ଏହି ତାରିଖରୁ ସ୍କୁଲ, କଲେଜ ଖୋଲିବ | ଜାଣନ୍ତୁ କେବେ ଠୁ ଖୋଲିବ

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣିଛନ୍ତି ସାରା ଦେଶ ରେ କୋରନା ର କାୟା ବିସ୍ତାର ହେତୁ କିଛି ଜିନିଷ ଏବେ ଠପ୍ ହୋଇ ପଡିଛି , ଏବଂ ଜାହାର ପ୍ରଭାବ ରେ ସ୍କୁଲ ମାନଙ୍କ ରେ ପାଠ ପାଢା ବି ବନ୍ଦ ହୋଇ ପଡିଛି । ତେବେ ଏହାକୁ ନେଇ ବହୁତ ଲୋକ ମାନଙ୍କ ମନ ରେ ଏହି ପ୍ରଶ୍ନ ରହିଛି କି ସ୍କୁଲ କେବେ ଖୋଲିବ ଏବଂ ପିଲା ମାନେ କେବେ ଠାରୁ ସ୍କୁଲ୍ କୁ ପୁଣି ପାଠ ପଢିବା ପାଇଁ ଯିବେ ଜାହା ପାଇଁ ଏବେ ଏବେ ସରକାର ଙ୍କ ପକ୍ଷ୍ୟ ରୁ କିଛି ଘୋଷଣା ମଧ୍ୟ ଆସି ଜାଇଛି । ଯେଉଁ ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବୁ ବାସ୍ ଆପଣ ମାନଙ୍କୁ ପୋଷ୍ଟ କୁ ଶେଷ ଯାଏ ପଢିବାର ରହିଛି ଏହି ବିଷୟ ରେ ଜାଣିବା ପାଇଁ , ସେମିତି ରେ ବର୍ତମାନ ସମୟ ରେ ସ୍କୁଲ ପିଲା ମାନଙ୍କ ବହୁତ ଦିନ ର ଛୁଟି ମଧ୍ୟ ରେ ସେମାନଙ୍କର ବହୁତ ସାରା ନୁକ୍ସାନ ହୋଇ ସାରିଛି , ସେମିତି ରେ ସୂଚନା ଅନୁସାରେ ଦୀପାବଳୀ ପରେ ଖୋଲିବ ସ୍କୁଲ ଏହି ନେଇ ବର୍ତମାନ ସମୟ ରେ ରାଜ୍ୟ ସରକାର ବିଚାର ବମର୍ଶ ଜାରି ରଖିଛନ୍ତି ।school

ଏହିଥି ପାଇଁ ସ୍କୁଲ କତୃ ପକ୍ଷ୍ୟ ଶିକ୍ଷା ବିଦ୍ , ଏବଂ ଅଭିଭାବକ ଙ୍କ ସହିତ ଆଲୋଚନା କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରା ଜାଉଛି , ଖୁବ୍ ଶୀଘ୍ର ଏହି ଉପରେ ବିଧି ବଦ୍ଧ ଭାବେ ତାରିଖ ଘୋଷଣା କରିବେ ବୋଲି ଜଣା ପଡିଛି , ଅକ୍ଟୋବର 15 ପରେ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ସ୍ଥିତି ଦେଖୁ ନିଷ୍ପତ୍ତ ନେବେ । ସଂପୃକ୍ତ ସ୍କୁଲ ଓ କୋଟିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ, ଓଡିଶାରେ ପୂଜା ଛୁଟି ଯାଏ ସରକାର ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି ।schools

କେନ୍ଦ୍ରର ନୂଆ ଗାଇଡଲାଇନ ଅନୁସାରେ ଅକ୍ଟୋବର 15 ପରେ ଅଭିଭାବକ ଙ୍କ ଲିଖିତ ଅନୁମତି ନେଇ ସ୍କୁଲ କୁ ଜାଇ ପାରିବେ ଛାତ୍ର ଛାତ୍ରୀ ମାନେ ଏହିଥି ପାଇଁ SOP ଜାରୀ କରିବ କେନ୍ଦ୍ର ଶିକ୍ଷା ମନ୍ତ୍ର୍ୟାଳୟ ସେମିତି ରେ ବର୍ତମାନ ସମୟ ରେ ପୂର୍ବ ରୁ ପିଲା ମାନଙ୍କୁ ଅନ ଲାଇନ୍ ରେ ପାଠ ପଢା ଯାଉଛି କିନ୍ତୁ ଅଧିକାଶଂ ଛାତ୍ର ଛାତ୍କୀ ଙ୍କ ପାଖରେ ମୋବାଇଲ ନ ଥିବାରୁ ସେମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି , ଏହି ସବୁ କୁ ନେଇ ଏବେ ରାଜ୍ୟ ସରକାର ଆଲୋଚନା କରିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *