ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଏପରି କିଛି ନାରୀ ମାନଙ୍କ ବିସୟରେ କହିଛନ୍ତି କି ଯେଉଁବି ପୁରିଷ ଏପରି ନାରୀଙ୍କୁ ବିବାହ କରିବେ ତ ସେ ପୁରୁଷ ଜୀବନ ସାରା କେବଳ ପସ୍ତେଇବେ । ତେବେ ଚାଲନ୍ତୁ ସେହି ନାରୀ ମାନଙ୍କ ବସୟରେ ଜାଣଇବା , ପ୍ରଥମଟି ହେଉଛି ଆଚାର୍ଯ୍ୟ ଚାଣକ୍ୟ ଏପରି ନାରୀଙ୍କ ଠାରୁ ଦୁରେଇ ରହିବା ପାଇଁ କହିଛନ୍ତି କି ଯେଉଁ ନାରୀ ଦାମି ପୋସାକ ଟଙ୍କା ସୁନା ଗହଣାକୁ ଅଧ୍ୟକ ପସନ୍ଧ କରେ ଏବଂ ଗୋଟେ ଧନି ପୁରୁଷକୁ ବିବାହ କରିବାକୁ ସ୍ୱପ୍ନ ଦେଖେ ବା ଧନି ହେବାକୁ ଚାହେ । ତେବେ ଯଦି ଆପଣଙ୍କ ପାଇଁ ଏପରି ପ୍ରସ୍ତାବ ଆସୁଛି ତ ଆପଣ ଆଗରୁ ସାବଧାନ ହୋଇଯାନ୍ତୁ ନଚେତ୍ ବିବାହ ପରେ ବହୁତ ପସ୍ତେଇବେ ।
ଦିତୀୟଟି ହେଉଛି ଆଚାର୍ଯ୍ୟ ଚାଣକ୍ୟ ସେହି ପୁରୁଷକୁ କହିଛନ୍ତି ଯେଉଁ ପୁରୁଷ ନାରୀର ସୁନ୍ଦରତା ଦେଖି ବିବାହ କରିଥାଏ ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ନାରୀ ମାନଙ୍କ ସନ୍ଦରତା ଅପେକ୍ଷା ତାଙ୍କ ସଂସ୍କାର ଗୁଣ ଏବଂ ଲକ୍ଷଣ ଅଧିକ ଧ୍ୟାନ ଦିଅନ୍ତୁ , ଯେଉଁ ପୁରୁଷ ନାରୀର ସୁନ୍ଦରତା ଅପେକ୍ଷା ତାର ଗୁଣ ଲକ୍ଷଣ ସଂସ୍କାର ଉପରେ ଧ୍ୟାନ ଦେଇଥାଏ ତେବେ ସେହି ପୁରୁଷ ଜୀବନ ସାରା ତା ସ୍ତ୍ରୀ ସହିତ ଖୁସିରେ ରହିଥାଏ । ତୃତୀୟଟି ହେଉଛି ଚାଣକ୍ୟ ଙ୍କ କହିବା ଅନୁସାରେ ବିବାହ ପରେ ନାରୀଙ୍କୁ ସନ୍ଦରତା ନୁହେ ତାଙ୍କୁ ସଂସ୍କାର ଦେଖାଇବାର ଅଛି , ଲକ୍ଷେ ସୁନ୍ଦର ହେଲେ କଣ ଫାଇଦା ଅଛି ଯଦି ଗୋଟେ ନାରୀ ଭିତରେ ସଂସ୍କାର ନଥାଏ ତେବେ ସେ ନାରୀ ଗୋଟେ ଭଲ ସ୍ତ୍ରୀ ବା ଗୋଟେ ଭଲ ବହୁ କାହାରବି ହୋଇପାରିବ ନାହିଁ ।
ତେବେ ଯେଉଁ ନାରୀ ପାଖରେ ଭଲ ଗୁଣ ନାହିଁ ତେବେ ସେହି ନାରୀ ଠାରୁ ଦୁରେଇ ରୁହନ୍ତୁ , ତେବେ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏହି ନାରୀଙ୍କ ଠାରୁ ଦୁରେଇ ରୁହନ୍ତୁ ନଚେତ୍ ବିବାହ ପରେ ବହୁତ ପସ୍ତେଇବାକୁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।