ବଡ଼ ଦୁଃଖ ଖବର,ମରିଗଲେ ଏହି ବଡ ଓଡିଆ ଅଭିନେତ୍ରୀ

lina

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାମ୍ନା କୁ ଆସିଲା ପୁଣି ଗୋଟିଏ ଦୁଖଃ ଖବର ମୃତ୍ୟୁ ବରଣ କରଲେ ଆମର ସିରିଏଲ ଜଗତ ଏବଂ ଆମର ୱେବ ସିରିଜ୍ ଜଗତ ର ଅଭିନେତ୍ରୀ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଏମିତି କିଛି କଳାକାର ମାନେ ରହିଛନ୍ତି ଯେଉଁ ମାନେ ଖୁବ୍ କମ୍ ବୟସ ରୁ ହିଁ ଏହି ଦୁନିଆଁ ଛାଡି ଚାଲି ଜାଇଛନ୍ତି , ଏବଂ ଏହି 2020 ବର୍ଷ ରେ ବି ଏମିତି ବହୁତ କଳାକାର ମାନେ ରହିଛନ୍ତି ଯେଉଁ ମାନେ ଏହି ଦିନ ରେ ଆମ ମାନଙ୍କୁ ଛାଡି ଏବଂ ଇଣ୍ଡଷ୍ଚ୍ରୀ କୁ ସେମାନେ ଛାଡି ଚାଲି ଜାଇଛନ୍ତି ତେବେ ବର୍ତମାନ ସମୟ ରେ ପୁଣି ଗୋଟିଏ ଦୁଖଃଦ ଖବର ଆସି ପହଁଚି ଆଉ ଗୋଟିଏ ଅଭିନେତ୍ରୀ ବି ବର୍ତମାନ ସମୟ ରେ ଇଣ୍ଡଷ୍ଟ୍ରୀ କୁ ଛାଡି ଚାଲି ଜାଇ ଥିବାର ସୂଚନା ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଗତ 21 ତାରିଖ ରେ ମାନେ ନଭେମ୍ବର ମାସ ର 21 ତାରିଖ ରେ ଲୀନା ଆଚାର୍ଯ୍ୟ ଙ୍କର ମୃତ୍ୟୁ ହୋଇ ଜାଇଛି, ଯିଏ କି ନିଜର କେରିଅର ର ଅନେକ ଗୁଡିଏ ସିରିଏଲ ଏବଂ ୱେବସିରିଜ୍ ମାନଙ୍କ ରେ କାମ କରିଛନ୍ତି ,lena

ତେବେ କଣ ପାଇଁ ତାଙ୍କର ଅଚାନକ ଭାବେ ମୃତ୍ୟୁ ଘଟିଲା ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇଉ ଦେବାକୁ ଚାହିଁବୁ ବାସ୍ ଆପଣ ମାନଙ୍କୁ ପୋଷ୍ଟ କୁ ସେଷ ଯାଏ ପଢିବା ପାଇଁ ପଡିବ ,ଲୀନା କିଡ୍ନୀ ରୋଗ ରେ ପୀଡିତ ରହି ଥିଲେ ଏବଂ ତାଙ୍କର ଦୁଇଟି ଜାକ କିଡ୍ନୀ ନଷ୍ଟ ହୋଇ ଜାଇ ଥିଲା ଏବଂ ସେ ନିଜର ମାଆ ଙ୍କ ଠାରୁ ଗୋଟିଏ କିଡ୍ନୀ ଆଣି ଜିବନ ଅତି ବାହୀତ କରୁ ଥିଲେ ଏବଂ ସେ କିଛି ଦିନ ତଳେ କୋରନା ରେ ଆକ୍ରାନ୍ତ ହୋଇ ଥିଲେ ଏବଂ ଏହା ପରେ ତାଙ୍କୁ ଗୁରୁତ୍ୱର ଅବସ୍ଥା ରେ ଡାକ୍ତର ଖାନା ରେ ଭର୍ତି କରା ଜାଇ ଥିଲା ହେଲେ ଗତ ନଭେମ୍ବର ମାସ 21 ତାରିଖ ଦିନ ଲୀନା ଆଚାର୍ଯ୍ୟ ଙ୍କର ମୃତ୍ୟୁ ହୋଇ ଜାଇଛି ଏବଂ ଏହା ପରେ ପରେ ସାରା ବଲିଉଡ ରେ ଏବେ ଶୋକ ର ଛାୟା ଖେଳି ଜାଇଛି ।lina

ସେମିତି ରେ ତାଙ୍କର କାର୍ଯ୍ୟ କ୍ଷେମତା ପାଇଁ ସେ ସବୁ ଆଡେ ଲୋକ ପ୍ରିୟ ହୋଇ ରହି ଥିଲେ ସେ ଖାସ୍ କରି ବଲିଉଡ ରେ କାମ କରିବା ପାଇଁ ଚାହୁଁ ଥିବା ବେଳେ ବହୁତ ଗୁଡିଏ ସିରିଏଲ ଏବଂ ୱେବ ସିରିଜ୍ ମାନଙ୍କ ରେ କାମ କରି ଥିଲେ , ତେବେ ବର୍ତମାନ ସମୟ ରେ 2020 ରେ ଜଣେ ପରେ ଜଣେ କଳାକାର ଙ୍କର ମୃତ୍ୟୁ ହୋଇ ଜାଉଛି ଜାହା ବହୁତ ସଚ୍ଚୋନିୟ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *