ସାଥି କଳାକାରଙ୍କ ସଂପର୍କରେ ଏମିତି କହିଲେ ରାନୀ

rani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡ଼ିଆ ଯାତ୍ରା ଜଗତ ର ରାନୀ ପଣ୍ଡା ଙ୍କୁ କିଏ ବା ନ ଜାଣେ ବିବାଦ ରେ ହେଉ କିମ୍ବା ସାହାଯ୍ୟ କରି ହେଉ ସବୁ ଥିରେ ନିଜର ଆଗଭରା ଦେଖେଇ ଥିବା ଏହି ଅଭିନେତ୍ରୀ ରାନୀ ପଣ୍ଡା ଏବେ ପୁଣି ଥରେ ଚର୍ଚ୍ଚା ରେ ରହିଛନ୍ତି । ଏହି ଦିନ ରେ ସେ ହାତ ରେ ମଦ ବୋତଲ୍ ଧରିଛନ୍ତି ଏବଂ ଆଉ ଗୋଟିଏ ହାତରେ ସେ ସିଗାରେଟ୍ ଧରି ଭାଇରଲ ହୋଇ ଥିବା ଫୋଟ ସୁଟ୍ ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ , ସେମିତି ରେ ସେହି ସବୁ ଭାଇରଲ ହେବା ପରେ ପରେ ଏମିତି ବହୁତ ଭିଡ଼ିଓ ମାନ ରାନୀ ପଣ୍ଡା ଙ୍କର ଭାଇରଲ ହୋଇ ଥିବା ବେଳେ ସେ ଚର୍ଚ୍ଚା ର ବିଷୟ ରେ ବନି ରହି ଥିଲେ , ସେହି ପରି କ୍ଷେତ୍ର ରେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ବର୍ତମାନ ସମୟ ରେ ରାନୀ ପଣ୍ଡା ଙ୍କ ଆଉ ଏକ ଭିଡ଼ିଓ ଭାଇରଲ ହୋଇ ଥିବା ବେଳେ ଯେଉଁ ଥିରେ ସେ ସାଥି କଳାକାରଙ୍କ ସଂପର୍କରେ ଏମିତି କିଛି କହି ଥିବାର ଦେଖିବା ପାଇଁ ମିଳି ଥିଲେ ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ,rani

ସେ ସେହି ଥିରେ କହିଛନ୍ତି କି ମତେ ବିବାଦିତ କରି ଥିବା କଳାକାର ମାନେ କଣ କହିଲେ ଏବେ ବି ମୋର ମନେ ରହିଛି ସେମାନେ କହି ଥିଲେ କି ତାର ଢଙ୍ଗ ରଙ୍ଗ କଥା ବର୍ତା , ଏବଂ ଚାଲି ଚଳନ କିଛି ବି ଠିକ୍ ନାହିଁ ଏବଂ ସେ ଜଣେ ବେସ୍ୟା ଟେ ସେ ଜଣେ ଉଲଗ୍ନ ଲାଚୁ ଥିବା ନର୍ତକୀ ଅଟେ ଏହି ସବୁ ଉପରେ ଯେଉଁ ସବୁ କଳାକାର ମାନେ ତାଙ୍କୁ କହି ଥିଲେ ସେମାନଙ୍କୁ ଏହି ଦିନ ରେ ରାନୀ ପଣ୍ଡା ଜବାବ୍ ଦେଇ ଥିବାର ଦେଖିବା ପାଇଁ ମିଳିଛନ୍ତିrani

ଏବଂ ସେହି ଥିରେ ସେ ନିଜର ମନ ଇଚ୍ଛା ଗାଳୀ ଦେଇ ଥିବା ବେଳେ ଏହି ଭିଡ଼ିଓ ବର୍ତମାନ ସମୟ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥିବା ବେଳେ ଆପଣ ମାନେ ବି ତାଙ୍କର ଏହି ଭିଡ଼ିଓ କୁ ନିଶ୍ଚିତ ଭାବେ ଦେଖି ପାରିବେ ତଳେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *