ଦିଅର ସହ ଲୁଚି ଲୁଚି କରୁଥିଲେ ଖେଳ ଭାଉଜ ତାପରେ ଏପରି କିଛି ହେଲା ଦେଖନ୍ତୁ ଜାଣିପାରିବେ

bhabi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିଅର ଙ୍କ ପ୍ରେମ ରେ ପଡିଗଲେ ଭାଉଜ ଏବଂ ଲୁଚି ଲୁଚି କରୁ ଥିଲେ ଖେଳ ସଂମ୍ପର୍ଣ୍ଣ ଘଟଣା ବିଷୟ ରେ ଜାଣନ୍ତୁ ପରେ ଯେଉଁ ପରି ଘଟଣା ଏଠାରେ ହେଲା ଆପଣ ମାନେ ଜାଣିଲେ ମଧ୍ୟ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ . ମିଳି ଥିବା ସୂଚନା ଅନୁସାରେ ଝିଅଙ୍କ ନାମ ଥିଲା ମଞୁରୀୂ କର ଏବଂ ସେ ଉତ୍ତର ପ୍ରେଦଶ ଦେଓ ଗଡ ଜିଲ୍ଲା ରେ ରହିଥାନ୍ତି । ,ଏବଂ ତାଙ୍କର ବିବାହ 2009 ମସିହା ରେ ହୋଇ ଥିଲା ଏବଂ କୁମ୍ଭ କଳା ଥାନା ଅନ୍ତର୍ଗତ ଏକ ଯୁବକ ଙ୍କ ସହିତ ହୋଇ ଥିଲାଏବଂ ତାଙ୍କର ପତି ବିଦେଶ ରେ ଚାକିରୀ କରି ଥିଲେ ।bhabi

ଏବଂ ଏଠାରେ କହିବା ପାଇଁ ଚାହିଁବୁ କି ତାଙ୍କର ଜଣେ ସଂମ୍ପର୍କିୟ ଦିଅର ମଧ୍ୟ ରହି ଥିଲେ ଯିଏ ତାଙ୍କ ଘରକୁ ବହୁତ ସମୟରେ ଯିବା ଆସିବା ମଧ୍ୟ କରୁ ଥିଲେ , ଏବଂ ଏହି ମଧ୍ୟରେ ତାଙ୍କର ଦିଅକ ଙ୍କ ସହିତ ଅନୈତିକ ସଂମ୍ପର୍କ ଗଢି ଉଠି ଥିଲା ଏବଂ ଦିଅର ସେଠାରେ ତାଙ୍କୁ ବିବାହ କରିବେ ବୋଲି ପ୍ରଲଭନ୍ନ ଦେଖେଇ ଅଶ୍ଲୀଳ ଭିଡ଼ିଓ ମଧ୍ୟ କରି ଥିଲେ , ସେମିତି ରେ ବେଳେ ଏହି ସବୁ ମଧ୍ୟ ରେ ଯୁବତୀ ଜଣଙ୍କ ଏହି ପପୂର୍ବ ପ୍ରେମୀ ଙ୍କୁ ବିବାହ କରିବା ପାଇଁ ପ୍ରଥମ ସ୍ୱାମୀ ଙ୍କୁ ସେ ଛାଡପତ୍ର ଦେଇ ଦେଇ ଥିଲେ , ହେଲେ ବର୍ତମାନ ସମୟ ରେ ସେହି ଦିଅର ତାଙ୍କୁ ବିବାହ କରିବା ପାଇଁ ରାଜି ହୋଇ ନଥିବା ବେଳେ ସେହି ଅଶ୍ଲିଳ ଭିଡ଼ିଓ କୁ ନେଇ ଦମକ୍ ମଧ୍ୟ ଦେଇଛନ୍ତି ,vhabi

ବର୍ତମାନ ସମୟ ରେ ବିବାହିତ ମହିଳା କଣ କରିବେ ସେହି ବିଷୟ ରେ କିଛି ବି ବୁଝି ପାରୁ ନ ଥିବା ବେଳେ ବର୍ତମାନ ସମୟ ରେ ସେ ପୋଲିସ୍ ର ସାହାରା ନେଇ ଥିବାର ଦେଖିବା ପାଇଂ ମିଳିଛନ୍ତି , ଏବଂ ପୋଲିସ୍ ଏଠାରେ କୈଣସି ପ୍ରକାରର ସହାଯ୍ୟ କରି ପାରିବ ନାହିଁ ବୋଲି କହି ଥିବା ଦେଖିବା ପାଇଁ ମିଳିଛି, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *