ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ପୁଣି ଜଣେଇବା ପାଇଁ ଚାହିଁବୁ ଆଉ ଏକ ଦୁଖଃ ଖବର ଓଡ଼ିଶା ର ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍ ଙ୍କ ପତ୍ନୀ ଙ୍କର ଆଜି ମୃତ୍ୟୁ ହୋଇ ଜାଇଛି ସେ ଦିର୍ଘଦିନ ଧରି କୋରନା ରେ ଆକ୍ରାନ୍ତ ରହି ଥିଲେ ନଭେମ୍ବର 1 ତାକିଖ ଦିନ ଓଡ଼ିଶା ର ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍ ଏବଂ ତାଙ୍କର ପତ୍ନୀ ସୁଶିଳା ଦେବୀ କୋରନା ରେ ଆକ୍ରାନ୍ତ ହୋଇ ଥିଲେ , ଏବଂ ଏହା ପରେ ପରେ ସେମାନେ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଭର୍ତ୍ତି ହୋଇ ଥିଲେ ।
ହେଲେ ଗତ କାଲି ରାତି ରେ ଓଡ଼ିଶା ର ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍ ଙ୍କ ପତ୍ନୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହୋଇ ଯିବାରୁ ତାଙ୍କର ମୃତ୍ୟୁ ହୋଇ ଜାଇଛି ଏହି ଖବର ବର୍ତମାନ ସମୟ ରେ ସାରା ଓଡ଼ିଶା ରେ ଖେଳି ଯିବା ପରେ ଏବେ ସାରା ଓଡ଼ିଶା ରେ ଶୋକ ର ଛାୟା ଖେଳି ଜାଇଛି ଓଡ଼ିଶା ର ମୂଖ୍ୟ ମନ୍ତ୍ରୀ ରାଜ୍ୟ ପାଳ ଶ୍ରୀ ଗଣେଶୀ ଲାଲ୍ ଙ୍କ ପତ୍ନୀ ବିୟୋଗ ରେ ଶୋକ ପ୍ରକାସ କରିଛନ୍ତି ।
ସେମିତି ରେ ଆପଣ ମାନେ ଜାଣି ଥିବେ ଏହି ଦିନ ମାନଙ୍କ ରେ କୋରନା ର ସ୍ଥିତି ପୁଣି ଥରେ ବିଗିଡି ଯିବାରେ ଲାଗି ଥିବା ବେଳେ ଏହି କୋରନା ବହୁତ ବରିଷ୍ଟ ବ୍ୟକ୍ତି ମାନଙ୍କ ଜିବନ ନେବାରେ ଲାଗିଛି ସେମିତି ରେ ଓଡ଼ିଶା ର ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍ ଙ୍କ ପତ୍ନୀ ବି ତାଙ୍କ ମଧ୍ୟ ରୁ ଜଣେ ଆମେ ଆମର ଟିମ୍ ତରଫ ରୁ ତାଙ୍କୁ ଅଶୃଳ ଶ୍ରଦ୍ଧାଞଳୀ ଦେଉଛୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।