ଏହି ୧୦ଟି ଅଭ୍ୟାସ ଥିବା ମହିଳାମାନଙ୍କ ଉପରେ ମାଲଷ୍ମୀ ଢାଳନ୍ତି ( ଟଙ୍କା ପଇସା )

womens

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାନ୍ତି ଏହି ୧୦ଟି ଅଭ୍ୟାସ ଥିବା ମହିଳାମାନେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହା ଯାଇଥାଏ , ଯଦି ଆପଣ ଜୀବନରେ ଖୁସି ଏବଂ ଧନି ହୋଇ ରହିବାକୁ ଚାହୁଥାନ୍ତି ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ହେବା ଅତ୍ୟନ୍ତୁ ଆବଶ୍ୟକ ଅଟେ । ସେମିତିରେ ମାତା ଲକ୍ଷ୍ମୀ କେବଳ ସେହି ଲୋକ ମାନଙ୍କର ମନସ୍କାମନା ପୁରଣ କରିଥାନ୍ତି ଯାହାଙ୍କ ମଧ୍ୟରେ କିଛି ଖାସ୍ ଅଭ୍ୟାସ ରହିଥାଏ ତେବେ ଆଜି ମୁଁ ଆପଣଙ୍କୁ ଏମିତି 10ଟି ଅଭ୍ୟାସ ବିସୟରେ କହିବାକୁ ଯାଉଛି ଯାହାକୁ ଫାଳନ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସବୁବେଳେ ରହିଥାଏ , ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସ ବିସୟରେ ।laxmi

ସକାଳେ ଏବଂ ସନ୍ଧ୍ୟାରେ ନିୟମିତ ପୂଜା କରୁଥିବା ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ସବୁବେଳେ ପସନ୍ଦ କରିଥାନ୍ତି , ଏହି ମହିଳା ମାନେ ବାକି ମହିଳା ମାନଙ୍କ ତୁଳନାରେ ଅତ୍ୟନ୍ତ ପଜେଟିଭ୍ ହୋଇଥାନ୍ତି , ଏମାନେ ନିୟମିତ ପୂଜା କରିବା ହେତୁ ଏହି ମହିଳା ମାନଙ୍କ ମନ ପବିତ୍ର ହୋଇଥାଏ । ଯେଉଁ ମହିଳା ମାନଙ୍କ ମନ ପବିତ୍ର ହୋଇଥାଏ ସେହି ମହିଳା ମାନଙ୍କ ପାଖରେ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ରହିଥାଏ । ଗୁରୁବାର ଦିନ ମାତା ମାତା ଲକ୍ଷ୍ମୀଙ୍କର ବର୍ତ ରଖୁଥିବା ମହିଳା ମାମନଙ୍କୁ ଉପରେ ମାତା ଲକ୍ଷ୍ମୀଙ୍କ ଆଶ୍ରୀବାଦ ଶର୍ବଦା ରହିଥାଏ , ଏହି ମହିଳା ମାନେ ମାତା ଲକ୍ଷ୍ମୀଙ୍କ ପାଇଁ ଭୋଗ ବିଳାଶ ତ୍ୟାଗ କରିଥାନ୍ତି ଏମାନଙ୍କ ବଳିଦାନ ଦେଖି ମାତା ଲକ୍ଷ୍ମୀ ପଶ୍ରନ ହୋଇଥାନ୍ତି ।laxmi

ଘରେ ଘିବା କନ୍ୟା ସନ୍ତାନ ମାନଙ୍କୁ ଗେହ୍ଲ କରୁଥିବା ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ବହୁତ ପସନ୍ଦ କରିଥାନ୍ତି , କୁହାଯାଏ କି ଶିଶୁ କନ୍ୟାଙ୍କ ଭିତରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ଏମିତିରେ ଯଦି ମହିଳା ମାନେ ନିଜ ପିଲା ମାନଙ୍କୁ ସ୍ନେହ କରନ୍ତି ଏବଂ ତାଙ୍କୁ ବୁଝ ବୋଲି ଭାବନ୍ତି ନାହିଁ ତେବେ ମାତା ଲକ୍ଷ୍ମୀ ସେହି ମହିଳା ମାନଙ୍କ ଉପରେ ସବୁବେଳେ ପଶ୍ରନ ହୋଇଥାନ୍ତି । ଗିରିବାର ଦିନ ମାତା ଲକ୍ଷ୍ମୀଙ୍କ ନାମରେ ଘିଅର ଦୀପ ଲଗାଇଲେ ମାତା ଲକ୍ଷ୍ମୀଖୁସି ହୋଇଥାନ୍ତି ଏଣୁ ଯେଉଁ ମହିଳା ଏପରି କରନ୍ତି ତାଙ୍କୁ ମାତାଙ୍କର ମହିମା ଦେଖିବାର ଅବସର ମିଳିଥାଏ , ସେ ତାଙ୍କର ସବୁବୁ ମନସ୍କାମନା ପୁରକଣ କରିଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *