ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ କହିବାକୁ ଜାଉଛୁ ଯେ ଦୀର୍ଘ ପାଞ୍ଚସହ ବର୍ଷ ପରେ ଏହି ଦୁଇ ରାଶିରେ ଖଲିବାକୁ ଯାଉଛି ସୌଭାଗ୍ୟ ଏବଂ ଏହି ଦୁଇ ରାଶି ଉପରେ ବର୍ଷିବ ସିବଙ୍କର ଅପାର କୃପା । ସିବଙ୍କର ବିଶେଷ କୃପା ବର୍ଷିବା ଦ୍ୱାରା ଏହି ଦୁଇ ରାଶିର ଲୋକ ମାନଙ୍କୁ ଏବେ ମାଲା ମାଲ ହେବାଠାରୁ କେହିବି ଅଟକାଇ ପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା କଣ ସେହି ଦୁଇଗୋଟି ରାଶି ଯାହାର ଉପରେ ବର୍ଷିବାକୁ ଯାଉଛି ସିବଙ୍କର କୃପା , ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କ ମାନସିକ ଉପରେ ଧାର୍ମିକ ଭାବନାର ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜ ଯୋଗ ବହୁତ ଭଲ ଏବଂ ଶୁଭ ଫଳ ଦାୟକ ସାବ୍ୟସ୍ତ ହେବ , ଆପଣଙ୍କ ଜୀବନ ସାଥିଙ୍କର ସହିତ ସମ୍ଭନ୍ଧ ମଧୁର ହେବ ଆରାମ କରିବା ପାଇଁ ଆଗାମୀ ଦିନ ବହୁତ ଭଲ ରହିବ ।
ସ୍ୱାମୀ ସ୍ତ୍ରୀ କୈଣସି ବହାରକୁ ବୁଲିବାକୁ ଯାଇ ପାରନ୍ତି , ଏହି ସମୟ ଏବଂ ଆଗାମୀ ସମୟ ଆପଣଙ୍କର ଲଭ ଲାଇଫ୍ ପାଇଁ ବହୁତ ଉଚିତ୍ ଏବଂ ଶୁଭ ସାବ୍ୟସ୍ତ ହେବ ଏବଂ ବିବାହିତ ଲୋକ ମାନଙ୍କ ପାଇଁ ଏହି ଦିନ ସବୁଠାରୁ ଅଧିକ ଶୁଭ ହେବାକୁ ଯାଉଛି , ଯାହାକୁ ଆପଣ ସୁଣି ଅଧିକ ଖୁସି ହେବେ ଏବଂ ଏହି ଖୁସି ଖବର ଆପଣଙ୍କ ପାଇଁ ପ୍ରେମ ମାମଲାରେ ବହୁତ ଲଭ ଦାୟକ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ମଜୁବୁତ ରହିବ ଆପଣଙ୍କ କଳାତ୍ମକ ରଚନାତ୍ମକ କାର୍ଯ୍ୟର ପ୍ରସଂସା ହେବ , ଅବିବାହିତ ଲୋକମାନଙ୍କ ବିବାହ ଖୁବ୍ ଶୀଘ୍ର ହେବାକୁ ଯାଉଛି , ଆପଣଙ୍କ ଜୀବନ ସାଥିଙ୍କର ସହିତ କୈଣସି ପ୍ରକାର ଜାଗାକୁ ବୁଲିବାକୁ ଯାଇଁ ପାରନ୍ତି ।
ଏବେ ଆପଣଙ୍କୁ କହିବୁ ଯେ କଣ ସେହି ଦୁଇ ରାଶି ଯାହାର ବିସୟରେ ଆମେ ଏହିଠାରେ କଥା ହେଉଛେ , ଯାହାର ବିସୟରେ ଆପଣ ବର୍ତମାନ ସୁଧା ଜାଣି ସାରିଛନ୍ତି । ତେବେ ସେହି ଦୁଇ ଗୋଟି ରାଶିର ନାମ ହେଉଛି ସିଂହ ରାଶି ଏବଂ କୁମ୍ଭ ରାଶି ଯାହାର ଉପରେ ପ୍ରଭୁ ମହାଦେବଙ୍କର କୃପା ଅପାର କୃପ ବର୍ଷିବାକୁ ଯାଉଛି ଦୀର୍ଘ ପାଞ୍ଚସହ ବର୍ଷ ପରେ ଏହି ଦୁଇ ରାଶିର ଭାଗ୍ୟ ଖୋଲିବାକୁ ଯାଉଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।