( ଲୁଣ ) ଆପଣଙ୍କୁ କରିବ ( ଧନୀ ) – କରନ୍ତୁ ଏହି ଉପାୟ ||

solt

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲୁଣ ର ଆମ ଜିବନ ରେ ବହୁତ ଉପଯୋଗ ରହିଛି ସେମିତି ରେ ତରକାରୀ ଇତ୍ୟାଦି ରେ ଏହି ଲୁଣ କୁ ପକେଇବା ସଠିକ୍ ପରିମାଣ ରେ ପକେଇଲେ ଭଲ ସ୍ୱାଦ ହୋଇ ଥାଏ , ହେଲେ ଅଧିକ ହେଲେ ବା କମ୍ ହେଲେ ଏହାର ସ୍ୱାଦ ବିଗିଡି ଯାଏ, ଏହି ଲୁଣ ଆମର ଆୟୁଷ ମଧ୍ୟ ବଢେଇ ଥାଏ । ଏବଂ ଏହି ଲୁଣ ପୁଣି ଆମର ଆୟୁଷ କମେଇ ଥାଏ ସେମିତି ରେ ଲୁଣ ର ଉପଯୋଗ କରିବା ବହୁତ କମ୍ ଲୋକ ମାନେ ଜାଣିଛନ୍ତି ସେମିତି ରେ ଆମେ ଆପଣ ମାନଙ୍କୁ ଆଜି ଏହି ଲୁଣ ର ସଠିକ୍ ଉପଯୋଗ ବିଷୟ ରେ କହିବା ପାଇଁ ଚାହିଁବୁ ତେବେ ଆସନ୍ତୁ ଜାଣି ନେବା । ପ୍ରତମେ ଆମେ କହିବୁ ଲୁଣ ସଂମ୍ପର୍କିତ ଧନ ସମନ୍ଧିୟ ବିଷୟ ରେ ଏହା ପାଇଁ କିଛି ଲୁଣ ନିଅନ୍ତୁ ଏବଂ ଗୋଟିଏ ଲାଲ୍ କପଡା ରେ ଏହି ଲୁଣ କୁ ବାନ୍ଧି ଦିଅନ୍ତୁ ।solt

ଏହା ପରେ ଆପଣ ମାନେ ସେହି ଲାଲ୍ କପଡା କୁ ଘର ର ମୂଖ୍ୟ କବାଟ ରେ ବାନ୍ଧି ନିଅନ୍ତୁ, ଏହା କରିବା ଦ୍ୱାରା ଘରେ ନାକାରାତ୍ମ ଏବଂ ଖରାପ ଶକ୍ତି ପ୍ରବେଶ କରି ପାରିବେ ନାହିଁ । ଏବଂ ଘର ଉପରେ କାହାର ନଜର ବି ଲାଗି ନ ଥାଏ, ସେହି ପରି ଏହି ଲାଲ୍ କପଡା କୁ ଆପଣ ମାନେ ଯହି ଧନ ରଖିବା ସ୍ଥାନ ୟେମିତି ଟ୍ରେଜେରୀ ବା ବାକ୍ସ ଉପରେ ଟାଙ୍ଗି ଦିଅନ୍ତି । ତେବେ ତାହା ଦ୍ୱାରା ମଧ୍ୟ ଆପଣ ମାନଙ୍କ ଧନ ର ଦୁଇ ଗୁଣା ଉନ୍ନତି ହୋଇ ଥାଏ, ସେହି ପରି ଆପଣ ମାନେ ଗୋଟିଏ କାଚ ଜାର୍ ରେ କିଛିଲୁଣ କୁ ନେଇ ନିଜର ବାଥରୁମ୍ ରେ ରଖି ଦେଇ ଥାନ୍ତି ତେବେ ଘର ର ବାସ୍ତୁ ଦୋଷ ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଜାଇ ଥାଏ ।salt

ଏହା ସହିତ ଘରେ ସୁଖ ଶାନ୍ତି ବଢି ଥାଏ ହେଲେ ଆପଣ ମାନେ ବ୍ୟବହାର କରୁ ଥିବା ଲୁଣ କୁ କୈଣସି ଷ୍ଟିଲ୍ ବା ଲୁହା ଜିନିଷ ରେ ରଖୁଛନ୍ତି ତେବେ ଏହା ବହୁତ ଖରାପ୍ ହୋଇ ଥାଏ । କାରଣ ଲୁଣ ଚନ୍ଦ୍ରମା ଏବଂ ଲୁହା ଶନି ହେବା ହେତୁ ଚନ୍ଦ୍ର ଏବଂ ଶନନି ଙ୍କ ର ମିଳନ ଯୋଗୁଁ ଏହା ଆପଣ ମାନଙ୍କ ଘର କୁ ବହୁତ ଖରାପ୍ ପ୍ରଭାବ ପକେଇ ଥାଏ ସେହି ପରି ଘର ର କୈଣସି କୋଣ ରେ ଏକ କାଚ ଜାର୍ ରେ ଲୁଣ ରଖନ୍ତି ତେବେ ଘରର ମୂଖ୍ୟ ଲୋକଙ୍କର ସବୁ ଅସୁବିଧା ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *