ଏହି ଦେଶ ର ମହିଳା ମାନେ ପିନ୍ଧନ୍ତି ନାହିଁ ଆଣ୍ଡର ବେୱାର ! ଜଣାନ୍ତୁ କାରଣ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଦିନ ରେ ଲୋକ ମାନେ ଫେସନ କୁ ନେଇ ବହୁତ ଷ୍ଟ୍ରୀଟ୍ ହୋଇ ଥିବା ବେଳେ ଦିନ କୁ ଦିନ ନୂଆ ନୂଆ ଫେସନ ର ଆବିର୍ଭାବ କରି ଲୋକ ଲୋଚନ ହେବାରେ ଲାଗିଛନ୍ତି, ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି ଗୋଟିଏ ଫେସନ ବିଷୟ ରେ ଏଠାରେ କହିବା ପାଇଁ ଯାଉଛୁ , ତେବେ ବନ୍ଧୁଗଣ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଆପଣ ମାନେ ଜାଣିବା ପାଇଁ ଏହି ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ସେମିତି ରେ ଏହି ଦିନ ରେ ଏହି ସବୁ କୁ ନିଜେ ଆମେରିକା ନିଜର ବାସିନ୍ଧା ଙ୍କ ପାଖରେ ଏହାକୁ ଆପଣେଇ ଥିବାର ତେବେ ଆମେ ଆପଣ ମାନଙ୍କୁ ସୂଚନା ଦେବାକୁ ଚାହିଁବୁ କି ଆମେରିକା ର ମିସେସ୍ ରାଜ୍ୟ ରେ ଏମିତି ଗୋଟିଏ ନିୟମ ରହିଛି ଯେଉଁ ଠାରେ ମହିଳା ମାନଙ୍କୁ ଅଣ୍ଡୱିଆର ପିନ୍ଧିବାରେ ବର୍ଜିତ କରା ଜାଇଛି ।women

ଏବଂ ସେଠାରେ ଏହି ନିୟମ ରେ କେହି ଯଦି ଅବମାନନା କରୁଛନ୍ତି ତେବେ ସେମିତି ବେଳେ ସେହି ମହିଳା ଙ୍କ ଉପରେ ତୁରନ୍ତ କାରବାହୀ ନିଆ ଜାଇ ଥାଏ ଏହି ଆଇନ୍ ଟି ସେଠାରେ ବର୍ଷ ବର୍ଷ ଧରି ଚାଲି ଆସିଛି । ଏବଂ ଏହି ଠାର ର ମହିଳା ମାନେ ଏମିତି କୁହନ୍ତି କି ଅମିତି କରିବା ପଛରେ ପୁରୁଷ ମାନଙ୍କ ହକ୍ ରହିଛି ଏବଂ ସବୁ ସମୟ ରେ ସୈନ୍ଧର୍ଯ୍ୟ ର ପରିପକ୍ୱ କରିବା ନିଶ୍ଚିତ ଭାବେ ଆବଶ୍ୟକ ଅଟେ ମାନେ ଏହା ଗୋଟିଏ ଆମେରିକା ନାଗରିକ ପାଇଁ ଏହା ଅତି ସାଧାରଣ କଥା ଅଟେ ବୋଲି ସେମାନେ କହିଛନ୍ତି ।womens

ଏବଂ ଆଜିର ଦିନ ରେ ଏହି ପରି ଫେସନ କୁ ହିଣଁ ମାନ୍ୟତା ଦିଆ ଜାଉଛି , ସେହି ପରି ବେଳେ ଏହା ଗୋଟିଏ କୋମନ ଜିବନ ବୋଲି ସେମାନେ କହିଛନ୍ତି ହେଲେ ହଁ ବନ୍ଧୁଗଣ ଏହି ଆଇନ୍ କୁ ବର୍ତମାନ ସମୟ ରେ ଆମେରିକା ର ସବୁ ରାଜ୍ୟ ମାନଙ୍କ ରେ ଆପଣା ଜାଇ ନ ଥିବା ବେଳେ ବର୍ତମାନ ସମୟରେ କିଛି ସ୍ଥାନ ରେ ଏହାକୁ ଆପଣେ ଥିବାର ଜଣା ପଡିଛି ,ତେବେ ଆପଣ ମାନଙ୍କୁ ଏହି ଫେସନ ଟି କେମିତି ଲାଗୁଛୁ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *