ଡିସେମ୍ବର ୧ରୁ ମାଡିଆସୁଛି ବାତ୍ୟା ବୁରେଭି ! ଏହି ଅଞ୍ଚଳରେ କରି ପାରି ..

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାଣି ପାଗ ବିଭାଗ ପକ୍ଷ୍ୟ ରୁ କିଛି ନୂଆ ରିପୋର୍ଟ ଜାରି ହୋଇଛି ମାଡି ଆସୁଛି ଆଉ ଏକ ନୂଆ ବାତ୍ୟା ଜାହାର ନାମ ରହିଛି ବିରେଭୀ ଏବଂ ସେମିତି ରେ ଆପଣ ମାନେ ଜାଣି ଥିବେ ଏହି ଦିନ ରେ ଗୋଟିଏ ବାତ୍ୟା ନିଭାର୍ କେମିତି ତାମିଲ୍ ନାଡୁ ଅଞ୍ଚ ରେ କ୍ଷେତି କରେଇଛି ଏବଂ ଏହାର ପ୍ରଭାବ ରେ ଗତ କାଲି ରାଜ୍ୟ ରେ କିଛି ସ୍ଥାନ ରେ ବର୍ଷା ହେବା ସହିତ ଆଜି ବି କିଛି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ଏହାରି ମଧ୍ୟ ରେ ପୁଣି ମାଡି ଆସୁଛି ନଭେମ୍ବର 30 ରୁ ଡିସେମ୍ବର 1 ମଧ୍ୟ ରେ ଆଉ ଏକ ବାତ୍ୟା ଜାହାର ନାମ ରହିଛି ବୁରେଭୀ ସେମିତି ରେ ଏହି ଦିନ ରେ ନିଭାର ନାମକ ବାତ୍ୟା ଯେଉଁ ସ୍ଥାନ ରୁ ସୃଷ୍ଟି ହୋଇ ଥିଲା ଠିକ୍ ସେହି ସ୍ଥାନ ରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି ଏବଂ ଏହା ଘନିଭୂତ ହେଲେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବା ସହିତ ଡିସେମ୍ବର 30 ଏବଂ ଡିସେମ୍ବର 1 ତାରିଖ ରେ ବର୍ଷା ହୋଇ ପାରେ ବୋଲି ପୂର୍ବାନୁମାନ କରା ଜାଉଛି ।batya

ତେବେ ବର୍ତମାନ ସମୟ ରେ ସୃଷ୍ଟି ହେଉ ଥିବା ଲଘୁଚାପ ର ସ୍ଥିତି ସ୍ପଷ୍ଟ ନଭେମ୍ବର 29 ତାରିଖ ରେ ହେବ ବୋଲି ଜଣା ପଡିଛି ଏହିଥି ପାଇଁ ଡିସେମ୍ବର 30 ଏବଂ ଡିସେମ୍ବର 1 ତାରିଖ ରେ ବର୍ଷା ହୋଇ ପାରେ ବୋଲି IMD ମଧ୍ୟ କହିଛି ଭାରତ ମହାସାଗର ର ଉତ୍ତର ରେ ଚଳିତ ବର୍ଷ ସୃଷ୍ଟି ହୋଇ ଥିବା ଘୂର୍ଣ୍ଣିଂ ବାତ୍ୟା ମଧ୍ୟରୁ ନିଭାର ଥିଲା ଚତୁର୍ଥ ହେଲେ ଏହା ପୂର୍ବ ରୁ ଯେଉଁ ସବୁ ବାତ୍ୟା ସୃଷ୍ଟି ହୋଇ ଥିଲା ତାହା ମହାରାଷ୍ଟ୍ର ଆଡକୁ ଗତି କରି ଥିବା ବେଳେ ଏଠାରେ ସୃଷ୍ଟି ହୋଇ ଥିବା ଆମ୍ଫାନ୍ ଭୂ ଭାଗ କୁ ପ୍ରବେଶ କରି ବ୍ୟାପକ କ୍ଷେୟ କ୍ଷେତି ବି କରି ଥିଲାburevi

ଏବଂ ପୁଣି ଥରେ ସେହି ସ୍ଥାନ ରେ ସୃଷ୍ଟି ହେବାକୁ ଜାଉ ଥିବା ଲଘୁଚାପ ଯେଉଁ ରୂପ ନେବ ସେହି ବିଷୟ ରେ ନଭେମ୍ବର 29 ବେଳକୁ ଜଣା ପଡିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *