ମା ହୋଇଥିବା ହିରୋଇନ୍, ଦେଖନ୍ତୁ ଏ ବର୍ଷ ମା ବନିଥିବା ଓଡିଆ ହିରୋଇନଙ୍କ ଲିଷ୍ଟ

ueroin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବିଗତ ଦୁଇ ବର୍ଷ ମଧ୍ୟରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବହୁତ ଅଭିନେତ୍ରୀ ମାନେ ବିବାହ କରି ସାରିଛନ୍ତି ଆମେ ଆଜି ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟ ରେ କହିବୁ କି କେଉଁ ମାନେ ବିବାହ କରିବା ପରେ ମାଆ ହୋଇଛନ୍ତି ଗତ ଦୁଇ ତିନି ବର୍ଷ ମଧ୍ୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ କରି ସାରିଛନ୍ତି । ତେବେ ସେମାନଙ୍କ କଥା କହିବା ତେବେ ସେମାନଙ୍କ ମଧ୍ୟ ରୁ ପ୍ରିୟା ଚୈଧୁରୀ ,ଅର୍ପିତା କର , ଜିନା ସାମଲ , ଏବଂ ମାହୀ ମିଶ୍ର ଙ୍କ ପରି ଅଭିନେତ୍ରୀ ମାନେ ବିବାହ କରି ସାରିଛନ୍ତି , ଏବଂ ଆମେ ଆପଣ ମାନଙ୍କୁ ଦଖେଇବା ପାଇଁ ଏବଂ କହିବା ପାଇଁ ଚାହିଁବୁ କି କେଉଁ କେଉଁ ଅଭିନେତ୍ରୀ ମାନେ ବିବାହ କରିବା ପରେ ମାଆ ହୋଇଛନ୍ତି ।ranu

ସେମିତି ରେ ଆପଣ ମାନେ ଜାଣି ଥିବେ ଅନେକ ଅଭିନେତ୍ରୀ ମାନେ ବିବାହ କରିବା ପରେ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ଜାଇଛନ୍ତି । ଏବଂ ଅନେକ ଅଭିନେତ୍ରୀ ମାନେ ଏବେ ବି ଇଣ୍ଡଷ୍ଟ୍ରୀ ରେ କାମ କରୁଛନ୍ତି ତେବେ ଆପଣ ମାନଙ୍କୁ ଜଣେଇ ଦେବାକକୁ ଚାହିଁବୁ କି ପ୍ରଥମେ ଆସୁଛନ୍ତି ରାନୁ ଯାହାକୁ କି ଆପଣ ମାନେ ପ୍ରଥମ କରି ସିନ୍ଦୁର ବିନ୍ଦୁ ସିରିଏଲରେ ଏକଟିଙ୍ଗ କରୁଥିବାର ଦେଖିଥିବେ ଏବଂ ତାଙ୍କର ଏକଟିଙ୍ଗ କୁ ମଧ୍ୟ ଆପଣ ମାନେ ବେଶ ପସନ୍ଦ କରୁଥିଲେ , ଆପଣ ମାନେ ମଧ୍ୟ ଏହି ଭଡିଓରେ ରାନୁଙ୍କର ପୁଅକୁ ମଧ୍ୟ ନିଶ୍ଚିନ୍ତ ଭାବରେ ଦେଖିବାକୁ ପାଇଯିବେ ।pray

ଏହାପରେ ଆସୁଛନ୍ତି ପ୍ରିୟା ଯାହାକୁ କି ଆପଣ ମାନେ ହିରୋଇନ ଭାବରେ ଆମର ଓଲିଉଡ୍ ଇଣ୍ଡଷ୍ଟ୍ରୀ ର ଦେଖିବାକୁ ପାଇଥିଲେ ଏବଂ ବର୍ତମାନ ସମୟରେ ପ୍ରିୟା ଙ୍କର ପୁଅକୁ ମଧ୍ୟ ନିଶ୍ଚିନ୍ତ ଭାବରେ ଦେଖିବାକୁ ପାଇଯିବେ । ଏହା ପରେ ଆସୁଛନ୍ତି ଅର୍ପିତା କର ଯାହାକୁ କି ଆପଣ ମାନେ ଦୃର୍ଗା ଭାବରେ ବେଶେ ଭଲଭାବରେ ଜାଣିଥିବେ ଏବଂ ତାଙ୍କର ପୁଅକୁ ଏହି ଭଡିଓରେ ଦେଖିବାକୁ ପାଇଯିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *