ପରିବା ବିକାଳୀ ସହ କୋଟିପତି ଝିଅକୁ ହେଇଗଲା ପ୍ରେମ । ଆଉ ତା ପରେ ଜାହା ହେଲା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 38 ବର୍ଷ ର ମହିଳା ଙ୍କୁ ଜଣେ ପରିବା ବେପାରୀ ଙ୍କ ସହିତ ହୋଇ ଗଲା ପ୍ରେମ ଏବଂ ପରେ ପରେ ସେ ପରିବା ବେପାରୀ ଙ୍କୁ ଦେଲେ କୋଡିଏ କୋଟି ଟଙ୍କା ତେବେ ବନ୍ଧୁଗଣ ସଂମ୍ପର୍ଣ୍ଣ ଘଟଣା ଟି ଆପଣ ମାନେ ପଢନ୍ତୁ ନିଶ୍ଚିତ ଭାବେ ଆପଣ ମାନେ ଜାଣି ପାରିବେ ବର୍ତମାନସମୟ ରେ ଚୀନ ରେ ଏକ ନବ ବିବାହୀତ ଦମ୍ପତୀ ଙ୍କୁ ଚର୍ଚ୍ଚା ରେ ରଖା ଜାଇଛି , 38 ବର୍ଷ ର ଜଣେ ମହିଳା 23 ବର୍ଷ ର ଜଣେ ଯୁବକ ଙ୍କୁ ବିବାହ କରି ବର୍ତମାନ ସମୟ ରେ ଚର୍ଚ୍ଚା ରେ ରହିଛନ୍ତି । ତେବେ ମହିଳା ଙ୍କ ଶାଶୁ ତାଙ୍କ ଠାରୁ ମାତ୍ର ଏକ ବର୍ଷ ର ବଡ ଅଟନ୍ତି ଏହି ବିବାହ ଟି ଗତ ମାସ ରେ ହୋଇ ଥିବା ବେଳେ ଏହି ଫୋଟ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି , ତେବେ ବର ଏବଂ କନ୍ୟା ଙ୍କ ବୟସ ମଧ୍ୟରେ 15 ବର୍ଷ ର ଫରକ୍ ରହିଛି ।pariba

ହେଲେ ସେମାନଙ୍କ ବିବାହ ପୂର୍ବ ରୁ ପରସ୍ପର ସହିତ ସଂମ୍ପର୍କ ରଖି ଥିଲେ ଏବଂ ମହିଳା ଜଣଙ୍କ ଗର୍ଭବତୀ ହୋଇ ଜାଇ ଥିଲେ ଏବଂ ପରେ ସେମାନ ଦୁହେଁ ବିବାହ କରିବା ପାଇଁ ନିସ୍ପତି ନେଇ ଥିଲେ ଯୁବକ ଜଣଙ୍କ ତାଙ୍କର ପିତା ଙ୍କ ଆଗରେ ବିବାହ ପ୍ରସ୍ତାବ ରଖିଲେ ହେଲେ ଯୁବତୀ ଙ୍କ ବୟସ ଅଧିକ ରହି ଥିା ଯୋଗୁଁ ବାପା ମାଆ ରାଜି ହୋଇ ନ ଥିଲେ ଏବଂ ପରେ ପରେ ଯୁବତୀ ସେହି ଯୁବକ ଙ୍କ ପରିବାର କୁ 66 ଲକ୍ଷ ଟଙ୍କା ଦେଇ ବିବାହ କରି ଥିବାର ଜଣା ପଡିଛି ।girl

ଏବଂ ଏହା ସହିତ ଏକ କାର ମଧ୍ୟ ଯୈତୁକ ରେ ଦେଇ ଥିବାର ଜଣା ପଡିଛି ଏବଂ ଏହା ଦେଖି ପୁଅ ର ଘର ଲୋକ ମାନେ ରାଜି ହୋଇ ଜାଇ ଥିଲେ ଏହା ସହିତ ସେ ସଂମ୍ପର୍ଣ୍ଣ 20 କୋଟି ର ଉପହାର ଆଣି ଥିଲେ ପୂର୍ବ ରୁ ବିବିହାର କରି ସାରି ଥିବା ମହିଳା ଜଣଙ୍କର ପୂର୍ବ ରୁ ଜଣେ ପୁଅ ରହି ଥିବା ବେଳେ ବର୍ତମାନ ସମୟ ରେ ଏହି ଦମ୍ପତୀ ଙ୍କ ବିବାହ ବର୍ତମାନ ସମୟ ରେ ଚର୍ଚ୍ଚା ରେ ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *