ଜୀବନରେ କେବେ ଖୁସିରେ ରହି ପାରନ୍ତିନି ଏହି 2 ନାମର ଝିଅ

girls

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜିବନ କେବେ ବି ଖୁସୀ ରେ ରହି ପାରନ୍ତି ନାହିଁ ଏହି ଦୁଇଟି ନାମର ଝିଅ ମାନେ ବିବାହ ଦୁଇଟି ହୃଦୟ ର ଏମିତି ପବିତ୍ର ମିଳନ ଅଟେ ଜାହା ଦୁନିଆଁ ର ସବୁ ସଂମ୍ପର୍କ ଠାରୁ ଅଲଗା ଅଟେ ପତି ପତ୍ନୀ ଙ୍କ ସଂମ୍ପର୍କ ଦୁନିଆଁ ର ସବୁ ସଂମ୍ପର୍କ ଠାରୁ ନିଆରା ପତି ପତ୍ନୀ ଦୁହେଁ ବିବାହ ପୂର୍ବ ରୁ ଅପରିଚିତ ରହି ଥିଲେ ମଧ୍ୟ ବିବାହ ପରେ ସେମାନେ ଦୁହେଁ ଦୁହିଁଙ୍କୁ ଶ୍ୱୀକାର କରି ସୁଖ ରେ ଜିବନ ଅତିବାହୀତ କରନ୍ତି ଏବଂ ଏମିତି ଛୋଟ ମୋଟ ମନମାଳିନ୍ୟ ପତି ପତ୍ନୀ ଙ୍କ ମଧ୍ୟ ରେ ରହି ଥାଏ କିନ୍ତୁ ଏହା ଦ୍ୱାରା ଏମାନଙ୍କ ସଂମ୍ପର୍କ ଆହୁରୀ ନିର୍ବିଡ ମଧ୍ୟ ହୋଇ ଥାଏ ଏବଂ ସେମାନେ ମଧ୍ୟ ପ୍ରେମ ରେ ପଡି ଜାଆନ୍ତି । ଆଉ ଏହି ସଂମ୍ପର୍କ ରେ ପରସ୍ପର ପ୍ରି୍ତି ବିଶ୍ୱାସ ରହିବା ଅଧିକ ଆବଶ୍ୟକ ମଧ୍ୟ ହୋଇ ଥାଏ ,girls

ଏହା ସହିତ ଏମାନେ ନିଜ ନିଜକୁ ସମ୍ମାନ କରିବା ବି ନିହାତି ଜରୁରୀ ହୋଇ ଥାଏ ହେଲେ ବେଳେ ଏହି ପତି ପତ୍ନୀ ନିଜର କଟୁ କଥା ରେ ଦୁହେଁ ଦୁହିଁଙ୍କୁ ଅପମାନ ଦେବାରେ ପଛାନ୍ତି ନାହିଁ ଏହି କାରଣ ରୁ ଏମାନଙ୍କ ମନ ରେ ଫାଟ ସୃଷ୍ଟି ହୋଇ ଥାଏ , ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏମିତି ଦୁଇଟି ଝିଅ ମାନଙ୍କ ନାମ ବିଷୟ ରେ କହିବୁ ଯେଉଁ ମାନେ କେବେ ବି ନିଜର ପତି ଙ୍କ ଉପରେ ଖୁସୀ ରେ ରହି ପାରନ୍ତି ନାହିଁ ତେବେ ପ୍ରଥମେ P ନାମର ଝିଅ ମାନେ ଏମାନେ କେବେ ବି ନିଜର ପତି ଙ୍କ ଠାରେ ଖୁସୀ ରହି ପାରନ୍ତି ନାହିଁ ଏମାନେ କେବେ ନିଜର ପତି ଙ୍କ କଥା କୁ ବୁଝି ପାରନ୍ତି ନାହିଁ ଜାହା ଫଳ ରେ ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇ ଥାଏ ଏମାନେ ସବୁ ବେଳେ ନିଜର ପ୍ରେମ କୁ ହରେଇ ବାର ଭୟ ରେ ଲାଗି ରହି ତାନ୍ତି ,girl

ସେହି ପରି ଦୁଇ ରେ ବନ୍ଧୁଗଣ K ନାମର ଝିଅ ମାନେ ଏମାନେ ବି ବନ୍ଧୁଗଣ କେବେ ବି ନିଜର ପତି ଙ୍କ ଉପରେ ଖୁସୀ ରେ ରହି ପାରନ୍ତି ନାହିଁ ଏହା ବଡ କାରଣ ହେଲା ଏହି ନାମର ଝିଅ ମାନେ ସବୁ ସମୟ ରେ ନିଜର ପକି ଙ୍କୁ ସଂନ୍ଧେହ ଆଖି ରେ ଦେଖନ୍ତି ସେହିଥି ପାଇଁ ଏମାନଙ୍କ ସହିତ ନିଜର ପତି ଙ୍କ ସଂମ୍ପର୍କ କେବେ ବି ସଠିକ୍ ରହେ ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *