ଏମିତି ପେଟ୍ରୋଲ ଚୋରି କରୁଛନ୍ତି ପେଟ୍ରୋଲ ଟାଙ୍କି ମାନେ – ରୁହନ୍ତୁ ସାବଧାନ

patrul

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚିଙ୍ଗୁଡି ଘେରି ଟ୍ରୋଲର ରେ ଡିଜେଜ୍ ବ୍ୟବହାର ପାଇଁ ବ୍ୟକ୍ତି ଗତ ଭାବେ ଡିଜେଲ୍ ପମ୍ଫ ର ଅନୁମତି ଦିଆ ଜାଇଛି ରାଜନଗର ବ୍ଲକ୍ ତାଳଚୁଆ ର ରାଜେନ୍ଦ୍ର ନଗର ମୈଜା ରେ ଏକ ବ୍ୟକ୍ତିଗତ ଡିଜେଲ୍ ପମ୍ପ ଖୋଲା ଜାଇଛି ଇଣ୍ଡିଆନ ଓୟେଲ ତରଫ ରୁ ସି ଫୁଡ୍ ର ମାଲିକ ଏସ୍ ଏସ୍ ଟି ପକ୍ଷରୁ ଏହି ଡିଜେଲ୍ ପମ୍ଫ ଖୋଲିବା ପାଇଁ ଅନୁମତି ଦିଆ ଜାଇଛି ମାତ୍ର ଏଠାରେ ପ୍ରତ୍ୟେକ ଦିନ ଶହ ଶହ ଲିଟର ତେଲ କଳାବଜାରୀ ହେଉ ଥିବାର ଦେଖିବା ପାଇଁ ମିଳିଛି , ଏବଂ ଏହି ବ୍ୟକ୍ତିଗତ ପମ୍ପ ର ମାଲିକ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ହୋଇ ଥିବାରୁ ସବୁ ଜାଣି ସ୍ଥାନିୟ ପ୍ରଶାସନ ଏବଂ ଲୋକ ମାନେ ଚୁପ୍ ବସି ଥିବା ନେଇ ଅଭିଯୋଗ ହୋଇଛି ।ppp

ସେମିତି ରେ ମିଳି ଥିବା ସୂଚନା ଅନୁସାରେ ସରକାରୀ ଧାର୍ଯ୍ୟ ମୂଲ୍ୟ ରୁ ଅଧିକ ନେଇ ତେଳ ବିକ୍ରୀ କରୁ ଥିବାର ଅଭିଯୋଗ ହୋଇଛି ,ନିକଟରେ ତେଲ ଟାଙ୍କି ନ ଥିବାରୁ ବାହାର ଗାଡି ଆସିଲେ ତାଙ୍କୁ ତେଲ ବିକ୍ରୀ କରୁ ଥିବା ଶିକ୍ୱାର କରିଛନ୍ତି ଉକ୍ତ ମାଲିକ , ତେବେ ସମ୍ପୃକ୍ତ ଅଞ୍ଚଳ ରେ କୈଣସି ବ୍ୟବସାୟିକ ପେଟ୍ରୋଲ ପମ୍ପ ନ ଥିବା ବେଳେ 40 କିଲୋ ମିଟର ଦୂର ରେ ରାଜନଗର ପେଟ୍ରୋଲ ପମ୍ପ ରହି ଥିବା ବେଳେ ଉପାସନା ସି ଫୁଡ୍ ତେଲ ଟାଙ୍କି ତରଫ ରୁ ଖୋଲା ଖୋଲି ଭାବେ କଳାବଜାରି ହେଉଛି ।pppopp

ତେଳ ପକାଉ ଥିବା ଗ୍ରାହଣ ମାନଙ୍କୁ ରସିଦ୍ ଦିଆ ଜାଉ ନ ଥିବା ବେଳେ ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିଖ ଦର ରେ ବୀକ୍ରୀ କରୁ ଥିବାର ଅଭିଯୋଗ ହୋଇଛି ଏପରି କି ଏହି ପମ୍ଫ ରେ ଷ୍ଚୋକ୍ ରେଜିଷ୍ଟର ମେଣ୍ଟନ୍ ହେଉ ନ ଥିବାର ବି ଅଭିଯୋଗ ହୋଇଛି ଏବଂ ଏହା ସହିତ ଏଠାରେ ଡେନ୍ସିଟି ବି ମପାଜାଉ ନାହିଁ , ଏବଂ ଗ୍ରାମ ମଧ୍ୟ ରେ ଡିଜେଲ୍ ପମ୍ପ ହୋଇ ଥିବା ବେଳେ ସେଫ୍ଟି ପାଇଁ କୈଣସି ପଦକ୍ଷେପ ନିଆ ଜାଇ ନ ଥିବାର ଦେଖିବା ପାଇଁ ମିଳିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *