ଝିଅ ମାନଙ୍କର ବଡ଼ ଥିଲେ (ଏହି ଅଙ୍ଗ) – ଜାଣନ୍ତୁ କଣ ହୋଇଥାଏ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ମହିଳା ମାନଙ୍କର ଶରୀର ର ଏହି ଅଙ୍ଗ ଟି ବଡ ହୋଇ ଥିଲେ ସେମାନେ ପୁରୁଷ ମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି ଏବଂ ସେମାନେ ଯେଉଁ ଘରକୁ ଜାଇ ଥାନ୍ତି ସେହି ଘର ଧନ ଧାନ୍ୟ ରେ ପରି ପୂର୍ଣ୍ଣ ହୋଇ ଥାଏ , ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା କଣ ସେହି ଅଙ୍ଗ ପ୍ରାଚୀନ କାଳ ରୁ ହିଁ ମହିଳା ମାନଙ୍କ ଶରୀର କୁ ନେଇ ବହୁତ ଅଧ୍ୟୟନ ଏବଂ ରିସର୍ଚ୍ଚ କରା ଜାଇଛି । ଆମର ପୁରାଣ ବି କେତେକ ସ୍ଥାନ ରେ ଏହି ବିଷୟ ରେ ଲେଖା ହୋଇଛି କି ମହିଳା ଏବଂ ପୁରୁଷ ମାନଙ୍କ ଅଙ୍ଗ ସେମାନଙ୍କ ବିଷୟ ରେ କଣ କହିଥାଏ ସେମିତି ରେ ବହୁତ ସମୟ ରେ ଆମେ ମାନେ ଦେବୀ ମାନଙ୍କ ରୂପ ରୁ ଫୋଟ ରେ ଦେଖି ଥାନ୍ତି କି ସେମାନଙ୍କ ଚୁଟି ଲମ୍ଭା ହୋଇ ଥାଏ ।women

ସେମିତି ରେ ମହିଳା ମାନଙ୍କ ଲମ୍ଭା ବାଳ ରହି ଥିଲେ ସେମାନେ କାର୍ଯ୍ୟ କରିବାରେ ସୁଶିଳ ହୋଇ ଥାନ୍ତି ,ଏହି ପରି ସ୍ତ୍ରୀ ମାନେ ପରିବାର କୁ ସବୁ ବେଳେ ଯୋଡି କରି ରଖନ୍ତି ,ସେହି ପରି ଯେଉଁ ସ୍ତ୍ରୀ ର ନାକ ବି ଲମ୍ବା ହୋଇ ଥାଏ ଏବଂ ଯେଉଁ ମହିଳା ଙ୍କ ନାକର ଅଗ୍ର ଭାଗ ରେ କଳା ଜାଇ ରହି ଥାଏ ସେମାନେ ବହୁତ ଶୈଭାଗ୍ୟ ଶାଳୀ ହୋଇ ଥାନ୍ତି ସେହି ପରି ଦୁଇ ରେ ହେଲା ଜିଭ ଯେଉଁ ସ୍ତ୍ରୀ ର ଜିଭ ଲମ୍ବା ହୋଇ ଥାଏ । ଏହି ପରି ସ୍ତ୍ରୀ ମାନେ ବହୁତ ସୈଭାଗ୍ୟ ଶାଳୀ ହୋଇ ଥାନ୍ତି ,ଏହି ପରି ସ୍ତ୍ରୀ ମାନେ ଘର କୁ ସୁଖ ଏବଂ ସମୃଦ୍ଦି ଏବଂ ବୈଭବ ଆଣି ଥାଏ ।had

ସେହି ପରି ଯେଉଁ ସ୍ତ୍ରୀ ର ମୁହଁ ଗୋଲଲ ବା ଚମକିବା ବାଲା ମୁହଁ ହୋଇ ଥାଏ ସେହି ପରି ସ୍ତ୍ରୀ ମାନେ ଅତ୍ୟନ୍ତ ସୈଭାଗ୍ୟ ଶାଳୀ ହୋଇ ଥାନ୍ତି । ହେଲେ ଯେଉଁ ପୁରୁଷ ର ମୁହଁ ସ୍ତ୍ରୀ ର ମୁଖ ପରି ହୋଇ ଥାଏ ସେମାନେ ସନ୍ତାନ ହୀନ ହୋଇ ଥାନ୍ତି, ସେହି ପରି ଲମ୍ବା ଆଙ୍ଗୁଠୀ ,ଏହା ଅତ୍ୟନ୍ତ ଦୁର୍ଲଭ କାର୍ଯ୍ୟ ଅଟେ କି ସ୍ତ୍ରୀ ର ଆଙ୍ଗୁଳୀ ଲମ୍ବା ଅଟେ ସେହିଥି ପାଇଁ ଶାସ୍ତ୍ର ରେ କୁହା ଜାଇଛଛି କି ଲମ୍ବା ଆଙ୍ଗୁଳୀ ରହି ଥିବା ସ୍ତ୍ରୀ ସର୍ବଦଦା ଭାଗ୍ୟଶାଳୀ ହୋଇ ଥାନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *