ଶିକ୍ଷୟତ୍ରୀ ପ୍ରତିଦିନ ଛାତ୍ର ସହ କରୁଥିଲେ ଏପରି କାମ । ଜାଣିଲେ ହେବେ ଆଶ୍ଚର୍ଯ୍ୟ ଦେଖନ୍ତୁ

tichar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶିକ୍ଷୟତ୍ରୀ ପ୍ରତି ଦିନ ଛାତ୍ର ମାନଙ୍କୁ ଘରକୁ ଡାକୁ ଥିଲେ ଏବଂ କଣ ସବୁ କରୁ ଥିଲେ ସେହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ ,ସେମିତି ରେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟରେ ଗୁରୁ ଶିଶ୍ୟ ମାନଙ୍କ ସଂମ୍ପର୍କ କେମିତି ରହୁଛି ଏବଂ ଏହା ଏକ ପବିତ୍ର ସଂମ୍ପର୍କ କବିଲେ ଚଳିବ ହେଲେ ବନ୍ଧୁଗଣ ଏଠାରେ ଜଣେ ମହିଳା ଶିକ୍ଷୟତ୍ରୀ ଜଣେ ଛାତ୍ର ଙ୍କ ସହିତ ଶାରୀରିକ ସଂମ୍ପର୍କ ରଖିଛନ୍ତି । 29 ବର୍ଷ ର ଏହି ଶିକ୍ଷୟତ୍ରୀ 16 ବର୍ଷ ର ଦୁଇ ଛାତ୍ର ଙ୍କ ସହିତ ଶାରୀରିକ ସଂମ୍ପର୍କ ରଖି ଥିବା ବେଳେ ବର୍ତମାନ ସମୟ ରେ ଏହାକୁ ନେଇ ଅଭିଯୋଗ ଆସିଛି ଘଟଣା ଅନୁସାରେ ମଧ୍ୟ ବିଦ୍ୟାଳୟ ର ଜଣେ ଶିକ୍ଷୟତ୍ରୀ ଜଣେ ନାବାଳକ ଅର୍ଥାତ୍ 16 ବର୍ଷ ର ପିଲା ସହିତ 8 ରୁ 9 ଥର ଶାରୀରିକ ସଂମ୍ପର୍କ ରଖିବା ଅଭିଯୋଗ ଆସିଛି ।romance

ସେମିତି ରେ ସୂଚନା ମୁତାବ ଶିକ୍ଷୟତ୍ରୀ ଙ୍କ ନାମ ଏଲରା ସିର୍ଭା ତାକର ବୟସ 29 ବର୍ଷ ସେ ଜାଚାରି ର ମଧ୍ୟ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ରହିଛନ୍ତି, ସେମିତି ରେ ଖବର ଅନୁସାରେ ପାଖାପାଖି ଗୋଟିଏ ବର୍ଷ ହେବ ଏହି ଶିକ୍ଷୟତ୍ରୀ ନିଜର ଛାତ୍ର ମାନଙ୍କ ସହିତ ଏମିତି ଭାବେ ଶାରୀରିକ ସଂମ୍ପର୍କ ରଖି ଆସୁଛନ୍ତି ବୋଲି ଜଣା ପଡ଼ିଛି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ ଏହି ଘଟଣା ଏଲରା ଙ୍କ ଜଣା ପଡି ନ ଥାନ୍ତା ଯଦି ସେ କୈଣସି ପ୍ରମାଣ ଛାଡି ନ ଥାନ୍ତେ । ସେମିତି ରେ ସୂଚନା ଦେବୁ କି ସେ ନିଜର ନଗ୍ନ ଫୋଟ କୁ ସ୍କୁଲ ମେଲ୍ ଆଇଡି ରୁ ତାଙ୍କର ବିଭିନ୍ନ 15 ବର୍ଷ ର ଛାତ୍ର ମାନଙ୍କୁ ପଠେଇ ଚାଲି ଥିଲେ ।

ଜାହା ପରବର୍ତି ସମୟ ରେ ପ୍ରମାଣ ସ୍ୱରୁପ ଜଣା ପଡି ଥିଲା ,ସେମିତି ରେ ଏଠାକାର ପିଲା ମାନଙ୍କ କହିବା କଥା କି ତାଙ୍କୁ ତାଙ୍କର ଶିକ୍ଷୟତ୍ରୀ ନିଜର ଘରକୁ ନେଇ ଯାଉ ଥିଲେ ଏବଂ ଘରେ ନିଜର ଛୋଟ ପୁଅ କ ଉପସ୍ଥିତି ସ୍ୱତେ ବି ବାରମ୍ବାର ତାଙ୍କ ସହିତ ଶାରୀରିକ ସଂମ୍ପର୍କ ରଖୁ ଥିଲେ ,ଛାତ୍ର ଜଣଙ୍କ ଏହି କଥା ର ଅଭିଯୋଗ ଆଣିଛନ୍ତି କି ସେ ତାଙ୍କୁ ବହୁତ ଥର ଏମିତି ଡ୍ରକ୍ସ ଦେଉ ଥିଲେ ।romance

ଏମିତି କ୍ଷେତ୍ର ରେ ଏମିତି 8 ରୁ 9 ଥର ହେବା ପରେ ପରେ ଏଲରା ସେହି ଛାତ୍ର କୁ ଚୁପ୍ ରହିବା ପାଇଁ କହି ଥିଲେ ଯେପରି କି ସେମାନଙ୍କ ପରିବାର ଉପରେ କୈଣସି ଆଞ୍ଚ ନ ଆସେ ହେଲେ ସେମିତି ରେ ପୋଲିସ୍ ଏହାକୁ ଧରି ଦେଇ ଥିବା ବେଳେ ବର୍ତମାନ ସମୟ ରେ ସେହି ଛାତ୍ର ଏବଂ ଶିକ୍ଷୟତ୍ରୀ ଙ୍କୁ ଗିରୋଫ କରିଛି, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *