ଏହି ୩ ଟି ପୁଅ ଖାଲି ସେକ୍ସ କରିବା ପାଇଁ ଭଲ ପାଇଥାନ୍ତି

boys

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା କି ଗୋଟିଏ ବୁଝିବା ସୁଝିବା ଝିଅ ଙ୍କୁ କେଉଁ କେଉଁ ପୁଅ ମାନଙ୍କ ଠାରୁ ଦୂର ରେ ରହିବା ଦରକାର ଏବଂ ଏମିତି ପୁଅ ତୁମ ଲାଇଫ୍ ରେ ଏହିଥି ପାଇଁ ଆସନ୍ତି କି ସେମାନେ ତୁମକୁ ବ୍ୟବହାର କରିବା ପାଇଁ ଚାହାଁନ୍ତି କେବଳ ସେମାନେ ଫିଜିତାଲ ହେବା ପାଇଁ ଚାହାଁନ୍ତି ଏବଂ ସେମାନଙ୍କ କାମ ପୂରଣ ହେବା ପରେ ସେମାନେ ଦୂରେଇ ଜାଇ ଥାନ୍ତି ଯଦି ତୁମେ ଝିଅ ବା ପୁଅ ଅଟ ତେବେ ଏହି ସବୁ କୁ ଜାଣିବା ନିହାତି ଆବଶ୍ୟକ ଅଟେ ତେବେ ପ୍ରଥମେ ଝିଅ ମାନଙ୍କୁ ସେହି ପୁଅ ମାନଙ୍କ ଠାରୁ ଦୂରେ ରେ ରହିବା ଦରକାର ଯେଉଁ ମାନେ ବହୁତ ଅଧିକ ସୁନ୍ଦର ହୋଇ ଥାନ୍ତି ।love

ଏମିତି ପୁଅ ମାନଙ୍କ ପାଖରୁ ଦୂରେଇ ରହିବା ପାଇଁ କହୁଛି କାରଣ ଏମାନଙ୍କ ପାଖରେ କେବେ ବି ଅଫସନ ର କମି ନ ଥାଏ ଏମିତି ରେ ଯେଉଁ ଜିନିଷ ଭଲ ହୋଇ ଥିବ ସେହି ଜିନିଷ ପଛରେ ବହୁତ ଲୋକ ମାନେ କିଣିବା ବା ନେବା ପାଇଁ ଜାଆନ୍ତି ସେହି ପରି ଏଠାରେ ବି ସୁନ୍ଦର ହୋଇଥିଲେ ପୁଅ ତା ପଛରେ ବହୁତ ଲୋକ ବା ଝିଅ ମାନେ ଲାଇନ୍ ରେ ରହି ଥିବେ ଏବଂ ସେ ସେଠାରେ ଖାସ୍ ହୋଇ ଥାଏ ପୁଅ ଜାହା ଫଳ ରେ ସେ ଅଫସନ ରଖେ । ସେମିତି ରେ ଯଧି ତୁମେ ମାନେ କୈଣସି ଭଲ ଦେଖା ଜାଉ ଥିବା ପୁଅ କୁ ଚାହାଁନ୍ତି ତେବେ ନିଶ୍ଚିତ ଭାବେ ତାଙ୍କୁ ଟାଇମ୍ ଦିଅ ଏବଂ ତାଙ୍କ ବିଷୟ ରେ ଜାଣ ,

ସେହି ପରି ଏହା ପରେ ରହିଛି ଧନୀ ଘର ର ପୁଅ ମାନେ ଏମାନେ ତଳଠୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ କେବଳ ବ୍ରାଣ୍ଡ ହିଁ ଖୋଜନ୍ତି ଏମାନେ ବହୁତ ପଇସା ବାଲା ହୋଇ ଥାନ୍ତି ଏମାନଙ୍କର ନିଜର ନୁହେଁ ବରଂ ବାପା ଙ୍କ ପଇସା ରେ ଏମାନେ ଅୟେସ୍ କରନ୍ତି ଏବଂ ଏମାନେ ସବୁ ସମୟ ରେ କେବଳ ପବନ ମାରନ୍ତି ।loves

ଏବଂ ଏମାନଙ୍କ ପାଖରେ ବହୁତ ଝିଅ ରହିଥାନ୍ତି ଏମାନେ କେବେ ବି ଗୋଟିଏ ଝିଅ ପଛରେ ପଡନ୍ତି ନାହିଁ ବରଂ ଏମାନେ ସବୁ ବେଳେ ଅଧିକ ଅଫସନ କୁ ବାଛନ୍ତି କେବେ ଏମିତି ପୁଅ ମାନଙ୍କ ପାଖରେ କେବେ ବି ପଡନ୍ତୁ ନାହିଁ ନହେଲେ କେବଳ ସେମାନେ ବ୍ୟବହାର କରି ଧୋକା ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *