ଏବେ ଘରେ ବସି ବନାନ୍ତୁ ଡ୍ରାଇଭିଂ ଲାଇସେନ୍ସ, ଆପଣାନ୍ତୁ ଏହି ସହଜ ଉପାୟ

licens

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାତ୍ର ସାତ ଦିନ ରେ ମିଳିବ DL ନା ଦୈଡିବା ପାଇଁ ପଡିବ କୈଣସି ଅଫିସ୍ ନା ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗେଇବା ପାଇଁ ପଡିବ , କେବଳ ଘରେ ବସି ଆପଣ ମାନେ ଡ୍ରାଇଭିଂ ଲାଇସେନ୍ସ କୁ ମୋବାଇଲ ଦ୍ୱାରା ପ୍ରସ୍ତୁତ କରିପାରିବେ ,ଏବଂ ଆବେଦନ ର ସପ୍ତାହକେ ମଧ୍ୟ ରେ ଘରେ ପହଁଚି ଦିଆ ଯିବ ଡ୍ରାଇଭିଂ ଲାଇସେନ୍ସ ତେବେ ଆସନ୍ତୁ ଜାଣି ନେବା କଣ ରହିଛି ପ୍ରକ୍ରିଆ ସାଧାରଣ ଭାବେ ଗାଡି ଚଳେଇବା ପାଇଁ ହେଲେ ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଜରୁରୀ ଅଟେ ବିନା ଡ୍ରାଇଭିଂ ଲାଇସେନ୍ସ ରେ ଗାଡି ଚଳେଇବା ବେଆଇନ୍ ଘୋଷିତ ହେବ ଏହିଥି ପାଇଁ ଚାଳକ ଙ୍କ ପାଖରୁ ମୋଟା ଅଙ୍କ ରେ ଜୋରିମାନା ଆଦାୟ କରି ଥାଏ ଟ୍ରାଫିକ୍ ପୋଲିସ୍ ତେଣୁ ଏହାକୁ ନେଇ ଏହି ଦିନ ରେ ଏମିତି କିଛି ଯୋଜନା କୁ ବାହାର କରିଛନ୍ତି ଉତ୍ତର ପ୍ରଦେଶ ର ସରକାର ଏବଂ ଏହା ପାଇଁ କେବଳ 7 ଦିନ ର ସମୟ ସୀମା ଧାର୍ଯ୍ୟ କରିଛନ୍ତି ,license

ଏଣିକି RTO ର ଜାହାବି କାମ ରହି ଥିବ ତାହାକୁ କେବଳ 7 ଦିନ ମଧ୍ୟ ରେ ହିଁ ସେଷ କରିବା ପାଇଁ ପଡିବ କେବଳ ଏତିକି ନୁହେଁ ଗାଡି ର ରେଜିଷ୍ଟେସନ ପକ୍ରିଆ କୁ ମଂଧ୍ୟ ସରଳୀ କରଣ କରିବା ପାଇଁ କାର୍ଯ୍ୟାନୁଷ୍ଟାନ କରିଛନ୍ତି UP ସରକାର ଫଳ ରେ ଗାଡି ର ରେଜିଷ୍ଟସନ ପାଇଁ ଆଉ ମାଲିକ ଙ୍କୁ RTO ଅଫିସ୍ ର ଚକର କାଟିବା ପାଇଁ ପଡିବ ନାହିଁ । କିଣିବା ସମୟ ରେ ହିଁ ଗାଡି ମାଲିକ ମାନଙ୍କୁ ତୁରନ୍ତ ରେଜିଷ୍ଟେସନ ନମ୍ବର ପ୍ରଦାନ କରି ଦିଆ ଯିବ ।licens

ତେବେ ବର୍ତମାନ ସମୟରେ ପ୍ରାରମ୍ଭୀକ ଅବସ୍ଥା ରେ ଏହି ସବୁ କୁ UP ର ଦୁଇଟି ସହର ରେ ଲାଗୁ କରା ଜାଇ ଥିବା ବେଳେ କୈଣସି ବି ବ୍ୟକ୍ତି ଏଠାକୁ କୈଣସି ବି କାମ କରିବା ପାଇଁ ଯାଉଛନ୍ତି ତେବେ ଏହା ପାଇଁ ଟୋକନ୍ ନେବାକୁ ପଡିବ , ଜାହା ଫଳ ରେ ଲୋକ ମାନଙ୍କୁ ଏମିତି ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡିବ ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *