ସୁନା ହୋଇଗଲା ଭୟଙ୍କର ସସ୍ତା – ଏତେ ସସ୍ତା ଆଜେ ଜାଏ କେବେ ହୋଇ ନଥିଲା

gold-rate

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରେ ଉତ୍ସବ ପାଖେଇ ଆସିଲେ ଲୋକ ମାନେ ସୁନା ଦର କୁ ପଚାରି ଥାନ୍ତି ଦାମ୍ କମ୍ ରହି ଥିଲେ ସେମାନେ ବିଳମ୍ବ ନ କରି ସୁନା ଦୋକାନ ରେ ହାଜର ହୋଇ ଜାଇ ଥାନ୍ତି ଏବଂ ସେମାନେ କିଛି ସୁନା ଅଳଙ୍କାର କୁ ମଧ୍ୟ କିଣି ଆଣନ୍ତି ଏବଂ ଏବେ ଗ୍ରାହକ ଙ୍କ ପାଇଁ ଆସିଛି ଶୁବର୍ଣ୍ଣ ସୁଯୋଗ ବର୍ତମାନ ସମୟ ରେ ସୁନା ର ଦାମ୍ ବି କମିଛି ଗତ ଗୋଟିଏ ସପ୍ତାହ ହେଲା ସୁନା ର ଦାମ୍ 2.5 ପ୍ରତିଶତ ଏବଂ ରୂପା ର ଦାମ୍ 3.5 ପ୍ରତିଶତ ହ୍ରାସ ପାଇ ଥିବାର ଜଣା ପଡିଛି ସୁନା ରେକର୍ଡ ଦର ତୁଳନା ରେ ପାଖା ପାଖି ପ୍ରାୟ 8 ହଜାର ଟଙ୍କା ଯାଏ କମି ଜାଇ ଥିବାର ଜଣା ପଡିଛି ।

golds

ତେବେ ଆଜିର ନୂଆ ଦର କେତେ ରହିଛି ଏବଂ ଆପଣ ମାନେ କିଣିବା ପାଇଁ ଗଲେ କେତେ ଟଙ୍କା ଦେଇ କିଣିବେ ସେହି ବିଷୟରେ ସଂମ୍ପର୍ଣ୍ଣ ସୂଚନା ଆପଣ ମାନଙ୍କୁ ଦେବୁ । ସେମିତି ରେ ବନ୍ଧୁଗଣ 7 ଅଗଷ୍ଟ 2020 ରେ ସୁନା 10 ଗ୍ରାମ୍ ପ୍ରତି 56 ହଜାର 700 ଶହ ଟଙ୍କା ରହି ଥିବା ବେଳେ 25 ଅଗଷ୍ଟ ବେଳକୁ ଏହା 48 ହଜାର 500 କୁ ଖସି ଆସି ଥିଲା ଏବଂ ଏବେ ବି ସୁନା ଦାମ୍ ଖସି ଥିବାର ଜଣା ପଡିଛି ଆଜି ଦିଲ୍ଲୀ ର ସର୍ଫା ବଜାର ରେ 99.9 ପ୍ରତିଶତ ସୁଧ ସୁନା ର 10 ଗ୍ରାମ୍ ପିଛା 47907 ଟଙ୍କା ରୁ ଖସି 46350 ଟଙ୍କା ରେ ରହିଛି ।

gold

ସେହି ପରି ଆମେ ଓଡ଼ିଶା ଦର ବିଷୟ ରେ କହିବା ତେବେ ଆଜିର ଦିନ ରେ 400 ଟଙ୍କା ସସ୍ତା ଦେଖିବା ପାଇଁ ମିଳିଛି । ଆଉ ସେହି ପରି ବେଳେ 22 କେରେଟ୍ ର ଦାମ୍ ରେ ପ୍ରତି 10 ଗ୍ରାମ୍ ପିଛା 44705 ଦେଖିବା ପାଇଁ ମିଳିଛି , ଏହା ସହିତ ଆନ୍ତର୍ଜାତୀୟ ବଜାର ରେ ସୁନା ଦର ଆଗାକୁ ଏମିତି ପରିମାଣ ରେ ଖସିବ କି ଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ ବୋଲି ସୂଚନା ରହିଛି ।

gold

ତେବେ ଆପଣ ମାନେ ଏହି ଦିନରେ ସୁନା କିଣିବା ପାଇଁ ଚାହୁଁ ଥିଲେ ନିଶ୍ଚିତ ଭାବେ କିଣି ପାରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *