ଦୀପାବଳୀ ରେ ଘର ର ମୁଖ୍ୟ ଦ୍ଵାର ରେ ରଖନ୍ତୁ ଏହି ୪ଟି ଜିନିଷ !

diwali

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣ ଭାବେ ଲୋକ ମାନେ ମାଆ ଲକ୍ଷ୍ମୀ ଙ୍କୁ ଦୀପାବଳୀ ରେ ପ୍ରଶନ୍ନ କରିବା ପାଇଁ ଆମେ ମାନେ ଅଲଗା ଅଲଗା ବିଧି ବିଧାନ ଅପଣେଇ ଥାନ୍ତି ଏବଂ ଆମେ ମାନେ ତାଙ୍କର ପୂଜା ପାଠ ବି କରନ୍ତି ଘରେ ଦେବୀ ଙ୍କ ଆରଧନା ବି କରନ୍ତି ,ଏବଂ ଫଳ ର କାମନା କରନ୍ତି ସେମିତି ରେ ବନ୍ଧୁଗଣ ଆମେ ଆଜି ଏମିତି କିଛି ଜିନିଷ ବିଷୟ ରେ କହିବୁ ଜାହାକୁ ଆପଣ ମାନେ ନିଜର ଘର ଆଗରେ କରିଲେ ଆପଣ ମାନଙ୍କ ଘରକୁ ମାଆ ଲକ୍ଷ୍ମୀ ଆସିବେ ତେବେ ଏହି ବିଷୟରେ ଜାଣିବା ପାଇଁ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ ପ୍ରଥମେ ହେଲା ଆପଣ ମାନେ ମାଆ ଙ୍କୁ ଘରକୁ ବୁଲାଇବାର ରହି ଥିଲେ ଆପଣ ମାନେ ପ୍ରଥମେ ଘର ଆଗରେ ଗୋଟିଏ ଜଳ ର ପାତ୍ର କୁ ବସାନ୍ତୁ ଏବଂ ସେହି ଥିରେ କିଛି ଫୁଲ କୁ ରଖନ୍ତୁ , ଏବଂ ତାହାକୁ ମହମ ବତୀ ରେ ସଜାନ୍ତୁ ଏମିତି କରିଲେ ଆପଣ ମାନଙ୍କୁ ମାଆ ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ହୋଇ ଥାଏ ।diwali

ସେହି ପରି ଦୁଇ ରେ ବନ୍ଧୁଗଣ ଘର ଆଗରେ ମାଆ ଲକ୍ଷ୍ମୀ ଙ୍କ ପାଦ ଚିହ୍ନ ଆଙ୍କନ୍ତୁ ତେବେ ଆପଣ ମାନଙ୍କ ଉପରେ ମାଆ ପ୍ରଶନ୍ନ ହେବେ ସେହି ପରି ବନ୍ଧୁଗଣ ଦୀପାବଳୀ ଦିନ ଘର ର ଦ୍ୱାର ବନ୍ଧ ରେ ଆପଣ ମାନେ ତରଣ ଲଗାନ୍ତୁ ଆପଣ ମାନେ ଆମ୍ବ ପତ୍ର ର ତରଣ ବି ଲଗେଇ ପାରିବେ । ସେହି ପରି ବନ୍ଧୁଗଣ ଏହି ଦିନ ରେ ଆପଣ ମାନେ ମାଆ ଲକ୍ଷ୍ମୀ ଙ୍କ ଫୋଟ କିଣୁଛନ୍ତି ତେବେ ପଦ୍ନ ଫୁଲ ଉପରେ ବସି ଥିବା ମହାଲକ୍ଷ୍ମୀ ଙ୍କ ଫୋଟ କୁ କିଣନ୍ତୁ କିମ୍ବା ଆପଣ ମାନେ ଲକ୍ଷ୍ମୀ ଙ୍କ ସହିତ ଗଣେଷ ଙ୍କ ବିରାଜ ମାନ ଫୋଟ କୁ ବି ଆପଣ ମାନେ ଆଣି ପାରିବେ ଏମିତି କରିଲେ ଶୁଭ ଫଳ ପ୍ରାପ୍ତି ହେବdipa

ସେହି ପରି ବନ୍ଧୁଗଣ ଆପଣ ମାନେ ପୂଜା ଘର ର ଦ୍ୱାର ବନ୍ଧ ରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ ତେବେ ମାଆ ଆପଣ ମାନଙ୍କ ଉପରେ ପ୍ରଶନ୍ନ ହେବେ ଏବଂ ଏମିତି କରିଲେ କେବେ ବି ଘରକୁ ଖରାପ ଶଖ୍ତି ର ପ୍ରବେଶ ହେବ ନାହିଁ ଏବଂ ମାଆ ଆପଣ ମାନଙ୍କ ଉପରେ ବିଶେଷ ଭାବେ ପ୍ରଶନ୍ନ ବି ରହିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *