ଥାନ ପ୍ରାପ୍ତ ହୋଇଛି ଏବଂ ସେହିଥି ପାଇଁ ଯେଉଁ ନାରୀ ମାନେ ନିଜର ପତି ଙ୍କ ଚରଣ କୁ ସ୍ପର୍ଶ କରି ଥାଏ ସେହି ଘରେ ମାତୀା ଲକ୍ଷ୍ମୀ ବିରାଜ ମାନ କରି ଥାନ୍ତି ,
ଏବଂ ଯଦି ଜଣେ ବିବାହିତ ସ୍ତ୍ରୀ ସବୁ ସମୟ ରେ ନିଜର ସ୍ୱାମୀ ଙ୍କ ପାଦ ଛଇଁ ଥାଏ ତେବେ ସେହି ସମୟ ରେ ଧନ ର ଯୋଗ ବନି ଥାଏ ଏବଂ ସେମାନଙ୍କ ଘରକୁ କେବେ ବି ଧନ ଅଭାବ ହୁଏ ନାହିଁ ଏବଂ ମାତା ଲକ୍ଷ୍ମୀ ଙ୍କ କୃପା ସେମାନଙ୍କ ଉପରେ ରହେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।