ଚନ୍ଦ୍ର ଗ୍ରହଣ ( 30 November ) – ହାଣ୍ଡିଛାଡ ସମୟ କେବେ , କଣ ରହିଛି ସବୁ ତଥ୍ୟ

btr

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 30 ତାରିଖ ସୋମବାର ଅର୍ଥାତ୍ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଚତୃର୍ଥ ଏବଂ ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଏହା ପୂର୍ବରୁ 3ଟି ଚନ୍ଦ୍ର ଗ୍ରହଣ ଏହି ବର୍ଷ ଲାଗି ସାରିଛି ଏବଂ ଏହା ବର୍ଷର ଚତୃର୍ଥ ବା ଅନ୍ତିମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି ଯାହାକି ଆସନ୍ତା 30 ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି । ସାଧାରଣତ ଚନ୍ଦ୍ର ଗ୍ରହଣ ତିନି ପ୍ରକାର ହୋଇଥାଏ ଯେମିତିକି ଆଂସିକ ଚନ୍ଦ୍ର ଗ୍ରହଣ , ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଏବଂ ଉପଛାୟା ଚନ୍ଦ୍ର ଗ୍ରହଣ ତେବେ ଏହି ଚନ୍ଦ୍ର ଗ୍ରହଣ ହେଉଛି ଏକ ଉପଛାୟା ଚନ୍ଦ୍ର ଗ୍ରହଣ ଏହା ଉତ୍ତର ଏବଂ ଦକ୍ଷୀଣ ଆମେରିକା ସମିତ ୟୁରୋପ୍ ଏବଂ ଆଫ୍ରିକାରେ ଦୃସ୍ୟମାନ ହେବ ତେବେ ଆଜି ଆମେ ଜାଣିବା ଯେ ଚନ୍ଦ୍ର ଗ୍ରହଣ ଲାଗିବାର ସମୟ ଗ୍ରହଣର ସୁତକ ସମୟ ମାନ୍ୟ ହେବ ନା ନାହିଁ ଗର୍ଭବତୀ ମହିଳା ମାନେ କିପରି ସାବଧାନ ରହିବେ କଣ କରିବେ ଏବଂ କଣ କରିବେ ନାହିଁ ସେଥିପାଇଁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।ds

\ଆସନ୍ତା 30 ନଭେମ୍ବର ତାରିଖ ସୋମବାର ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ ହେଉଛି ଉପଛାୟା ଚନ୍ଦ୍ର ଗ୍ରହଣ ଏହି ଗ୍ରହଣର ଗ୍ରାସ ବା ଗ୍ରହଣ ଲାଗିବାର ସମୟ ହେଉଛି ଅପରାହ୍ନ 1ଟା 4ମିନିଟ୍ ରେ ଆରମ୍ଭ ହୋଇ ସନ୍ଧ୍ୟା 5ଟା 22ମିନିଟ୍ ରେ ଶେଷ ହେବ , ଏହି ଚନ୍ଦ୍ର ଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ରହୁଥିବାରୁ ଏହା କିଛି ସମୟ ପାଇଁ ଭରତ ସମିତ ଦକ୍ଷୀଣ ଓଡିଶାରେ ଦୃସ୍ୟମାନ ହେବ ।red

ଯତିଶ୍ର ଶାସ୍ତ୍ର ଅନୁସାରେ ଅପଛାୟା ଚନ୍ଦ୍ର ଗ୍ରହଣ ହେବା କାରଣରୁ ଏହି ଚନ୍ଦ୍ର ଗ୍ରହଣର ସୁତକ କାଳ ବା ହାଣ୍ଡି ଛାଡ ସମୟ ମାନ୍ୟ ହେବ ନାହିଁ କାରଣ ସେହି ସମୟର ସୁତକ କାଳ ମାନ୍ୟ ହୋଇଥାଏ ଯେଉଁ ଗ୍ରହଣ ଖାଲି ଆଖିରେ ଦେଖା ଯାଇଥାଏ । ଯେହେତୁ ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ ତେଣୁ ଏହି ଚନ୍ଦ୍ର ଗ୍ରହଣ ଖାଲି ଆଖିରେ ଦୃସ୍ୟମାନ ହେବ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *