ଦେଖନ୍ତୁ କେମିତି ଗଜଲକ୍ଷ୍ମୀ ପୁଜା କଲେ ଝିଲିକ ଓ ବର୍ଷା । ଭିଡିଓ ଭାଇରାଲ

jhilika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହେଉଛି ମାଆ ଗଜ ଲକ୍ଷ୍ମୀ ଙ୍କ ପୂଜା ଏବଂ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ ଏହି ଗଜ ଲକ୍ଷ୍ମୀ ପୂଜା କୁ ବହୁତ ଧୁମ୍ ଧାମ୍ ରେ ପାଳନ ମଧ୍ୟ କରିଛନ୍ତି , ସେମିତି ରେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ କି ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ କେମିତି ଗଜ ଲକ୍ଷ୍ମୀ ପୂଜା କୁ ପାଳନ କରିଲେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ , ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ଅଭିନେତ୍ରୀ ଯେକି ଝିଲ୍ଲୀକ୍ ଭଟ୍ଟଚାର୍ଯ୍ୟ ସେ ନିଜର ଶାସୁ ଘରେ ପ୍ରଥମ ଥର କରି ଏହି ଗଜ ଲକ୍ଷ୍ମୀ ପୂଜା କୁ ବେସ୍ ଧୁମ୍ ଧାମ୍ ରେ ପାଳନ କରିଛନ୍ତି ।jhili

ସେମିତି ରେ ଆପଣ ମାନେ ଏଠାରେ ନିଶ୍ଚିତ ଭାବେ ଦେଖି ପାରୁ ଥିବେ କି ଝିଲ୍ଲୀକ୍ ପ୍ରଥମ କରି କେମିତି ଲକ୍ଷ୍ମ ପୂଜା ର ପାଳନ କରିଛନ୍ତି, ସେମିତି ରେ ଆପଣ ମାନେ ଏହି ବିଷୟ ରେ ନିଶ୍ଚିତ ଭାବେ ଜାଣି ଥିବେ ଝିଲ୍ଲୀକ୍ ଜଣେ ବେଙ୍ଗଲୀ ନାୟିକା ରହି ଥିଲେ , ଏବଂ ଯେହେତୁ ସେ ଓଡ଼ିଆ ଘର ର ବୋହୁ ବର୍ତମାନ ସମୟ ରେ ତେବେ ସେ କେମିତି ଭାବେ ଗଜ ଲକ୍ଷ୍ମୀ ପୂଜା ପାଳନ କରିଛନ୍ତି ତାହାର ଏକ ଭିଡ଼ିଓ ସେ ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରି ଥିବା ବେଳେ ସେ ନିଜର ଫେନ୍ସ ମାନଙ୍କ ସହିତ ଏହି ସବୁ କୁ ସେୟାର କରିଛନ୍ତି ଜାହାକୁ ତାଙ୍କର ଫେନ୍ସ ମାନେ ବହୁତ ପରିମାଣ ରେ ମଧ୍ୟ ପସନ୍ଦ କରି ଥିବାର ଦେଖିବା ପାଇଁ ମିଳିଛନ୍ତି , ଯେହେତୁ ଏହି ନୂତନ ଭାବେ ଏକ ଓଡ଼ିଆ ଘର ର ବୋହୁ ଭାବେ ଝିଲ୍ଲୀକ୍ ପରିଚିତ ପାଇ ଥିବା ବେଳେ ନୂତନ ଭାବେ ଗଜ ଲକ୍ଷ୍ମ ପୂଜା କରୁଛନ୍ତି ।jhilika

ତାହାକୁ ଦେଖିବା ପାଇଁ ଫେନ୍ସ ମାନେ ବହୁତ ଆକୃଷ୍ଟ ହୋଇ ଛନ୍ତି , ସେମିତି ରେ ଆପଣ ମାନେ ଝିଲ୍ଲକ୍ ଙ୍କ ଅଭିନୟ କୁ କେତେ ପରିମାଣ ରେ ପସନ୍ଦ କରନ୍ତି କମେଣ୍ଟ କରିବେ ଆପଣ ମାନଙ୍କ ମଧ୍ୟ ରୁ ଯେଉଁ ମାନେ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ଙ୍କୁ ପସନ୍ଦ କରନ୍ତି ନିଶ୍ଚିତ ଭାବେ ଲାଇକ୍ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *