ଆଜିର ସବୁଠୁ ବଡ ଖବର – ପୁଣି ଏହି ଦିନଠୁ ଲାଗୁ ହେବ ଲକ ଡାଉନ

news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ପ୍ରଥମ ବଡ ଖବର ଟି ହେଲା ବୋଙ୍ଗୋପ ସାଗର ରେ ବାତ୍ୟା ଆଶଂକା ବିଭିନ୍ନ ସ୍ଥାନ ରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ବଢିବାରେ ଲାଗିଛି ଏବଂ ବଢିବ ଶୀତ ର ପରିମାଣ ରେ ଆଭ୍ୟନ୍ତରଣୀୟ ଓଡ଼ିଶା ଘୂର୍ଣ୍ଣିଂ ବଳୟ ପାଇଁ ରାଜ୍ୟ ରେ ବିଭିନ୍ନ ସ୍ଥାନ ରେ ହାଲୁରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । ଆଜି ମଧ୍ୟ ଦକ୍ଷିଣ ଓଡ଼ିଶା ର କେତେକ ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି ,rain

ସେହି ପରି ବର୍ତମାନ ସମୟ ରେ ବଙ୍ଗୋପ ସାଗର ର କେନ୍ଦ୍ରିୟ ଅଞ୍ଚଳ ରେ ଲଘୁଚାପ ରହିଛି ଏହା ଘନିଭୂତ ହୋଇ ଅବପାତ ର ରୂପ ନେବ ସେହି ପରି ବେଳେ ଏହା ଅବପାତ ହୋଇ ବାତ୍ୟା ର ରୂପ ନେବ ବୋଲି କୁହା ଜାଇ ପାରିବ ନାହିଁ ଏହାର ପ୍ରଭାବ ରେ 25 ଏବଂ 26 ତାରିଖ ବେଳ କୁ ପାଗ ମେଘୁଆ ରହି ପାରେ ଦକ୍ଷିଣ ଓଡିଶା ରେ କିଛି ବର୍ଷା ବି ହୋଇ ପାରେ ଏବଂ ସେହି ସମୟ ରେ ପୁଣି ଥଣ୍ଡା କମିବାର ସମ୍ଭାବନା ରହିଛି , ତେବେ ପରବର୍ତୀ ଖବର ଟି ହେଲା 25 ବର୍ଷ ପରେ ଶ୍ରୀ ମନ୍ଦିର ରେ ଅନୁଷ୍ଟିତ ହେବ ଜଗନ୍ନାଥ ଙ୍କର ନାଗାର୍ଜୁନ ବେଶ ମହା ପ୍ରଭୁ ଙ୍କ ଏହି ନାଗାର୍ଜୁନ ବେଶ ବେଶ ପାଇଁ ପୁରୀ ଶ୍ରୀ ମନ୍ଦିର ରେ ପ୍ରସ୍ତିତି ଚାଲିଛି ଏବଂ ଆସନ୍ତା 27 ତାରିଖ ରେ ଏହା ଅନୁଷ୍ଚିତ ହେବ ଦିର୍ଘ 25 ବର୍ଷ ପରେ ଏହି ବର୍ଷ ନାଗାର୍ଜୁନ ବେଶ ରେ ଦେଖା ଦେବେ ତିନି ଠାକୁର 1994 ମସିହା ରେ ଏହି ବେଶ ଅନୁଷ୍ଟିତ ହୋଇ ଥିଲା ତେବେ ଚଳିତ ବର୍ଷ କୋରନା ପାଇଁ ଏହି ବେଶ କୁ ଶ୍ରଦ୍ଧାଳୁ ମାନେ ଦେଖି ପାରିବେ ନାହିଁ ,raining

ତେବେ ପରବର୍ତି ଖବର ଟି ହେଲା ପୁଣି ହୋଇ ପାରେ ଭାରତ ରେ ଲକଡାଉନ୍ ପୁଣି ଫେରିଲା କୋରନା ଭାରତ ରେ ବର୍ତମାନ ସମୟ ରେ କୋରନା ମହାମାରୀ କମିବାର ନାମ ନେଉ ନାହିଁ ଦେଶ ରେ ପୁଣି ଥରେ କୋରନା ର ଆତଙ୍କ ଫେରିଛି ସୁରକ୍ଷା ଦୃଷ୍ଟି ରୁ ବର୍ତମାନ ସମୟରେ ଭାରତ ର କିଛି ବଡ ସହର ମାନଙ୍କ ରେ ରାତ୍ରୀ କାଳିନ କର୍ଫ୍ୟୁ ଜାରି କରିଛି , ଏହା ଦ୍ୱାରା ଭାରତ ପୁଣି ଲକଡାଉନ୍ ମୁହାଁ ହେବାର ଆଶଂକା ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *