ଝିଅକୁ ଏହି ୪ଟି କଥା କେବ କୁହ ନାହିଁ,ନହେଲେ ଛାଡି ପଳେଇବ ।

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ ବି ଆପଣ ମାନେ ନିଜର ଗାର୍ଲ ଫ୍ରେଣ୍ଡ ଙ୍କ ସହିତ କଥା ହେଉଛନ୍ତି ତେବେ କେବେ ବି ଏହି ଚାରୋଟି ଭୁଲ କରନ୍ତୁ ନାହିଁ ନହେଲେ ସେ ଆପଣ ମାନଙ୍କୁ ଛାଡି ପଳେଇବ ତେବେ ଆପଣ ମାନେ ବନ୍ଧୁଗଣ ସେହି ଚାରୋଟି କଥା ବିଷୟ ରେ ଜାଣିବା ପାଇଁ ଚାହାଁନ୍ତି ତେବେ ପୋଷ୍ଟ କୁ ସେଷ ଯାଏ ପଢିବା ପାଇଁ ଭୁଲନ୍ତୁ ନାହିଁ । ତେବେ ପ୍ରଥମ କଥା ଆପଣ ମାନେ ଯେଉଁଟା କହିବେ ନାହିଁ କି ତୁମର ବହୁତ ଗୁଡାଏ ପୁଅ ସାଙ୍ଗ ରହିଛନ୍ତି ଏବଂ ଆପଣ ମାନେ କେବେ ବି ତାଙ୍କର ସେହି ପୁଅ ସାଙ୍ଗ ମାନଙ୍କ ବିଷୟ ରେ ସନ୍ଧେହ କରି କିଛି ପଚାରନ୍ତୁ ନାହିଁ ଏମିତି କରିଲେ ତାଙ୍କୁ ଖରାପ ଲାଗିବ ଏବଂଏପରି କ୍ଷେତ୍ର ରେ ସେ ଆପଣ ମାନଙ୍କୁ ଛାଡି ଯିବାର ଆଶଂକା ବହୁତ ଅଧିକ ରହିବ ।girl

ସେହି ପରି ସଂନ୍ଧେହ କରିବା ମାନେ ଆପଣ ମାନଙ୍କୁ କେବେ ଆପଣ ମାନଙ୍କ ପାର୍ଟନର ଙ୍କୁ ନେଇ ମନରେ କିଛି ସଂନ୍ଧେହ ଆସିଲା ଏବଂ ଆପଣ ମାନେ ଜାଣି ପାରିଲେ କି ସେ ଆପଣ ମାନଙ୍କ ସହିତ ସେମିତି କିଛି କରିବା ପାଇଁ ଚାହାଁନ୍ତି ହେଲେ ଡାଉଟ୍ ରେ ଥିବେ ତେବେ କେବେ ବି ତାଙ୍କୁ ସେହି ବିଷୟ ରେ କୁହନ୍ତୁ ନାହିଁ । ଏମିତି କରିଲେ ଆପଣଙ୍କ କଥା ରେ ବହୁତ ଦୁଖଃ କରିବା ସହିତ ସେ ବହୁତ ପରିମାଣ ରେ ଭାଙ୍ଗି ମଧ୍ୟ ପଡିବେ ଏବଂ ଆପଣ ମାନଙ୍କୁ ଛାଡି ଚାଲି ଯିବାର ଆଶଂକା ରହିଛି , ତିନି ରେ କେବେ ବି ନିଜର ସାଥି ଙ୍କୁ ଅନ୍ୟ ସହିତ କମ୍ପିଆର୍ କରି ଆପଣ ମାନେ ତାଙ୍କୁ ତୁଳନା କରନ୍ତୁ ନାହିଁ କି ତୁମ ଠାରୁ ସେହି ବ୍ୟକ୍ତି ଟି ବହୁତ ଭଲ ଅଟେ ବୋଲି ଏମିତି ହେଲେ ସେ ରାଗିବେ ବା ଦୁଖଃ କରିବେ ଏବଂ ଆପଣ ମାନଙ୍କ ସଂମ୍ପର୍କ ଉପରେ ପ୍ରଭାବ ପଡିବ ।girls

ସେହି ପରି ତିନି ରେ ଯଦି କହିବା ତେବେ ଏହି କଥା କୁ କେବେ ବି ଆପଣ ମାନେ କୁହନ୍ତୁ ନାହିଁ କି ମୁଁ ସେମିତିକା ଝିଅ ବା ପୁଅ କୁ ବହୁତ ଭଲ ପାଏ ବୋଲି ଯଦି ଆପଣ ମାନେ ରିଲେସନ ରେ ରହିଛନ୍ତି ଏବଂ କେବେ ନିଜର ପାର୍ଟନର ଙ୍କୁ କୁହନ୍ତି କି ତୁମ ଠାରୁ ମୁଁ ସେହି ପରି ଝିଅ ବା ପୁଅ ଙ୍କୁ ପସନ୍ଦ କରେ ତେବେ ସେମିତି ବେଳେ ବି ଆପଣ ମାନଙ୍କ ସଂମ୍ପର୍କ ରେ ଫାଟ ଦେଖିବା ପାଇଁ ମିଳିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *