ଶ୍ରୀ କୃଷ୍ଣ କହିଛନ୍ତି ଜୀବନ ର ପ୍ରତି ଟି କ୍ଷଣ ନିଷ୍ପତି ନେବାର ସମୟ ହୋଇଥାଏ !

krishan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରୀ କୃଷ୍ଣ ଙ୍କର ଏହି ସବୁ କଥା ଆପଣ ମାନଙ୍କ ଜିବନ କୁ ବଦଳେଇ ଦେବ ଶ୍ରୀ କୃଷ୍ଣ କହିଛନ୍ତି ପ୍ରତି ଟି କ୍ଷେଣ ନିସ୍ପତି ନେବାର ସମୟ ହୋଇ ଥାଏ ଏବଂ ସେହି ନିର୍ଣ୍ଣୟ ମଣିଷ ଜିବନ ରେ ସୁଖ ଦୁଖଃ ର କାରଣ ହୋଇ ଥାଏ ମଣିଷ କୈଣସି ସମସ୍ୟା ର ସମ୍ମଉଖୀନ ହେଲେ ତାର ମନ ବ୍ୟାକୁଳ ହୋଇ ଉଠେ ତେବେ ଆମେ ଆଜି ଆପଣ ମାନଙ୍କ ସହିତ ସେହି ବିଷୟ ଉପରେ ଆଲୋଚନା କରିବୁ ସାଧାରଣ ଭାବେ ନିର୍ଣ୍ଣୟ ନେବା ସମୟରେ ମନ ରେ ଏକ ଯୁଦ୍ଧ କ୍ଷେତ୍ର ପାଲଟି ଯାଏ ବାସ୍ତବ ରେ ଯିଏ ଶାନ୍ତ ମନ ରେ ଯିଏ ନିର୍ଣ୍ଣୟ ନେଇ ଥାଏ ସେ ସୁଖ ଭବିଷ୍ୟତ ଗଠନ କରେ କିନ୍ତୁ ଯିଏ ନିଜର ମନ କୁ ଶାନ୍ତ କକିବା ପାଇଁ ନିର୍ଣ୍ଣୟ ନିଏ ତେବେ ସେ ନିଜର ଭବିଷ୍ୟତ ପାଇଁ କଣ୍ଟା ଭରା ଏକ ବାଟ ପ୍ରସ୍ତୁତ କରେ ।khana

ସବୁ ସମୟରେ ସମସ୍ୟା କୁ ସାମ୍ନା କରିବା ସିଖନ୍ତୁ ଏବଂ ପୂର୍ବ କଥା କୁ ଆଧାର କରି ଆମେ ମାନେ ଚିନ୍ତା କରିବା ଉଚିତ୍ ସାଧାରଣ ଭାବେ ଆମେ ମାନେ ଭବିଷ୍ୟତ ର ଦୁଖଃ କଥା ଭାବି ଚିନ୍ତା କରନ୍ତି ଅସଲ ରେ ଆମେ ମାନେ ଭବିଷ୍ୟତରେ ଆମ ନିଜର ହିଁ କ୍ଷେତି କରି ଥାନ୍ତି । ବ୍ୟକ୍ତି କୁ ସବୁ ସମୟ ରେ ସଂଙ୍କଟ ର ସାମ୍ନା କରିବା ଉଚିତ୍ ଏବଂ ଏହା ସେହି ବ୍ୟକ୍ତି ପାଇଁ ଏକ ଅବସର ହୋଇ ଥାଏ ଆତ୍ମବିଶ୍ୱାସ ଜିବନ ରେ ଆସୁ ଥିବା ସଂଙ୍କଟ ପାଇଁ ମଣିଷ ନିଜକୁ ଯୋଗ୍ୟ ମାନେ ନାହିଁ ଯେତେ ବେଳେ ନିଜର ବଳ ଉପରେ ବିଶ୍ୱାସ ନ ରହେ ସତ ଗୁଣ କୁ ତ୍ୟାଗ କରି କୁ ଗୁଣ କୁ ଆପଣେଇ ଥାଏkrishna

ଏବଂ ବ୍ୟକ୍ତି ର ଅନ୍ତର ରେ କୁଗୁଣ ସେତେ ବେଳେ ଜନ୍ମ ନିଏ ଯେଉଁ ସମୟରେ ତା ମଧ୍ୟରେ ଆତ୍ମବିଶ୍ୱାସ ରହେ ନାହିଁ ,ସେହି ପରି ବନ୍ଧୁଗଣ ସନ୍ତାନ ର ପାଳନ ବିଷୟ ରେ କହିବା ତେବେ ପିତା ସବୁ ବେଳେ ନିଜର ସନ୍ତାର ର ଭବିଷ୍ୟତ ବିଷୟ.ରେ ଚିନ୍ତା କରନ୍ତି ଏହି କାରଣ ରୁ ସେମାନେ ସନ୍ତାନ ବିଷୟରେ ଭାବନ୍ତି ସନ୍ତାନ ମାତା ପିତା ଙ୍କ ଆଦର୍ଶ ହୋଇ ଥିବା ବେଳେ ସେମାନଙ୍କୁ ଅନ୍ତର ର କ୍ଷେମତା ଇଶ୍ୱର ଦେଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *