ଯଦି କିଏ ତୁମକୁ ପ୍ରକୃତ ପ୍ରେମ କରୁଥାଏ ଏହି ୨ ଟି କାମ ନିଶ୍ଚିତ କରିଥାଏ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ଯଦି ସାମ୍ନା ବାଲା ଲୋକ ଆପଣଙ୍କୁ ପ୍ରେମ କରୁ ଥାନ୍ତି ତେବେ ସେ ଏହି ସବୁ କାମ କୁ ନିଶ୍ଚିତ କରନ୍ତି ଯଦି ସେ ତୁମ ରିଲେସନ ରେ ରହିଛନ୍ତି ତେବେ ସେ ଏହି ସବୁ ସେ ନିଶ୍ଚିତ କରି ଥାନ୍ତି ଏବଂ ତୁମେ ଜାଣି ପାରିବ କି ସେ ତୁମକୁ ପ୍ରକୃତରେ ଭଲ ପାଉଛନ୍ତି ବୋଲି ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏହି ସବୁ କହିବାର କାରଣ ହେଲା ତୁମେ ଯଦି ରିଲେସନ ରେ ରହିଛ ତେବେ ତୁମେ ଜାଣିବା ଦରକାର କିୁ ତୁମର ରିଲେସନ ତୁଆଡେ ଯାଉଛି । ବହୁତ ସମୟ ରେ ତୁମେ ଖୁସୀ ରହି ଥାଏ ହେଲେ ସାମ୍ନା ବାଲା ମଣିଷ ତୁମ ସହିତ ଚିଟ୍ କରି ଥାନ୍ତି ତେବେ ଏହି ସବୁ ପୂର୍ବ ରୁ ଏଏହି ବିଷୟ ରେ ନିଶ୍ଚିତ ଜାଣି ରଖିବା ଦରକାର ଅଟେloves

ତେବେ ଆସନ୍ତୁ ଜାଣି ନେବା ବନ୍ଧୁଗଣ ପ୍ରଥମ କଣ ରହିଛି ନା ଯଦି କେହି ତୁମକୁ ଭଲ ପାଉଛି ତେବେ ସେ ନିଶ୍ଚିତ ଭାବେ ତୁମକୁ ଇମ୍ପଟାନ୍ସ ଫିଲ୍ କରେଇବ ଏବଂ ସେ ସବୁ ବେଳେ ଟପ୍ ଲେବୁଲ ର ଇମ୍ପଟାନ୍ସ ଫିଲ୍ କରେଇବ ଏବଂ ସେ ତୁମ ପାଇଁ ଟାଇମ୍ ବାହାର କରି ପାରୁଛି ତେବେ ଜାଣି ନେବ କି ସେ ତୁମକୁ ଇମ୍ଫଟାନ୍ସ ଦେଉଛି ସାମ୍ନା ବାଲା ମଣିଷ ବହୁତ ବ୍ୟସ୍ତ ରହି ବି ସେ ତୁମ ପାଇଁ ଟାଇମ୍ ବାହାର କରୁଛି । ତେବେ ତୁମ ପାର୍ଟନର ଏମିତି ହୋଇ ଥିଲେ ତୁମର ରିଲେସନ ସିପ୍ ଷ୍ଟ୍ରଙ୍ଗ୍ ରହିଛି ବୋଲି ଜାଣନ୍ତୁ ସେହି ପରିlove

ଦୁଇ ନମ୍ବର ରେ ବନ୍ଧୁଗଣ କେମିତି ଜାଣି ପାରିବ ନା ଯଦି ତୁମର ରିଲେସନ କୁ ନେଇ କେହି ବି ଟିକିଏ ଜେଲୋସି ଫିଲ୍ କରୁ ଥାନ୍ତି ତେବେ ଜାଣି ରଖନ୍ତୁ କି ସେହି ସଂମ୍ପର୍କ ମଧ୍ୟ ରେ କିଛି ନା କିଛି ରହିଛି ଆଉ ଯଦି ତୁମେ ଅନ୍ୟ ସହିତ କଥା ହେଲା ବା ରିଲେସନ ରେ ରହିଲେ ସାମ୍ନା ବାଲା ମଣିଷ କୁ ଟିକିଏ ବି ଫିଲ୍ ହେଉ ନାହିଁ ତେବେ ସେମିତି କ୍ଷେତ୍ର ରେ ସେ ପ୍ରକୃତ ଭଲ ପାଇବା ହୋଇ ନ ଥାଏ । ସେ ଆପଣ ମାନଙ୍କ ଜିବନ ଆସନ୍ତି ଏବଂ ଚାଲି ମଧ୍ୟ ଥାନ୍ତି ସେମାନେ କେବେ ବି ପ୍ରକୃତ ପ୍ରେମ କରି ପାରିବେ ନାହିଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *